ଲାଠୋରରେ ନାମଯଜ୍ଞ
ଲାଠୋର, (କେନିଏନ୍ଏସ୍) : ଖପ୍ରାଖୋଲ ବ୍ଲକ୍ ଲାଠୋର ପ୍ରହରୀ ମଣ୍ଡପ ଠାରେ ଚୋବିଶ ପ୍ରହର ନାମଯଜ୍ଞ ଗତକାଲି ଆରମ୍ଭ ହୋଇଯାଇଛି । ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ରଜାକଟାଠାରୁ ଶୋଭାଯାତ୍ରାରେ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଶେଷଦେବ ଭଇଁଷାଳ ଓ ଅନିତା ଭଇଁଷାଳ!-->…
Read More...
Read More...