Browsing Tag

m.rampur news

ରାଜ୍ୟ ସ୍ତରୀୟ ଜୈବ ବିବିଧତା ଓ ସମୁଦାୟ ସତର୍କତା କର୍ମଶାଳା

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟ ସ୍ତରୀୟ ଜୈବ ବିବିଧତା ଓ ସମୁଦାୟ ସତର୍କତା ସମ୍ପର୍କରେ ଦୁଇ ଦିନିଆ କର୍ମଶାଳା ସ୍ଵେଛା ସେବୀ ଅନୁଷ୍ଠାନ ସେବାଜଗତର ବୁରାଟ ସ୍ତିତ ତାଲିମ କେନ୍ଦ୍ର ଥାଟ ଉଦ୍‌ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ତହସିଲଦାର ସୁଶ୍ରୀ ସୁଚରିତ ମୁଗ୍ରୀ
Read More...

ସେବାଜଗତର ୩୦ତମ ବାର୍ଷିକ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତର ୩୦ତମ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥି, ଜିଲ୍ଲା
Read More...

ଯୁବକଣ୍ଠ ଶିଳ୍ପୀ ସୁମନଙ୍କ ଶୁଭ ମନାସି ସାମୂହିକ ଦୀପ ପ୍ରଜ୍ୱଳନ

ମ.ରାମପୁର, (ହେମନ୍ତ ସାହୁ) : କିଡ଼ନୀ ରୋଗରେ ଆକ୍ରାନ୍ତ ଯୁବକଣ୍ଠ ଶିଳ୍ପୀ ସୁମନ ଶେଖରଙ୍କ ପାଇଁ ଏବେ ଚାରିଆଡ଼େ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଅର୍ଥ ସଂଗ୍ରହ କରି ସୁମନଙ୍କୁ ସହାୟତାର ହାତ ବଢାଉଛନ୍ତି ସୁମନ ପ୍ରେମୀମାନେ । ଗତକାଲି ସୁମନଙ୍କ ବାପା ରମେଶଚନ୍ଦ୍ର ମିଶ୍ର ଜଣେ ଆଦର୍ଶ
Read More...

ମ.ରାମପୁର ଓକିଲ ସଂଘରେ ସଭାପତି ଓ ସମ୍ପାଦକ ନିଦ୍ୱର୍ନ୍ଦରେ ନିର୍ବାଚିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଓକିଲ ସଂଘ ନିର୍ବାଚନ ଶେଷ ହୋଇଯାଇଛି । ଏଥିରେ ସଭାପତି ଭାବେ ଜୟ କୁମାର ସିଂହଦେଓ, ଉପ-ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସମ୍ପାଦକ ଭାବେ ଯତିନ୍ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ଠାକୁର ଚରଣ ସାହୁ, ଯୁଗ୍ମ ସମ୍ପାଦକ ଭାବେ ଆଶିଷ
Read More...

ମା’ ଦୁର୍ଗାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତଳସାଗରପଡ଼ାଠାରେ ଥିବା ମା' ଦକ୍ଷିଣକାଳୀ ମନ୍ଦିରରେ ମା' ଦୁର୍ଗା(ଚଣ୍ଡୀ)ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ମଣ୍ଡଳାଧିବାସ, ଧ୍ୟାନାଧିବାସ ସହିତ
Read More...

ପଢନା ଲିଖ୍‌ନା ଅଭିଯାନ ତରଫରୁ ମ.ରାମପୁରରେ ପଥପ୍ରାନ୍ତ ନାଟକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଠାକୁର ଚରଣ ସାହୁଙ୍କ ତତ୍ୱାବଧାନରେ ଗତକାଲି ପଢନା ଲିଖ୍‌ନା ଅଭିଯାନ ତରଫରୁ ପଥପ୍ରାନ୍ତ ନାଟକ ଉକିଆ ମଞ୍ଚସ୍ଥ ହୋଇଯାଇଛି । ଉକିଆ ନାଟକ ମାଧ୍ୟମରେ ଶିକ୍ଷାର ମହତ୍ତ୍ୱ ସହିତ ସଂପୂର୍ଣ୍ଣ ସାକ୍ଷର
Read More...

ଇଂରାଜୀ ଅଧ୍ୟାପକ ଶିଶିର ସାହୁ ରାଷ୍ଟ୍ରୀୟ ସଂସ୍କୃତ ମହାସମ୍ମେଳନରେ ସମ୍ମାନିତ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବାସିନ୍ଦା ତଥା ସାନଚେର ଗାଁର ଆଞ୍ଚଳିକ ବସ୍ତ୍ରରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ବିଭାଗରର ଅଧ୍ୟାପକ ଶିଶିର କୁମାର ସାହୁ, ଲୋକ ଭାଷା ପ୍ରଚାର ସମିତି ଦ୍ଵାରା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସଦାଶିବ ପରିସର,
Read More...

ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓଙ୍କ ବିଜୟ ଶୋଭାଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଭ୍ୟନ୍ତରୀଣ ଇଲାକା ଡ଼ୁଡ଼ୁକାରଞ୍ଚା ପଞ୍ଚାୟତରୁ ସମିତି ସଭ୍ୟା ଭାବରେ ବିଜୟ ହାସଲ କରିଥିବା ମନ୍ଦାକିନୀ ସିଂହଦେଓ ପରବର୍ତ୍ତୀ ସମୟରେ ମ.ରାମପୁର ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ନିଜେ
Read More...

ସିଆର୍‌ପିଏଫ୍‌ର ଜନସଂପର୍କ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସୀମାନ୍ତବର୍ତ୍ତୀ ପଞ୍ଚାୟତ ମୋହନଗିରିଠାରେ ଥିବା ଇକୋ କମ୍ପାନୀ ୬୪ ତରଫରୁ ଏକ ଜନସଂପର୍କ ଶିବିର ମୋହନଗିରିର ତିନୋଟି ୱାର୍ଡ଼ ବାଡ଼େନସରା, ସିଟୃବାଲି ଏବଂ ଲାତେରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅସବରରେ ଅଂଚଳର ୧୫୩ ଜଣଙ୍କୁ ରେଡ଼ିଓ ବଂଟନ
Read More...

ମ.ରାମପୁରରୁ ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ ପୁଷ୍ପେନ୍ଦ୍ର : ଜନ୍ମ ମାଟିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଭବ୍ୟ…

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଥିଲା ଏବଂ ବିଜେଡ଼ି ତରଫରୁ ମ.ରାମପୁର ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ଆସନ ଅଳଙ୍କୃତ କରିଛନ୍ତି । ଆଜି ଏହି ଘୋଷଣା ପରେ
Read More...