ରେଙ୍ଗାଲି ଗ୍ରାମରେ ଚିତା ଆକ୍ରମଣରେ ଶତାଧିକ କୁକୁଡ଼ା ମୃତ
ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ରେଙ୍ଗାଲି ଗ୍ରାମରେ ଚିତା ଆତଙ୍କ ଦେଖାଦେଇଛି । ଶନିବାର ରାତିରେ ଗାଁ ମୁଣ୍ଡରେ ଥିବା ପ୍ରଫୁଲ୍ଲ ମେହେରଙ୍କ କୁକୁଡ଼ା ଦୋକାନରେ କଲରା ପତରିଆ ଚିତା ବାଘ ପ୍ରବେଶ କରି ଶତାଧିକ କୁକୁଡ଼ାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି!-->…
Read More...
Read More...