Browsing Tag

m.rampur news

ବିଜୁ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଦର ପଂଚାୟତଠାରେ ନିର୍ମାଣ ହୋଇଥିବା ବିଜୁ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ ହେଇଯାଇଛି । ଗ୍ରାମ ପଂଚାୟତ ସରପଂଚ ଚିତ୍ତରଂଜନ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ : ଅଳ୍ପକେ ବଂଚିଗଲେ ଡ଼୍ରାଇଭର ଓ ହେଲପର୍‌

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ସିଂହପୁର ପଂଚାୟତ କୁଟ୍ରୁପଲା ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଥିବା ବେଳେ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବଂଚିଯାଇଛନ୍ତି ଡ଼୍ରାଇଭର ଏବଂ ହେଲପର୍ । ତେବେ
Read More...

ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର କଲେଜ ପଡ଼ିଆଠାରେ ମ.ରାମପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲୁଥିବା ବେଳେ ଆଜିର ପ୍ରଥମ ମ୍ୟାଚ ମୋହନଗିରୀ ଓ କଶ୍ରୁପଡ଼ା ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ପ୍ରବୀର ପାଟ୍ଟଯୋଶୀ ଯୋଗଦେଇ
Read More...

ବ୍ଲକସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ତରଫରୁ ବ୍ଲକ ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହେଇଯାଇଛି । ସହଗୋଷ୍ଠୀ ଶିକ୍ଷାଧିକାରୀ ବେଣୁଧର କୁମାର କାର୍ଯ୍ୟକ୍ରମକୁ ଶୁଭଉଦଘାଟନ କରିବା ପରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ
Read More...

ବିପୁଳ ପରିମାଣରେ ସାଇଜ ଓ ପଟା ଜବତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଆଜି ନର୍ଲା ବନବିଭାଗ ଅଧିକାରୀ ଗିରିଧାରୀ ନାଗ ଓ ମ.ରାମପୁର ବନବିଭାଗ ଅଧିକାରୀ ଅତିସ କୁମାର ଦାସଙ୍କ ନେତୃତ୍ୱରେ କନକପୁର ଗାଁର ମୁରଲୀଧର ସାହୁଙ୍କ ଘରକୁ
Read More...

ନୂତନ ବର୍ଷର ପଞ୍ଜିକା ଉନ୍ମୋଚନ

ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀ ଶ୍ରୀ ମା'ମାଣିକେଶ୍ୱରୀ ଡ଼ୁକୁରୀ ଦେବୀ ପଂଜିକା ଉନ୍ମୋଚନ କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଟୁର୍ଚ୍ଚି ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେଇଯାଇଛି । ସଚ୍ଚିଦାନନ୍ଦ ଦାସ(ସୋନପୁର)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ : ଡ଼ିସେମ୍ବର ୬ରେ ମିଳିତ କ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ୧୨ ଘଣ୍ଟିଆ…

ମ.ରାମପୁର, (ହେମନ୍ତ ସାହୁ) : ଦୀର୍ଘ ବର୍ଷ ହେଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ ସମୟରେ ଧାରଣା, ଦାବୀପତ୍ର, ବନ୍ଦ ପାଳନ କରିବା ସତ୍ୱେ ଏହି ନାର୍ଯ୍ୟ ଅଧିକାରରୁ ବଂଚିତ ରହିଛନ୍ତି ଅଂଚଳବାସୀ । କଳାହାଣ୍ଡି ଜିଲ୍ଲା ମ.ରାମପୁର ରାଜସ୍ୱ
Read More...

ଆସୁଛି ଲଘୁଚାପ : ଚାଷୀ ମୁଣ୍ଡରେ ଚଡ଼କ, ଖୋଲିନି ମଣ୍ଡି

ଧାନ ଅମଳ ବେଳେ ବି ଶାନ୍ତ ନାହିଁ ଚାଷୀର ମନ ମ.ରାମପୁର, (ହେମନ୍ତ ସାହୁ) : ଚାଷୀଟିଏ କେତେ ସଂଘର୍ଷ କରେ ଜୀବନରେ । ନିଜ ଜମିକୁ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ଧାନ ଅମଳ ଯାଏଁ ବିଭିନ୍ନ ସମୟରେ ପ୍ରକୃତିର ପ୍ରକୋପ ସହିବାକୁ ପଡ଼େ । ଧୋଇ, ମରୁଡ଼ିଠାରୁ ଆରମ୍ଭ କରି ଧାନ ବୁଣିବା ସମୟରେ
Read More...

ସଂଯୁକ୍ତ କିଷାନ୍ ମୋର୍ଚ୍ଚା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର

ମ.ରାମପୁର, (ହେମନ୍ତ ସାହୁ) : ଆଜି ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଓ ଟ୍ରେଡ ୟୁନିୟନ ମିଳିତ ମଂଚ ପକ୍ଷରୁ ୧୦ ଦଫା ସମ୍ମିଳିତ ଏକ ଦାବୀପତ୍ର ମ.ରାମପୁର ବିିଡିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ କୃଷକ ବିରୋଧୀ ତିନି କଳା କୃଷି ଆଇନ
Read More...

ଦରଦାମ ବୃଦ୍ଧି ଏବଂ ମମିତା ମେହେରଙ୍କୁ ନ୍ୟାୟ ଦାବୀରେ କଂଗ୍ରେସର ଗଣଧାରଣା

ମ.ରାମପୁର, (ହେମନ୍ତ ସାହୁ) : ଦରଦାମ ବୃଦ୍ଧି ଏବଂ ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ଆଜି କଂଗ୍ରେସ ତରଫରୁ ମ.ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଥିଲା । ମ.ରାମପୁର ବ୍ଲକ କଂଗ୍ରେସ ସଭାପତି ରୁଦ୍ର ପ୍ରସାଦ ସିଂହ, ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା
Read More...