Browsing Tag

m.rampur news

ଲୋକଙ୍କ ସେବାରେ ସଦା ସମର୍ପିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ଗ୍ରାମ ପଞ୍ଚାୟତରେ ନିଜର ସେବା ମନୋଭାବ ତଥା ଲୋକଙ୍କ ପ୍ରତି ସର୍ମପିତ କାର୍ଯ୍ୟର ପ୍ରତିଦାନ ସ୍ୱରୂପ ରୋମାଞ୍ଚ ସାହୁ (ରାଷ୍ଟ୍ର) ସରପଞ୍ଚ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନରେ ନିଜର ଧର୍ମପତ୍ନୀ ସରପଞ୍ଚ ରହିଥିବା
Read More...

ମୋହନଗିରୀ ସରପଞ୍ଚ ହେଲେ ସୁରେନ୍ଦ୍ର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସୀମାନ୍ତ ଗ୍ରାମ ପଞ୍ଚାୟତର ମୋହନଗିରୀରେ ଦୁଇଜଣ ପ୍ରତିଦ୍ୱନ୍ଦୀଙ୍କୁ ନେଇ ଏଥର ପଞ୍ଚାୟତ ରେସ୍ ଚାଲିଥିଲା । ନିଜର ଲୋକପ୍ରିୟତାର ପ୍ରମାଣ ସ୍ୱରୂପ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଧରୁଆ ପୁଣିଥରେ ଚଳିତଥର ପାଇଁ ସରପଞ୍ଚ ହୋଇଛନ୍ତି । ଲୋକଙ୍କ
Read More...

ଗୃହିଣୀରୁ ଏବେ ପଞ୍ଚାୟତ ମୁଖ୍ୟ : ସ୍ନିଗ୍ଧା ରଣା ହେଲେ ଡ଼ମ୍ବ କର୍ଲାଖୁଣ୍ଟାର ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟାଇ ମ.ରାମପୁର ବ୍ଲକ ଡ଼ମ୍ବ କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତର ସରପଞ୍ଚ ହୋଇଛନ୍ତି ସ୍ନିଗ୍ଧା ରଣା । ନିଜର ଲୋକପ୍ରିୟତା ଯୋଗୁଁ ସେ ପଞ୍ଚାୟତବାସୀଙ୍କ ଆସ୍ଥା ଭାଜନ ହୋଇ ପାରିଥିବା ବେଳେ ଏହି ବିଜୟର ଶ୍ରେୟ ସେ ପଞ୍ଚାୟତବାସୀଙ୍କୁ
Read More...

ମହିଳାଙ୍କ ହାତରେ ବିକାଶର ଡ଼ୋରି : ୧୯ରୁ ୧୪ ପଞ୍ଚାୟତରେ ମହିଳା ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : ଆଗକୁ ଆସୁଛି ମାର୍ଚ୍ଚ ୮ ତାରିଖ, ଆନ୍ତର୍ଜାତୀୟ ମହିଳା ଦିବସ । ମହିଳାମାନଙ୍କୁ ଚୁଲି ମୁଣ୍ଡରୁ ଆଗକୁ ଆଣି ବିକାଶର ନେତୃତ୍ୱ ଦେବାକୁ ଯୋଜନା ଆରମ୍ଭ ହୋଇଥିଲା ଗତ କିଛି ବର୍ଷ ତଳେ । ମହିଳାମାନେ ବିି ଏବେ ପଦାକୁ ଆସିଲେଣି । ବିଭିନ୍ନ କ୍ଷେତ୍ରରେ ନିଜକୁ ସାମିଲ
Read More...

ମ.ରାମପୁର ଜିଲ୍ଲା ପରିଷଦ ଜୋନ୍ ନଂ.୨ରେ ବିଜୁ ଜନତା ଦଳର ପ୍ରାର୍ଥିନୀ ବିଜୟୀ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଳକର ଜିଲ୍ଲା ପରିଷଦ ଜୋନ୍ ନଂ.୨ରେ ବିଜୁ ଜନତା ଦଳର ପ୍ରାର୍ଥିନୀ ମଞ୍ଜୁଲତା ଧରୁଆ ବିଜୟୀ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ସବିତା ମାଝୀଙ୍କ ଠାରୁ ୭୦୦୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜୁ ଜନତା ଦଳର
Read More...

