Browsing Tag

khaprakhol news

କୋଭିଡ-୧୯ ପାଇଁ ପୁଣି ଫିକା ପଡିଲା ଦୁର୍ଗାପୂଜା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗ୍ରାମରେ ଆଜି ମାଁ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି । ମାଁ ମୃଣ୍ମୟୀ ଦେବୀଙ୍କ ମହାଶପ୍ତମୀ ପୂଜାରେ କର୍ତ୍ତା ଭାବେ ଖପ୍ରାଖୋଲ ଗ୍ରାମର ଛାୟାକାନ୍ତ ବାରିକ ଓ ତାଙ୍କ ଧର୍ମପତ୍ନୀ ରୁବି ବାରିକ ଦାୟିତ୍ୱ ତୁଲାଉଛନ୍ତି । ସବୁ
Read More...

ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଜିଲ୍ଲା ଆଦିବାସୀ ସଂଘ ଓ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ…

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବେନକେରା ଗାଁର ଆଦିବାସୀ ଯୁବକ ରାଜୀବ ରଞ୍ଜନ ବରିହାକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରି ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏବଂ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ଖପ୍ରାଖୋଲ ଥାନା
Read More...

ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କଲା ଲାଠୋର ବନବିଭାଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ବନବିଭାଗର କର୍ମଚାରୀମାନେ ହରିଶଙ୍କର ରେଞ୍ଜ ଏରିଆରୁ ଗୋଟିଏ ବଜ୍ରକାପ୍ତା (ଇଣ୍ଡିଆନ ପେଙ୍ଗୋଲିନ) ଚୋରା ଚାଲାଣ ହେଉଥିବା ନେଇ ଦୁଇଜଣ ବଣ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ତୃତୀୟ ବ୍ୟକ୍ତି ଜଣକ ଫେରାର ମାରିଛି
Read More...

ଖପ୍ରାଖୋଲ ପୋଲିସକୁ ମିଳିଲା ବଡ ସଫଳତା : ବାଇକ ଚୋର ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଲୁଟ, ରାହାଜାନି, କଫସିରଫ ଇତ୍ୟାଦି ଅସାମାଜିକ ତତ୍ତ୍ୱ ବଢ଼ିବାରେ ଲାଗିଥିଲା, କିନ୍ତୁ ରମାକାନ୍ତ ସାହୁ ଯେଉଁ ଦିନଠୁ ଥାନା ଭାରପ୍ରାପ୍ତ ଅଧିକାରୀ ଭାବରେ ଯୋଗ ଦେଲେ ସେହି ଦିନଠୁଁ ଖପ୍ରାଖୋଲ ଥାନା
Read More...

ପ୍ରଧାନ ଶିକ୍ଷକଙ୍କ ନାମରେ ଗ୍ରାମବାସୀ ଆଣିଲେ ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ପଡ଼ିଆବାହାଲ ଗ୍ରାମରେ ଥିବା ୟୁଜିଏଚ୍‌ଏସ୍‌ ବିଦ୍ୟାଳୟ ଗେଟ ସମ୍ମୁଖରେ ତାଲା ଦେଇ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ଧାରଣାରେ ବସିଛନ୍ତି, ଗ୍ରାମବାସୀ ଏବଂ ଛାତ୍ର ଛାତ୍ରୀଙ୍କ କହିବା ଅନୁଯାୟୀ ପ୍ରଧାନ ଶିକ୍ଷକ ଅଶୋକ
Read More...

ଚଚରାଭଟା ଗ୍ରାମରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ ) : ମନରେଗା ଯୋଜନା ହେଉଛି ବିଶ୍ୱର ସର୍ବବୃହତ ମଜୁରୀ ନିଯୁକ୍ତି କାର୍ଯ୍ୟକ୍ରମ ଏବଂ ଏହା ଗ୍ରାମାଞ୍ଚଳରେ ପରିବାରର ଜୀବିକା ସୁରକ୍ଷାକୁ ଲକ୍ଷ୍ୟ ରଖିଛି । କିନ୍ତୁ କିଛି ସରକାରୀ କର୍ମଚାରୀ ଏବଂ କଣ୍ଟ୍ରାକ୍ଟରଙ୍କ ସହାଭାଗିତାରୁ ମନରେଗା ଯୋଜନା ବଦନାମ ହେଉଛି । ତାର
Read More...

ଖପ୍ରାଖୋଲ ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଛି

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଅଙ୍ଗନୱାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟର ସାମ୍ନାରେ କିଛି ବର୍ଷ ଧରି ଅଳିଆ ଗଦା ରହିଛି, କିନ୍ତୁ ପ୍ରଶାସନ ଅନ୍ଧ ଭାବରେ ଚୁପ ରହିଛି, ଯେଉଁଠାରେ ଦେଶର ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ଅଭିଯାନରେ ନିୟୋଜିତ ଅଛନ୍ତି କିପରି
Read More...

ଖପ୍ରାଖୋଲ ଠାରେ ମାଗଣା କୀଟନାଶକ ଶିବିର ଆୟୋଜିତ

ଖପ୍ରାଖୋଲ, (ଅଶୋକ ବାଗ) : ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ପ୍ରାଣୀ ସମ୍ପଦ ବିକାଶ, ଖପ୍ରାଖୋଲ ତରଫରୁ ମାଗଣା କୀଟନାଶକ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଖପ୍ରାଖୋଲ, ମହୁରୁଣ୍ଡି, ଘୁନଶର, କପସିପାଲି, ଏବଂ ବଡ଼ଗୁର୍ଜିଭଟା ଗ୍ରାମର କୃଷକ ମାନେ ଯୋଗ
Read More...

ନିମ୍ନମାନର ଉନ୍ନୟନମୂଳକ କାର୍ଯ୍ୟରେ ଅତିଷ୍ଟ ଘୁଚାପାଲି ଗ୍ରାମବାସୀଙ୍କ ବ୍ଲକ କାର୍ଯ୍ୟାଳୟ ଘେରାଉ

ଖପ୍ରାଖୋଲ, (ଅଶୋକ ବାଗ) : ରାଜ୍ୟରେ ଭିର୍ତ୍ତିଭୂମି ବିକାଶ ତଥା ରାସ୍ତା ନିର୍ମାଣ ପାଇଁ ଓଡିଶା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ତଥାପି କିଛି ସମ୍ପୃକ୍ତ ଅଧିକାରୀ ଏବଂ ଠିକାଦାରଙ୍କ ବେଆଇନ କାମ ଯୋଗୁଁ ଲୋକମାନେ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି
Read More...

ବ୍ରିଜ ତଳକୁ ଖସିଗଲା ବାଇକ୍ : ବାଇକ୍ ଚାଳକଙ୍କ ଚାଲିଗଲା ପ୍ରାଣ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଅଧୀନରେ ଥିବା ତେଲେନପାଲି ଓ ଯମୁନାପାଲି ମଝିରେ ଏକ ପୋଲ ତଳକୁ ବାଇକ ଖସିଯିବାରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଖୁରିପାଣି ଗ୍ରାମର ଧୁବଲେ ମାଝୀଙ୍କ ପୁଅ ଅଚ୍ୟୁତ ମାଝୀ (୨୪) ଶନିବାର ଦିନ ସନ୍ଧ୍ୟା
Read More...