Browsing Tag

m.rampur news

ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ

ଆମ ପାଇଁ ପ୍ରେରଣା ସାଜିଛନ୍ତି ଏମାନେ : ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ଭିନ୍ନକ୍ଷମ ଦିବସ । ଏହି ଦିନ ଆସିଲେ ଆପଣାଛାଏଁ ମନେପଡ଼ନ୍ତି କିଛି ଭିନ୍ନକ୍ଷମ । ଯେଉଁମାନେ ନିଜକୁ ସମାଜ ଆଗରେ ହରାଇ ନଦେଇ ବରଂ ଭିନ୍ନ ପନ୍ଥା ଓ ଉପାୟରେ ନିଜକୁ
Read More...

ମ. ରାମପୁର ବ୍ଲକରେ ସମ୍ପ୍ରସାରିତ ହେବ ଡ୍ରାଗନ୍ ଫଳଚାଷ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ଡ୍ରାଗନ୍ ଫଳଚାଷ କରି ନିଜର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିଥିବା ବାଙ୍କେଲ ଗ୍ରାମର ଚାଷୀ ବୈଷ୍ଣବ ସାହୁଙ୍କୁ ମିଳିଛି ନୂତନ ଯୋଜନା । ନିଜ ଅଞ୍ଚଳରେ ଆଉ ୧୦୦ ଜଣ ଚାଷୀଙ୍କୁ ନିଜ ଜ୍ଞାନ କୌଶଳ ଉପରେ ପ୍ରଶିକ୍ଷଣ ଦେଇ ସେମାନଙ୍କ ଆୟ ବୃଦ୍ଧି
Read More...

ବିଜେଡ଼ି ନେତା ଶରତ ଚନ୍ଦ୍ର ପୁଝାରୀଙ୍କ ଦେହାନ୍ତ

ମ.ରାମପୁର, (ହେମନ୍ତ ସାହୁ) : ଆଜି ସକାଳେ ନିଜ ବାସଭବନ ଡ଼ମ କର୍ଲାଖୁଣ୍ଟା ପଞ୍ଚାୟତର ପାଜିବାହାଲି ଗ୍ରାମ ଠାରେ ଶରତ ଚନ୍ଦ୍ର ପୁଝାରୀଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ସ୍ତ୍ରୀ ଚଞ୍ଚଳା ପୁଝାରୀ, ବଡ଼ ପୁଅ ଆଶିଷ ପୁଝାରୀ, ସାନ ଝିଅ ତନିଶା ପୁଝାରୀ, ପୁତୁରା ଗିରି ପୁଝାରୀ,
Read More...

ଶୈଳେନ୍ଦ୍ର ଆଚାର୍ଯ୍ୟ ଦେବଗିରି ନାଟ୍ୟ ସମ୍ମାନ, ବୈଷ୍ଣବ ସାହୁ ଦେବଗିରି କୃଷି ସମ୍ମାନ ଓ ପ୍ରକାଶ ଚନ୍ଦ୍ର ବାଗ ଦେବଗିରି…

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ତଥା ଗବେଷକ ପ୍ରାଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କୁ ମର୍ଯ୍ୟାଦାଜନକ 'ଦେବଗିରି ନାଟ୍ୟ ସମ୍ମାନ'ରେ ସମ୍ମାନିତ କରାଯିବ । ସେହିଭଳି ଭାବେ ସଫଳ ଚାଷୀ ବୈଷ୍ଣବ ଚରଣ ସାହୁଙ୍କୁ
Read More...

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ତୁଜୁଙ୍ଗ ଗ୍ରାମ ନିକଟରେ ଗତକାଲି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଖବର ଜଣାପଡିଛି । ମୃତକ ଜଣକ ହେଲେ ତୁଜୁଙ୍ଗ ଗ୍ରାମର ଯୋଗିନ୍ଦର ନାଗ । ବୟସ ୪୫ ବର୍ଷ ଉପରେ ହେବ ବୋଲି ଜଣାପଡିଛି । ସେ ଜଣେ ଟେଲର ମାଷ୍ଟର ।
Read More...

ମ.ରାମପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ଶୋଭାଯାତ୍ରା ଓ ଗଣଧାରଣା : ପ୍ରତିଶୃତି ନୁହେଁ, କାର୍ଯ୍ୟକାରୀ ଦାବୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ମ.ରାମପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଆଜି ଛଅ ଦଫା ଦାବୀ ନେଇ ଏକ ଶୋଭାଯାତ୍ରା ସହିତ ଗଣଧାରଣା ଦେଇଥିବା ଜଣାଯାଇଛି । ମ.ରାମପୁର ବ୍ଲକ ଅଙ୍ଗନୱାଡ଼ି ସଂଘ ସଭାପତି ପଞ୍ଜୁରୀ ସୁନା ଏବଂ
Read More...

ମଟୋଗଣ୍ଡାରେ ଯୁବଶକ୍ତି କ୍ରିକେଟ ଫାଇନାଲ୍‌ରେ ବୋରପଦରକୁ ହରାଇ ମ.ରାମପୁର ଟୁବୁସ ଚାମ୍ପିୟନ

ମ. ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଅନ୍ତର୍ଗତ ମ.ରାମପୁର ମଟୋଗଣ୍ଡା ଠାରେ ତା.୧୨/୧୧/୨୦୨୨/ରୁ ଚାଲିଥିବା ଯୁବଶକ୍ତି କ୍ଲବ ତରଫରୁ ଟି ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ୍ ମ୍ୟାଚ୍‌ରେ ବୋରପଦର ଦଳ ଟସ୍‌ ଜିତି ବ୍ୟାଟିଂ
Read More...

ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ହେମନ୍ତ ସାହୁ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ (ଓଡ଼ିଶା ସାମ୍ବାଦିକ ୟୁନିଅନ ସହବନ୍ଧିତ) ତରଫରୁ ଘୋଷଣା କରାଯାଇଥିବା ପ୍ରଥମ ମହମ୍ମଦ ଅସଲମ୍‌ ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ହେମନ୍ତ ସାହୁ । ସ୍ୱର୍ଗତ ମହମ୍ମଦ ଅସଲମ୍‌ ଥିଲେ କଳାହାଣ୍ଡିରେ ସାମ୍ବାଦିକଙ୍କ
Read More...

ମ.ରାମପୁର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବୁଦେଲ୍ ଗୁମା ଚମ୍ପିୟାନ, ଟକର୍ଲା ରନର ଅପ୍ ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଫୁଟବଲ୍ କ୍ଲବ୍ ଆନୁକୂଲ୍ୟରେ ଗତ ଦୁଇ ତାରିଖଠାରୁ ଆରମ୍ଭ ହେଇଥିବା ମ.ରାମପୁର ନକ୍ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ
Read More...

ସିଆର୍‌ପିଏଫ୍‌ ୬୪ ବାଟାଲିଆନ ତରଫରୁ ଜନ ସମ୍ପର୍କ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଂଚାୟତ ଉର୍ଲାଦାନୀ ଠାରେ ଥିବା ସିଆର୍‌ପିଏଫ୍ ବି ୬୪ ବାଟାଲିଅନ ତରଫରୁ ଆଜି ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସିଷ୍ଟାଣ୍ଟ କମାଣ୍ଡଣ୍ଟ ସୂର୍ଯ୍ୟକାନ୍ତ ମିଶ୍ର ମୁଖ୍ୟ
Read More...