Browsing Tag

khaprakhol news

ଖପ୍ରାଖୋଲରେ ବହୁମୁଖି ସ୍ୱାସ୍ଥ୍ୟ କର୍ମୀ ମହାସଂଘ ତରଫରୁ ୫ ଦଫା ଦାବୀପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଓଡ଼ିଶା ରାଜ୍ୟ ମହିଳା ଓ ପୁରୁଷ ବହୁମୁଖି ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ତରଫରୁ ଏକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଂଘ ତରଫରୁ ରାଜ୍ୟ ନେତୃ ବୃନ୍ଦଙ୍କ ଅନୁସାରେ ଏକ ୫ ଦଫା
Read More...

ରେଙ୍ଗାଲିରେ ସମନ୍ୱିତ କୃଷି ତାଲିମ ଶିବିର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅଫିସ ପରିସରରେ କୃଷି ବିଭାଗ ଓ ବିକଳ୍ପ କଣ୍ଟାବାଞ୍ଜିର ମିଳିତ ଉଦ୍ୟମରେ ସମନ୍ୱିତ କୃଷି ଓ ରବି ଋତୁ ମୁଗ, ବିରି ଡାଲି ଜାତୀୟ ଫସଲ ଚାଷ ସମ୍ପର୍କିତ ତାଲିମ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେଙ୍ଗାଲି
Read More...

ସାବାସ ଅନୁଷ୍ଠାନ ପକ୍ଷରୁ ଘର ଘର ଆମ୍ବେଦକର କାର୍ଯ୍ୟକ୍ରମ ଆରମ୍ଭ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମର ସାବିତ୍ରୀ ବାଇ ଫୁଲେ, ଆମ୍ବେଦକର, ବିର୍ସା ମୁଣ୍ଡା ସାମାଜିକ ପରିବର୍ତ୍ତନ ଅନୁଷ୍ଠାନ (ସାବାସ) ଏକ ନିଆଁରା ଢ଼ଙ୍ଗରେ ବାବା ସାହେବ ଆମ୍ବେଦକର ଓ ଭାରତର ସମ୍ବିଧାନକୁ ପ୍ରତ୍ୟେକ ଘରକୁ ଘର ପହଞ୍ଚାଇବାର
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା ୮ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ପୋଲିସ ଦ୍ୱାରା ରବିବାର ସକାଳ ୭ଟାରେ ୮ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଥାନା ମାଟିଖାଇ ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ରବିବାର ସକାଳୁ କୃପାମୟୀ ବସ ଯୋଗେ କିଛି ଦାଦନ ଶ୍ରମିକ
Read More...

ଖପ୍ରାଖୋଲ ପୋଲିସର ପେଟ୍ରୋଲିଂ ବେଳେ ହରିଶଙ୍କର ଛକ ନିକଟରୁ ଗାଡି ସହ ୧୮ ଜଣ ଦାଦନ ଶ୍ରମିକ ଉଦ୍ଧାର : ମୁଖ୍ୟ ସର୍ଦ୍ଦାର…

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ହରିଶଙ୍କର ଛକ ଠାରେ ପେଟ୍ରୋଲିଂ ବେଳେ ପୋଲିସ ପାଞ୍ଚ ଶିଶୁ ସମେତ ୧୮ ଦାଦନ ଶ୍ରମିକ ଶନିବାର ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ଼, ଏଏସ୍‌ଆଇ ଗୋପାଳକୃଷ୍ଣ କୁମୁରା, କନେଷ୍ଟବଲ ସଞ୍ଜୀବ ସାହୁ,
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ନାନ୍ଦୁପଲାଠାରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଗୁରୁବାର ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପବନ କୁମାର ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନାନ୍ଦୁପଲା
Read More...

ଗୋଟିଏ ନାବାଳିକା ଶିଶୁ ସମେତ ୫ ଜଣ ଦାଦନ ଶ୍ରମିକ ଉଦ୍ଧାର

ଫେରାର ଥିବା ମୁଖ୍ୟ ଦାଦନ ସର୍ଦ୍ଦାର ଗିରଫ ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ଓଡ଼ିଆପାଲି ପଞ୍ଚାୟତ କରଲାବହାଲି ଠାରେ ପେଟ୍ରୋଲିଂ ବେଳେ ପୋଲିସ ଗୋଟିଏ ଶିଶୁ ସମେତ ପାଞ୍ଚ ଜଣ ଦାଦନ ଶ୍ରମିକଙ୍କୁ ମଙ୍ଗଳବାର ରାତିରେ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ
Read More...

ଖପ୍ରାଖୋଲରେ ଦୁର୍ନୀତି ନିବାରଣ ଦିବସ ପାଳିତ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ସ୍ଥାନୀୟ ବ୍ଲକ ଅଫିସ ପରିସରରେ ଦୁର୍ନୀତି ନିବାରଣ ଦିବସ ପାଳିତ ହୋଇଯାଇଛି । ଭିଡିଓ କନ୍‌ଫରେନସ୍‌ ମାଧ୍ୟମରେ ରାଜ୍ୟସ୍ତରୀୟ ଶପଥ ପାଠ ପରେ ବ୍ଲକ ଅଧିକାରୀମାନେ ଶପଥ ପାଠ କରିଥିଲେ । ଏବିଡିଓ ଭୀମସେନ କହର, ସହକାରୀ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ, ଜିପିଇଓ
Read More...

କୃଷି ବୀମା ପାଉଣା ଦାବୀରେ ତହସିଲଦାରଙ୍କୁ ଭେଟିଲା ଚାଷୀ ସଂଗଠନ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ କୃଷକ ସଂଗଠନ ତରଫରୁ ବକେୟା କୃଷି ବୀମା ସମ୍ପର୍କରେ ସୋମବାର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ଭେଟି ଆଲୋଚନା କରାଯାଇଛି । ବ୍ଲକ କୃଷକ ସଂଗଠନ ସଭାପତି ମୋହନ ସୁନାଙ୍କ ନେତୃତ୍ୱରେ ଗୁଣମଣି ଭୋଇ, ମଧୁସୂଦନ ସାହୁ, ବାବୁଲାଲ ଭୋଇ, ନାରାୟଣ
Read More...

ଖପ୍ରାଖୋଲରେ ପୁଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ପରିସରରେ ପୁଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ବିଧାୟକ ତଥା ରାଜ୍ୟ ବିଧାନସଭା ଉପମୁଖ୍ୟ ସଚେତକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଶିବିରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ
Read More...