ସତ୍ୟସାଇ ସେବା ସମିତି ପକ୍ଷରୁ ସତ୍ୟସାଇ ବାବାଙ୍କ ୯୭ତମ ଜୟନ୍ତୀ ପାଳିତ
କୋଣାର୍କ : କୋଣାର୍କ ସତ୍ୟସାଇ ସେବା ସମିତି ପକ୍ଷରୁ ସତ୍ୟସାଇ ବାବାଙ୍କ ୯୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ଅର୍କବିହାରସ୍ଥିତ ବାବାଙ୍କ ମନ୍ଦିରରେ ଭୋର ୪ଟାରେ ଓଁକାର ଧ୍ଵନି, ସୁପ୍ରଭାତ ଓ ନଗରକୀର୍ତ୍ତନରେ କୋଣାର୍କ ବଜାର ପରିକ୍ରମା ପରେ ବାବାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା!-->…
Read More...
Read More...