Browsing Tag

koraput news

ସୁପ୍ରିମକୋର୍ଟରେ କୋଟିଆ ଗ୍ରାମପୁଞ୍ଜ ବିବାଦ ମାମଲା ଶୁଣାଣି

କୋରାପୁଟ : ଆଜି ସୁପ୍ରିମକୋର୍ଟରେ କୋଟିଆ ଗ୍ରାମପୁଞ୍ଜ ବିବାଦ ମାମଲାରେ ଶୁଣାଣି ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଏହି ବିବାଦ ଲାଗି ଆସିଛି । କୋଟିଆକୁ ନେଇ ଆନ୍ଧ୍ର ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାର ସମାଧାନ ରାଜନୈତିକ ସ୍ତରରେ
Read More...

୧୨ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

କୋରାପୁଟ : କୋରାପୁଟ ଜିଲ୍ଲାରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ୍‌ ଚାଲିଥିବା ବେଳେ ଅବକାରୀ ବିଭାଗ ଦ୍ୱାରା ୧୨ ଏକର ଜମିରେ କରାଯାଇଥିବା ଗଞ୍ଜେଇ ଚାଷ ନଷ୍ଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ୧୨ ଏକର ଜମିରେ ପ୍ରାୟ ୧୪ ହଜାର ୪ଶହ ଗଞ୍ଜେଇ ଗଛ ନଷ୍ଟ କରିଛି କୋରପୁଟ ଅବକାରୀ ବିଭାଗ ।
Read More...

ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ଜଣେ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କମାରଗୁଡା ଛକ ମାରଦା ଗ୍ରାମରୁ ଅବକାରୀ ବିଭାଗ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ପ୍ରାୟ ୬ କ୍ୱିଣ୍ଟାଲ ୬୫କେ.ଜି ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବରପାଇ ଅବକାରୀ
Read More...

ହରିଆଣାକୁ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା : କାର ସହ ୧୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇକୁ ଜବତ କଲା ମାଛକୁଣ୍ଡ…

କୋରାପୁଟ : ହରିଆଣାକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ମାଛକୁଣ୍ଡ ପୋଲିସ ଦ୍ୱାରା କାର ସହ ୧୦ ଲକ୍ଷରୁ ଅଧିକ ଟଙ୍କାର ଗଂଜେଇ ଜବତ କରାଯାଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କାଙ୍ଗରପଡା ଅଞ୍ଚଳରୁ ଓ ହରିୟାଣାକୁ ଗଞ୍ଜେଇ ଚୋରା ଚାଲଣ ହେଉଥିବା ନେଇ ପୋଲିସ ଖବର
Read More...

ସମାଜସେବୀ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ୨୦ଜଣ କୁଷ୍ଠ ରୋଗୀଙ୍କୁ ମିଳିଲା ସହାୟତା

କୋରାପୁଟ, (କେପିଏନଏସ) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକରେ ଶୋଚନୀୟ ଅବସ୍ଥାରେ ଦିନ କାଟୁଥିଲେ ୨୦ ଜଣ କୁଷ୍ଠ ରୋଗୀ । ସେମାନଂକୁ କୌଣସି ସୁବିଧା ମିଳୁନଥିଲା । ଭୋକ ଉପାସରେ ଦିନ କାଟୁଥିଲେ । ସେମାନେ ବିଗତ ଦିନରେ ବିଭିନ୍ନ ମନ୍ଦିର, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଜାଗାରେ ଭିକ ମାଗି ଦିନ
Read More...

ଅସହାୟ ଡାଳିମ୍ବଙ୍କୁ ପଢିବା ପାଇଁ ସରକାରୀ ସହାୟତା ମିଳିଲା

କୋରାପୁଟ, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମା ଗୌଡ଼ ସାହିରେ ବାସ କରନ୍ତି ଚଞ୍ଚଳ ପିତେଇ ଓ ତାଙ୍କ ପରିବାର । ସ୍ୱାମୀ ଶ୍ରୀହରି ପିତେଇ ଗତ ୪ ବର୍ଷ ତଳେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ସତର ବର୍ଷର ଝିଅ ମାନସିକ ବିକୃତ ପୁଅ ଓ ଅସୀ ବର୍ଷର ଶାଶୁ ଅଛନ୍ତି ।
Read More...

ଆଲମାରୀ ବୋଝେଇ ଗାଡ଼ିରୁ ବାହରିଲା ୮୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ : ଆଲମାରୀ ବୋଝେଇ ଗାଡ଼ିରୁ ବାହରିଲା ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବାଡେଲ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଲମତାପୁଟ ଠାରୁ ୪ କିଲୋମିଟର ଦୂର ଚାଙ୍ଗୁଡ଼ିପଡା ଛକ
Read More...

କୋରାପୁଟରୁ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁରରୁ ୧ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଧରିବାରେ ସଫଳ ହୋଇଛି ସଦର ପୋଲିସ । ଏହି ଗଞ୍ଜେଇକୁ ବ୍ରାହ୍ମଣୀ ଗାଁ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଜବତ କରାଯାଇଛି । ପାଖାପାଖି ୧୨୪୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ, ଘଟଣାରେ ୨ ଜଣଙ୍କୁ ଗିରଫ
Read More...

ପୋଲିସ୍‌କୁ ଆକ୍ରମଣ କରିବା ମହଙ୍ଗା ପଡିଲା : ବନ୍ଧା ହେଲେ ୫

କୋରାପୁଟ : ପୋଲିସ୍‌କୁ ଆକ୍ରମଣ କରିବା ମହଙ୍ଗା ପଡିଲା । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା କାକରିଗୁମ୍ମା ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ାରେ ଟିପର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ରାସ୍ତା ମଧ୍ୟ ଅବରୋଧ କରିଥିଲେ ।
Read More...

ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ହେଉଥିଲା ଗଂଜେଇ ଚୋରା ଚାଲାଣ : ୨ ଗିରଫ

କୋରାପୁଟ : କରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ ଅକ୍ସିଜେନ୍‌ର ଆବଶ୍ୟକତା ବଢ଼ିଯାଇଥିବା ବେଳେ ଅକ୍ସିଜେନ୍ ସିଲିଣ୍ଡର ସପ୍ଲାଏ ଆଳରେ ଅଭିନବ ଉପାୟରେ ଗଂଜେଇ ଚୋରା ଚାଲାଣ ହେଉଥିବା ଘଟଣା ସାମ୍‌ନାକୁ ଆସିଛି । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଜି
Read More...