Browsing Tag

m.rampur news

ପ୍ରାୟ ୧୯ ମାସ ପରେ ଖୋଲିଲା ଅଷ୍ଟମ ଶ୍ରେଣୀ : ପ୍ରଥମ ଦିନରେ ଖୁସିବ୍ୟକ୍ତ କଲେ ଛାତ୍ରଛାତ୍ରୀ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ପ୍ରଭାବରେ ପ୍ରାୟ ୧୯ ମାସରୁ ଅଧିକ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଆଜି ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସରକାର ଅନୁମତି ପ୍ରଦାନ କରିଥିଲେ । ତେବେ ଅନୁମତି ମିଳିବା ପରେ ଶିକ୍ଷା ବିଭାଗ ବିଦ୍ୟାଳୟ ଖୋଲିବା ଆଗରୁ ସ୍କୁଲ ପରିସରକୁ
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ୨୩ ଦିନରେ ପହଂଚିଲା ଗଣଧାରଣା

ପହଂଚିପାରିନି ଏ ଯାଏଁ ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀଙ୍କ ମନରେ କ୍ଷୋଭ ମ.ରାମପୁର, (ହେମନ୍‌ନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ଦାବୀ ଆଜି ୨୩ ଦିନରେ ପହଂଚିଥିବା ବେଳେ ଧାରଣାସ୍ଥଳକୁ ଏ ଯାଏଁ ଜିଲ୍ଲା ପ୍ରଶାସନ ପହଂଚିନଥିବା କାରଣରୁ ଆନ୍ଦୋଳନକାରୀଙ୍କ ମନରେ କ୍ଷୋଭ
Read More...

ମହାଶକ୍ତି ଫାଉଣ୍ଡେସନର ଅଷ୍ଟାଦଶ ବାର୍ଷିକ ସମ୍ମିଳନୀ

ମ.ରାମପୁର, (ହେମନ୍ତ ସାହୁ) : ସ୍ଥାନୀୟ ସଞ୍ଚୟ ଶକ୍ତି ଭବନ ବୁରାଟଠାରେ ମହାଶକ୍ତି ଫାଉଣ୍ଡେସନର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମ୍ମିଳନୀକୁ ଉଦ୍‌ଘାଟନ କରିଥିବା ବେଳେ କୋଷାଧ୍ୟକ୍ଷ
Read More...

ପ୍ରିୟମ୍‌ ଡ଼ିଜିଟାଲର ଦୁର୍ଗାପୂଜା ଭେଟି : ରିଲିଜ୍‌ ହେଲା ପଂଚମ କୋଶଲୀ ସର୍ଟ ଫିଲ୍ମ ଉକିଆ, ମୁଖ୍ୟ ଭୂମିକାରେ ଓଡ଼ିଶାର…

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସର୍ଟ ଫିଲ୍ମ ପ୍ରଯୋଜକ ପ୍ରିୟମ ଡ଼ିଜିଟାଲ ଷ୍ଟୁଡ଼ିଓ ଏକ ନିଆରା ସ୍ୱାଦର କୋଶଲୀ ସର୍ଟ ଫିଲ୍ମ ଉକିଆ ପବିତ୍ର ବିଜୟା ଦଶମୀରେ ଶୁଭମୁକ୍ତି ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା
Read More...

ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ : ଅଷ୍ଟମ ଦିନରେ ଗଣଧାରଣା

ସାମିଲ ହେଲେ ଓକିଲ ସଂଘ ତଥା କ୍ରିୟାନୁଷ୍ଠାନ କମିଟି ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ ଆଜି ଅଷ୍ଟମ ଦିନରେ ପହଂଚିଛି । ଆଜିର ଗଣଧାରଣାରେ ମ.ରାମପୁର ଓକିଲ ସଂଘ ତଥା ସବଡ଼ିଭିଜନ ମିଳିତ କ୍ରିୟାନୁଷ୍ଠାନ କମିଟୀ ସାମିଲ ହୋଇଥିଲେ । ଏଥିରେ ଓକିଲା
Read More...

