Browsing Tag

m.rampur news

ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜ(୬୦)ଙ୍କ ପରଲୋକ ହେଇଯାଇଛି । ସେ ଜଣେ ଦକ୍ଷ ସଂଗଠକ ଭାବରେ ଯୁଗ ଯାତ୍ରୀ ପ୍ରତି ନିଜର ଦାୟିତ୍ଵ ନିର୍ବାହ କରିଥିଲେ । ବ୍ୟକ୍ତିଗତ
Read More...

ବାୟୋଚାର ଉତ୍ପାଦନ ଓ ଏହାର ବ୍ୟବହାର ସମ୍ପର୍କିତ କାର୍ମଶାଳା

ମ.ରାମପୁର, (ହେମନ୍ତ ସାହୁ) : ସ୍ଥାନୀୟ ସ୍ୱେଛାସେବୀ ଅନୁଷ୍ଠାନ ସେବା ଜଗତ ଓ ମୁରୁଗପା ଚେଟିଆର ରିସର୍ଚ୍ଚ ସେଣ୍ଟର ସହାୟତାରେ ରଂଗାପଦର ସ୍ଥିତ ତାଲିମ କେନ୍ଦ୍ରରେ ବାୟୋଚାର ଉତ୍ପାଦନ ଓ ଏହାର ବ୍ୟବହାର ସମ୍ପର୍କିତ କାର୍ମଶାଳା ଆୟୋଜିତ ହୋଇଯାଇଛି । ଜମିରେ କମ ପରିମାଣରେ ରାସାୟନିକ ସାରର
Read More...

ମଣିପୁରରେ ଶାନ୍ତି ପାଇଁ ପ୍ରାର୍ଥନା

ମ.ରାମପୁର, (ହେମନ୍ତ ସାହୁ) : ମଣିପୁର ହିଂସାରେ ପ୍ରାଣ ହରାଇଥିବା ଆତ୍ମାର ସତଗତି ଓ ମଣିପୁରରେ ଶାନ୍ତିର ପ୍ରତିଷ୍ଠା ନିମନ୍ତେ ସେବାଜଗତ ଅନୁଷ୍ଠାନ ତରଫରୁ ସାମୁହିକ ପ୍ରାର୍ଥନା । ଏଥିରେ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, କୃଷି ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ସେବା
Read More...

ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଳା ବ୍ୟାଚ୍‌ ପରିଧାନ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘ ତଥା ଜିଲ୍ଲା ସଂଘର ନିର୍ଦ୍ଦେଶ ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ରେ କାର୍ଯ୍ୟରତ ସମସ୍ତ କୃଷି କର୍ମଚାରୀ କଳା ଵ୍ୟାଚ୍‌ ପରିଧାନ କରି ପ୍ରତିବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମ
Read More...

କ୍ଷତ୍ରୀୟ ପାଇକ ସମାଜର ନବନିର୍ମିତ ଗୃହ ଉଦ୍‌ଘାଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡାରେ ନବନିର୍ମିତ କ୍ଷତ୍ରୀୟ ପାଇକ ସମାଜର ଗୃହ ଉଦ୍‌ଘାଟନ ହେଇଯାଇଛି । ମୁଖ୍ୟ ଅତିଥି ଭାବେ ଧନେଶ୍ଵର ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, କ୍ଷତ୍ରୀୟ
Read More...

ଫୋଟନ ଛାତ୍ରଛାତ୍ରୀଙ୍କ ପ୍ରଭାତ ଗଉଡଙ୍କ ସ୍ମୃତିରେ କେଣ୍ଡଲ୍‌ ଶୋଭାଯାତ୍ରା

ମ.ରାମପୁର (ହେମନ୍ତ ସାହୁ) : ମ.ରାମପୁର ସ୍ଥିତ ଫୋଟନ ଇନଷ୍ଟିଚ୍ୟୁଟରେ ଶିକ୍ଷକତା କରୁଥିବା ଶିକ୍ଷକ ପ୍ରଭାତ କୁମାର ଗଉଡଙ୍କ ଗତ ୫ ତାରିଖ ଦିନ ଏକ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଫୋଟନର ନିର୍ଦେଶକ ମାନସ କୁମାର ସାହୁଙ୍କ ନେତୃତ୍ୱରେ ଏଣୁ ଇନଷ୍ଟିଚ୍ୟୁରେ ପାଠ ପଢୁଥିବା
Read More...

ଗଙ୍ଗାଧର ମେହେର ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସଦ ଯୁଗଯାତ୍ରୀ ସାହିତ୍ୟ ସଂସଦର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସଂସଦ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ହେମନ୍ତ
Read More...

ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ବିଦ୍ୟାଳୟର ଶ୍ରେଣୀ ଗୃହ କୋଠା ଉଦ୍‌ଘାଟନ

ମ.ରାମପୁର,(ହେମନ୍ତ ସାହୁ ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ସିମାନ୍ତବର୍ତ୍ତି ପଞ୍ଚାୟତ ମୋହନଗିରି ଠାରେ ଆଜି ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ବିଦ୍ୟାଳୟର ଶ୍ରେଣୀ ଗୃହ କୋଠା ଉଦ୍‌ଘାଟନ ହେଇ ଯାଇଛି । ମେନେଜିଙ୍ଗ ଟ୍ରଷ୍ଟି ବିବତ୍ସି ପୋଢ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ମ.ରାମପୁର ମହାବିଦ୍ୟାଳୟରେ ବନ ମହୋତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ମହାବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନାର୍ଲା ବିଧାୟକ ଭୂପିନ୍ଦର ସିଂ, ମ.ରାମପୁର ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶ ଯୋଗ ଦେଇଥିଲେ । ମ.ରାମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ମ.ରାମପୁର ବନ ବିଭାଗ ପକ୍ଷରୁ ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ମ.ରାମପୁର ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସରସ୍ଵତୀ
Read More...