ଲାଞ୍ଚ ନେବା ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନୀରିକ୍ଷକ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି । ଭାଇମାନଙ୍କ ମଧ୍ୟରେ ୪୭ ଡିସିମିଲ ଜମିକୁ ଭାଗ ପାଇଁ ଏହି ଲାଞ୍ଚ ସେ ଅଭିଯୋଗକାରୀଙ୍କ ଠାରୁ ନେଉଥିଲେ । ତେବେ ଅଗ୍ରୀମ ଭାବେ ୨୦ ହଜାର!-->…
Read More...
Read More...