Browsing Tag

loisingha news

୧୫ ବର୍ଷରେ ୯୯ ଏଡ଼ସ ରୋଗୀ ଚିହ୍ନଟ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ତଥା ଏହାର ଆଖପାଖ ଅଞ୍ଚଳରେ ମହାମାରୀ ଏଡ଼ସ କ୍ରମଶଃ ତାର କାୟା ବିସ୍ତାର କରିବାରେ ଲାଗିଛି । ଅନିୟନ୍ତ୍ରିତ ଡ୍ରଗସ ସେବନ, ବିଶୃଙ୍ଖଳିତ ଯୌନ ଜୀବନ ତଥା ଦେଶାନ୍ତରୀ ଶ୍ରମିକ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଲୋଇସିଂହା ଗୋଷ୍ଠୀ
Read More...

ଗୁରୁ ଭଗବାନ ସାହୁଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସୁରସଙ୍ଗମ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ଗୁରୁ ଭଗବାନ ସାହୁଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ସମ୍ପାଦକ ସରୋଜ ମହାକୁର ଅତିଥି ପରିଚୟ ପ୍ରଦାନ କରିଥିଲେ । ନାଟ୍ୟ ନିର୍ଦ୍ଦେଶକ ନିସାର ଅହମଦ ନିସାର
Read More...

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ୍ ପ୍ରତିଯୋଗିତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ଦୁଇଦିନ ଧରି ସ୍ଥାନୀୟ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ, ଲୋଇସିଂହା ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ତୃତୀୟରୁ ଅଷ୍ଟମ ଶ୍ରେଣୀ ଏବଂ ଦ୍ଵିତୀୟ ଦିନରେ ନବମ ଓ ଦଶମ ଶ୍ରେଣୀର
Read More...

ବୁଢ଼ୀପଦର ପଞ୍ଚାୟତରେ ସମ୍ବିଧାନ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଏକମାତ୍ର ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତର ମାନ୍ୟତା ପାଇଥିବା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ପଞ୍ଚାୟତ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ
Read More...

ଝରଣୀପାଲି ଗ୍ରାମପଞ୍ଚାୟତରେ ଧରତୀ ମାତା ବାଚାଓ ନିଗରାନୀ ସମିତି ଗଠନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ଝରଣୀପାଲି ଗ୍ରାମପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ସୁନୀତା ସାହୁଙ୍କ ଅଧ୍ୟକ୍ଷତା ଓ ଆବାହକ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ପଧାନ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ ବୈକୁଣ୍ଠ ଜଗତଙ୍କ ପରିଚାଳନାରେ ଧରତୀ ମାତା ବଚାଓ ଅଭିଯାନ ଅନ୍ତର୍ଗତ ଧରତୀ
Read More...

ବଡଦେଓ ଲୋକ ନାଟକ ମହୋତ୍ସବ – ୨୦୨୫ ଉଦଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ତଥା ଲୋଇସିଂହା ଆଦିବାସୀ ଯୁବକ ସାଂସ୍କୃତିକ ସଂଘ ଓ ସୁରସଂଗମ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ବଡ଼ଦେଓ ଲୋକନାଟକ ମହୋତ୍ସବ -୨୦୨୫ ସମାରୋହରେ ଉଦଯାପିତ ହୋଇଯାଇଛି ।
Read More...

ଜନ୍ମମାଟି କୁମ୍ଭାରୀରେ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଜାଦ ଯୁବକ ସଂଘ ଆନୁକୂଲ୍ୟରେ ଜନ୍ମ ମାଟି କୁମ୍ଭାରୀରେ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । କୁମ୍ଭାରୀ ଶାସ୍ତ୍ରୀପଡାଠାରେ ପଶ୍ଚିମ ଓଡ଼ିଶା ଭାଷା, କଳା ତଥା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ପ୍ରତିମୂର୍ତ୍ତି
Read More...

ଲୋଇସିଂହା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମ୍ବଲପୁର ଚମ୍ପିୟାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ "ଲୋଇସିଂହା କପ ଫୁଟବଲ ଟୁର୍ଣାମେଣ୍ଟ"ର ଫାଇନାଲ ମ୍ୟାଚ ବୌଦ୍ଧ ଓ ସମ୍ବଲପୁର
Read More...

ଦୀର୍ଘ ଦିନର ଦାବୀ ହେଲା ପୂରଣ : ଲୋଇସିଂହା ରେଳ ଷ୍ଟେସନରେ ଅଟକିଲା ହାୱାଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ବହୁଦିନର ଦାବୀ ପୂରଣ ହେଲା । ଲୋଇସିଂହା ରେଳ ଷ୍ଟେସନରେ ହାୱାଡା-ଜଗଦଲପୁର ଟ୍ରେନର ରହଣି ବୁଧବାର ଠାରୁ ଆରମ୍ଭ ହୋଇଛି । ଫଳରେ ଲୋଇସିଂହା ସମେତ ପଡୋଶୀ ସୋନପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର ଜନସାଧାରଣ ଉପକୃତ
Read More...

ଲୋଇସିଂହା କପ ଫୁଟବଲ – ଫାଇନାଲରେ ସମ୍ବଲପୁର ଓ ବୌଦ୍ଧ ମଧ୍ୟରେ ମୁକାବିଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ "ଲୋଇସିଂହା କପ ଫୁଟବଲ ଟୁର୍ଣ୍ଣମେଣ୍ଟ"ର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ
Read More...