ପ୍ରିୟମ ଡ଼ିଜିଟାଲର ଦୁର୍ଗାପୂଜା ଭେଟି : ସରିଲା ପଂଚମ କୋଶଲୀ ସର୍ଟ ଫିଲ୍ମ ‘ଉକିଆ’ର ସୁଟିଂ, ବିଜୟା…

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସର୍ଟ ଫିଲ୍ମ ପ୍ରଯୋଜକ ପ୍ରିୟମ ଡ଼ିଜିଟାଲ ଏଥର ଦୁର୍ଗାପୂଜା ଅବସରରେ ଦର୍ଶକଙ୍କୁ ଭେଟିଦେବ ଏକ ନିଆରା ସ୍ୱାଦର କୋଶଲୀ ସର୍ଟ ଫିଲ୍ମ 'ଉକିଆ' । ଏହି ଚଳଚିତ୍ରର ସୁଟିଂ ଶେଷ ହେଇଥିବା ବେଳେ ପବିତ୍ର ବିଜୟା ଦଶମୀରେ ଏହାର ଶୁଭମୁକ୍ତି
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ପଂଚମ ଦିନରେ ସାମିଲ ହେଲେ ବରିଷ୍ଠ ନାଗରିକ ମଂଚ

ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର, ଆନ୍ଦୋଳନରୁ ଓହରିବାକୁ ତହସିଲଦାରଙ୍କ ଅନୁରୋଧ ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀରେ ଗଣଧାରଣା ଆଜି ପଂଚମ ଦିନରେ ପହଂଚିଛି । ଆଜି ଏହି ଆନ୍ଦୋଳନରେ ମ.ରାମପୁର ବ୍ଲକ ଉର୍ଲଦାନୀ ପଂଚାୟତବାସୀଙ୍କ
Read More...

ଜେଏମ୍‌ଏଫ୍‌ସି ତଥା ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ସାଇଦାଲଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହରେ ଜାତୀୟ ଆଇନ ପ୍ରାଧିକରଣ ସହାୟତାରେ ଜେଏମ୍‌ଏଫ୍‌ସି ତଥା ତକୁକ୍ ଆଇନ ସେବା ସମିତି ତରଫରୁ ପଞ୍ଚାୟତ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ଆଇନ ପରାମର୍ଶ ଦାତା ଯତୀନ କୁମାର
Read More...

ମ.ରାମପୁର ପ୍ରାଥମିକ ଶିକ୍ଷକ ସଂଘ ନିର୍ବାଚନ : ବିଭୂତି ପ୍ରହରାଜ ହେଲେ ସଭାପତି, ପ୍ରଶାନ୍ତ ଦଣ୍ଡସେନା ହେଲେ ସଂପାଦକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପ୍ରାଥମିକ ଶିକ୍ଷକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବରେ ବିଭୂତି ପ୍ରହରାଜ ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବରେ ପ୍ରଶାନ୍ତ ଦଣ୍ଡସେନା ନିଦ୍ୱନ୍ଦରେ ମନୋନୀତ ହୋଇଛନ୍ତି । ଉକ୍ତ ନିର୍ବଚନୀ
Read More...

ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ : ତୃତୀୟ ଦିନରେ ଗଣଧାରଣା, ଦାବୀ ପୂରଣ ନ ହେବା ଯାଏଁ ସଂଗ୍ରାମ ଜାରୀ…

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ ଆଜି ତୃତୀୟ ଦିନରେ ପହଂଚିଛି । ଆଜିର ଗଣଧାରଣାରେ ଦାବୀ ପୂରଣ ନହେବା ଯାଏଁ ସଂଗ୍ରାମ ଜାରି ରହିବ ବୋଲି ମଂଚ ତରଫରୁ ଚେତାବନୀ ଦିଆଯାଇଛି । ଆଜି ତୃତୀୟ ଦିନରେ ମ.ରାମପୁର ବ୍ଲକ ସାଲେପାଲି ପଂଚାୟତବାସୀ ଆନ୍ଦୋଳନର
Read More...