Browsing Tag

loisingha news

ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବରାର ବର୍ଗଙ୍କୁ ଭେଟିଲେ ବିଧାୟକ ମୁକେଶ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଭୋର ୫ ଟାରେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତର ଦର୍ଲିପାଲି ଗ୍ରାମର ବିରଞ୍ଚି ସାହୁଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ବନବିଭାଗ
Read More...

ନେଗିପାଲି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ଭୂମି ପୂଜନ

ଲୋଇସିଂହା, (କେପିଏନ୍‌ଏସ୍‌) : ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବଲାଂଗିର ଜିଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଂଚାୟତର ନେଗିପାଲି ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ କାର୍ୟ୍ୟକ୍ରମର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନ ଆନୁଷ୍ଠାନିକ ଭାବେ ନଡ଼ିଆ
Read More...

ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବିରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗୀର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ମୌଜାର ରୁଗୁଡିଖାଲ ଠାରେ ଥିବା ସରକାରୀ ଜମିକୁ ଜମି ମାଫିଆଙ୍କ ଜବରଦଖଲରୁ ମୁକ୍ତ କରିବା ଦାବିରେ ସୋମବାର ଶତାଧିକ ଗ୍ରାମବାସୀ ସ୍ଥାନୀୟ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି
Read More...

ଶହୀଦ ଯବାନଙ୍କ ସ୍ମୃତିରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଛତିଶଗଡ଼ ବିଜାପୁର ଠାରେ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ଯବାନ ମାନଙ୍କ ବଲା‌ଙ୍ଗିର ଜିଲ୍ଲା ଲୋଇସିଂହା ଷ୍ଟାଡିୟମ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବଣିକ ସଙ୍ଘ, ସୈନିକ ସଙ୍ଘ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଓ ସଂକଳ୍ପ
Read More...

କର୍କଟ ରୋଗୀଙ୍କୁ ଚିକିତ୍ସା ସହାୟତା ଦେଲା ଲୋଇସିଂହା ମାହେ‌ଶ୍ୱରୀ ସଂଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଳକ ବୁରୋଭାଡି ଗାଁର ଶୁକ୍ର୍ରୁ ପ୍ରଧାନ(୪୫) ଦୁରାରୋଗ୍ୟ କର୍କଟ ବ୍ୟାଧିରେ ପୀଡିତ ଥିଲେ । ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କରି ନ ପାରି ଘରେ ପଡି ରହିଥିଲେ । ଶୁକ୍ରୁଙ୍କ ବିଷୟରେ ଖବର ପାଇ ଲୋଇସିଂହା ମାହେ‌ଶ୍ୱରୀ ସଂଗଠନ ତାଙ୍କ
Read More...

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ସଦର ଥାନା ମାଗୁରବେଡା ଫାଣ୍ଡି ତଥା ଲୋଇସିଂହା ବ୍ଲକ ଅଧୀନ ତଲିଉଡାର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ସମ୍ପୃକ୍ତା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତା ମହିଳାଙ୍କ ବାପା ସଦର ଥାନାରେ
Read More...

ବଲାଙ୍ଗିର ଜିଲା କମ୍ପ୍ୟୁଟର ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭର୍ଚୁଆଲ ମୋଡ଼ରେ ବଲାଙ୍ଗିର ଜିଲା ଅଧିନ ୧୪ ଟି ବ୍ଲକର ୫୦ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ନେଇ ସଙ୍ଘର କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଜ୍ୟୋତିର୍ମୟ ମିଶ୍ର ମନୋନୀତ ହୋଇଥିବା ବେଳେ
Read More...

ଲୋଇସିଂହାରେ ମାସ୍କ ଚେକିଂ କଡାକଡି : ୧୬ ଜଣ ଅମାନିଆ ତଣ୍ଡ ଗଣିଲେ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଂଚଳରେ ମହାମାରୀ କରୋନା କ୍ରମଶଃ ବଢ଼ିବାରେ ଲାଗିଛି । କରୋନାର ଦ୍ଵିତୀୟ ଲହର ଆରମ୍ଭ ହେବା ପରେ ଗତକାଲି ଲୋଇସିଂହାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ମାସ୍କ ପିନ୍ଧିବା ଓ ସାମାଜିକ
Read More...

ବାଞ୍ଜିପାଲିରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ : ଥାନା ଘେରାଉ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲା‌ଙ୍ଗିର ଜିଲା ଲୋଇସିଂହା ଥାନା ଅଧିନ ବୁର୍ଡା ପଂଚାୟତର ବାଞ୍ଜିପାଲି ଗାଁରେ ଗାଧୋଇବାକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ମାମଲା ଥାନାକୁ ଆସିଥିବା ବେଳେ ଅଭିଯୁକ୍ତକୁ ଗିରଫ ଦାବୀ ନେଇ ଗୁରୁବାର ଶତାଧିକ ଲୋକେ ଲୋଇସିଂହା ଥାନା
Read More...

ସରସ୍ୱତୀ ଶିଶୁ ମନ୍ଦିରରେ ଅଭିଭାବକ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ବାଟିକା ଓ ବିଦ୍ୟା ମନ୍ଦିର ସ୍ତରୀୟ ଅଭିଭାବକ ବୈଠକ ପ୍ରଧାନ ଆଚାର୍ୟ୍ୟ ସନାତନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ରମବର୍ଦ୍ଧିଷ୍ଣୁ କରୋନା ମହାମାରୀ ପରିପ୍ରେକ୍ଷୀରେ
Read More...