ମ.ରାମପୁର ସରପଞ୍ଚ ହେଲେ ବୀଣାପାଣି ସାହୁ

ମ.ରାମପୁର, (ହେମନ୍ତ ସାହୁ) : ଅଣସଂରକ୍ଷିତ ମହିଳା ବର୍ଗଙ୍କ ପାଇଁ ରହିଥିଲା ମ.ରାମପୁର ଗ୍ରାମ ପଞ୍ଚାୟତ । ସଦର ଗ୍ରାମ ପଞ୍ଚାୟତ ହୋଇଥିବା କାରଣରୁ ଉପଯୁକ୍ତ ପ୍ରାର୍ଥୀ ନହେଲେ ପଞ୍ଚାୟତ ଚଳାଇବା ଗୋଟେ ପ୍ରକାର ଅସମ୍ଭବ । ଏଣୁ ସମାଜସେବୀ ସତ୍ୟ ନାରାୟଣ ସାହୁ ନିଜ ଧର୍ମପତ୍ନୀଙ୍କୁ ଏହି
Read More...

ସମିତିରେ ବିଶ୍ୱାଳ ଦମ୍ପତ୍ତି

ମ.ରାମପୁର, (ହେମନ୍ତ ସାହୁ) : ଜୀବନ ସାଥୀ । ସୁଖରେ ଦୁଃଖରେ ଛାଇ ପରି । ତେବେ ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ ସମାଜସେବାରେ ବି ନିଜ ଧର୍ମପତ୍ନୀଙ୍କୁ ବାଦ ଦିଅନ୍ତିନି । ପୂର୍ବରୁ ସରପଞ୍ଚ ରହିଥିବା ନିଜର ଧର୍ମପତ୍ନୀ ଏଥର ସିଂହପୁର ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟା ଭାବରେ ନିର୍ବାଚିତ
Read More...

ଅଣସଂରକ୍ଷିତ ଆସନରେ ପୁରୁଷଙ୍କୁ ପଛରେ ପକାଇ କେତକୀ ଦଣ୍ଡିଆ ହେଲେ ସରପଞ୍ଚ : ଗୃହିଣୀରୁ ଏବେ ପଞ୍ଚାୟତ ମୁଖ୍ୟ

ମ.ରାମପୁର, (ହେମନ୍ତ ସାହୁ) : ଆସନଟି ରହିଥିଲା ଅଣସଂରକ୍ଷିତ । ପୁରୁଷ ପ୍ରତିଦ୍ୱନ୍ଦୀଙ୍କ ସହିତ ଏହି ମଇଦାନରେ ଜଣେ ଗୃହିଣୀ ନିଜକୁ ସଜ କରିଥିଲେ । ଭୋଟରଙ୍କ ପାଖକୁ ଗଲେ, ଭୋଟ ଭିକ୍ଷା କଲେ । ଲୋକଙ୍କ ଆସ୍ଥା ଭାଜନ ହେଲେ । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଗ୍ରାମ ପଞ୍ଚାୟତରେ
Read More...

ମ.ରାମପୁର ଜିଲ୍ଲା ପରିଷଦ ଜୋନ୍ ‘କ’ରେ ୧୨୮୬୪ ଭୋଟ୍‌ରେ ବିଜୟୀ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରଥମ ପର୍ଯ୍ୟାୟ ଗତକାଲି ଆରମ୍ଭ ହୋଇଥିବା ବେଳେ ମ.ରାମପୁରଠାରେ ଏହି ଗଣତି ଅନୁଷ୍ଠିତ ହୋଇଛି । ମ.ରାମପୁର 'କ' ଜୋନ୍‌ର ୯ ଗୋଟି ପଞ୍ଚାୟତ ବାରବନ୍ଧା, ଡ଼ୁଡ଼ୁକାରଞ୍ଜା, ସାଲେପାଲି, ମୁଡ଼ିଙ୍ଗ,
Read More...

ଖବରକାଗଜ ହକର୍‌ଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ଖବର କାଗଜ ହକର ଭାବରେ ପରିଚିତ ଭୁବେଶ୍ୱର ରାଉତ(ମେଟ୍‌ନା)ଙ୍କର ଗତକାଲି ରାତି ଏଗାରଟାରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହେଇଯାଇଥିବା ଜଣାପଡିଛି । ସେ ଗତକିଛି ଦିନ ହେଲା ଅସୁସ୍ଥ ଥିବାବେଳେ
Read More...