ଲୋଇସିଂହା ଜମିଦାର ଜୟକୃଷ୍ଣ ସିଂରାଏଙ୍କ ଦେହାନ୍ତ
ଲୋଇସିଂହା, (କେପିସଏନ୍ଏସ୍) : ଲୋଇସିଂହା ଜମିଦାର ଜୟକୃଷ୍ଣ ସିଂରାଏଙ୍କ ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୩୦ରେ ଜନ୍ମିତ ସ୍ୱର୍ଗତ ସିଂରାଏ ପଚାଶ ଦଶକରେ ନାଗପୁର ବିଶ୍ଵବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ତାଙ୍କ ପୃଷ୍ଠପୋଷକତାରେ ପ୍ରତିବର୍ଷ ଲୋଇସିଂହାରେ ବୁଢ଼ାଦେଓ ଯାତ୍ରା!-->…
Read More...
Read More...