Browsing Tag

malkangiri news

ଓଲଟିଲା ଯାତ୍ରୀବାହୀ ବସ୍, ୫ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ବୋଡୁଗୁଡମ୍ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଓଲଟି ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସମସ୍ତ ମୃତକ ଓଡ଼ିଶାର ବୋଲି ସୂଚନା ରହିଛି । ହେଲେ ଏବେ ଯାଏଁ ମୃତକଙ୍କ ନାମ ଓ ଠିକଣା ହସ୍ତଗତ ହୋଇନାହିଁ । ସୂଚନା ଅନୁଯାୟୀ,
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି : ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ୨ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ର ପ୍ରଦେଶକୁ ୨ଟି ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ପୋଲିସ ଚଢାଉ କରି ୩୨ ବସ୍ତା ଗଞ୍ଜେଇ ଜବତ କରିଛି । ଏଥିସହ ୨ ଜଣଙ୍କୁ
Read More...

ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଧାମତରୀ ପୋଲିସ ସର୍ଚ୍ଚ ଅପରେଶନ ବେଳେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି । ତାଙ୍କ ନାମ ମୁକେଶ ଓରଫ ସୁକଲୁଗାୱାଡେ । ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଖବରରୁ ଜଣାପଡିଛି ଧାମତରୀ ଥାନା ଅନ୍ତର୍ଗତ
Read More...

ବନ୍ୟଜନ୍ତୁ ସୁରକ୍ଷା ପାଇଁ ୨୦୦ ଶିକାରୀଙ୍କୁ ଶପଥ ପାଠ କରି ଛାଡିଲା ପୁଲିସ

ମାଲକାନଗିରି : ଆଦିବାସୀ ଶିକାରୀଙ୍କୁ ଜଙ୍ଗଲରେ ନିରୀହ ଜନ୍ତୁମାନଙ୍କୁ ଶିକାର ନ କରିବା ପାଇଁ ଶପଥ ପାଠ କରାଇଲେ ଚିତ୍ରକୋଣ୍ଡା ଏସ୍‌ଡିପିଓ । ଚିତ୍ରକୋଣ୍ଡା ଅଞ୍ଚଳରେ ଦୁଇଟି ଟ୍ରକରେ ୨୦୦ରୁ ଅଧିକ ଶିକାରୀ ଜଙ୍ଗଲକୁ ଶିକାର କରିବା ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ଶିକାର କରିବା କାମ
Read More...

ଆତ୍ମସମର୍ପଣ କଲେ ୫୦ ମିଲିସିଆ ମାଓବାଦୀ

ମାଲକାନଗିରି : ଆତ୍ମସମର୍ପଣ କଲେ ୫୦ ମିଲିସିଆ ମାଓବାଦୀ । ପୋଲିସ ଡିଜି ସୁନୀଲ ବଂଶଲଙ୍କ ନିକଟରେ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ସୂଚନାନୁଯାୟୀ, ମାଲକାନଗିରି ଓ କୋରାପୁଟ ଗସ୍ତରେ ଅଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଏହି କ୍ରମରେ
Read More...

୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ୫ ଗିରଫ

ମାଲକାନଗିରି : ମାଥିଲି ଥାନା ଅନ୍ତର୍ଗତ ଗଣ୍ଡିଆଗୁଡା ଗ୍ରାମ ନିକଟସ୍ଥ ଜଙ୍ଗଲ ଦେଇ କାଉଡିଆରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ୫ ଜଣ କାଉଡ଼ିଆଙ୍କୁ ଗିରଫ କରିବା ସହ ସେମାନଙ୍କର ପାଖରୁ ୧୬ ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ ଯାହାର ଓଜନ ୩୫୦ କିଲୋଗ୍ରାମ ହୋଇଥିବା
Read More...

ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ରେଡ୍

ମାଲକାନଗିରି : ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମାଲକାନଗିରି ସମେତ ଜୟଦାସଙ୍କ ବାସଭବନ, ନବରଙ୍ଗପୁର ଓ କୋରାପୁଟରେ ଚଢ଼ାଉ ଚାଲିଛି
Read More...

ପୁଣି ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ : ପୋଡ଼ିଦେଲେ ଯାତ୍ରୀବାହୀ ବସ୍, ୨ ଯାତ୍ରୀ ଆହତ

ମାଲକାନଗିରି : ମାଲକାନଗିରି ଆନ୍ଧ୍ର ସୀମାନ୍ତରେ ମାଓବାଦୀମାନେ ଏକ ଯାତ୍ରୀବାହୀ ବସ୍‌କୁ ପୋଡିଦେଇଥିବା ଖବର ମିଳିଛି । ଫଳରେ ବସ୍ ଭିତରେ ଶୋଇଥିବା ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଚିନ୍ତୁର ଥାନା ଅନ୍ତର୍ଗତ କୋତୁର ଜଙ୍ଗଲ
Read More...

ଲାଲ୍ ବାହିନୀର ବର୍ବର କାଣ୍ଡ : ପୋଲିସ କ୍ୟାମ୍‌ରେ ନକ୍ସଲଙ୍କ ଆକ୍ରମଣରେ ୪ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଥିବା ପୋଲିସ କ୍ୟାମ୍‌ରେ ନକ୍ସଲ ଆକ୍ରମଣ ହୋଇଥିବା ଖବର ମିଳିଛି । ନକ୍ସଲଙ୍କ ଆକ୍ରମଣରେ ୪ ଜଣ ଯବାନ ଗୁରୁତର ହୋଇଛନ୍ତି । ତେବେ ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଛି । ଗୁରୁତର ଅବସ୍ଥାରେ ଆହତ ଯବାନଙ୍କୁ ଉଦ୍ଧାର
Read More...

ବଢୁଛି ତୈଳଦର : ମାଲକାନଗିରିରେ ସର୍ବାଧିକ, ୧୧୬.୩୩ ଟଙ୍କା ଛୁଇଁଲା ପେଟ୍ରୋଲ ଲିଟର

ମାଲକାନଗିରି : ଆଜି ପୁଣି ବଢିଲା ତୈଳଦର । ରାଜ୍ୟରେ ମାଲକାନଗିରି ଜିଲ୍ଲାରେ ତୈଳଦର ସର୍ବାଧିକ ରହିଛି । ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୪୩ ପଇସା ବୃଦ୍ଧି ପାଇ ୧୧୬.୩୩ ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ସେହିପରି ଡିଜେଲ ଦର ଲିଟର ପିଛା ୪୨ ପଇସା ବୃଦ୍ଧି ପାଇ ଆଜି ୧୦୫.୯୦
Read More...