ଆଠ ଦଫା ଦାବୀରେ ଗୁଞ୍ଜିଲା ଖପ୍ରାଖୋଲ ବ୍ଲକ : ମିଶନ ଶକ୍ତି ଓ ଏମ୍ବିକେ ମହିଳାମାନଙ୍କ ଅନିର୍ଦ୍ଧିଷ୍ଟକାଳୀନ ଧର୍ମଘଟ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସର ସୋମବାରଠାରୁ ଉତ୍ତେଜନାମୟ ପରିସ୍ଥିତିରେ ପରିଣତ ହୋଇଛି । ମିଶନ ଶକ୍ତି ଏବଂ ଏମ୍ବିକେ ମହିଳା ମାଧୁରୀ ଦୀପ, ସସ୍ମିତା ସରାଫ, ନିରୁପମା ମିଶ୍ର ଏବଂ ସୁଚିତ୍ରା ବେହେରାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ!-->…
Read More...
Read More...