Browsing Tag

khaprakhol news

ହରିଶଙ୍କରରେ ତିନିଜଣ ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧନା : ସାମ୍ବାଦିକମାନଙ୍କ ତରଫରୁ ଆୟୋଜିତ ହେଲା କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗତ ୧୦ ତାରିଖରେ ଓଡିଶା ପୋଲିସ ତରଫରୁ ୪୨୭ ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ଦେଇ ଆଇ.ଆଇ.ସି. କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ୧୩ ଜଣ ପଦୋନ୍ନତି ପାଇଥିଲେ । ସେମାନଙ୍କ ମଧ୍ୟରୁ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର, ଲାଠୋର ଥାନାଧିକାରୀ
Read More...

ଲାଠୋରରେ ଦାଦନ ଶ୍ରମିକ ଉଦ୍ଧାର : ସର୍ଦ୍ଦାର କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦାଦନ ଚାଲାଣକୁ ନେଇ ଲାଠୋର ପୋଲିସ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଚାଲିଥିବାବେଳେ ଗୁରୁବାର ଦିନ ସଫଳତା ମିଳିଛି । ପୋଲିସ ଲାଠୋର ବସଷ୍ଟାଣ୍ଡ ଠାରୁ ୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଯେଉଁମାନଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ଦାଦନ ଖଟାଇବା ପାଇଁ
Read More...

ସଙ୍କଟରେ ମହାଦେବଙ୍କ ଜୀବନ : ଖବର ପରେ ତତ୍ପର ପ୍ରଶାସନ

ଉଚ୍ଚତର ଚିକିତ୍ସା ପାଇଁ ସ୍ଥାନାନ୍ତର ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଘୁନଶର ଗ୍ରାମର ୫୫ ବର୍ଷୀୟ ମହାଦେବ ଧରୁଆ ଗତ ପାଞ୍ଚ ମାସ ଧରି ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି । ପେଟ ଅପରେସନ ପରେ ଷ୍ଟିଚ ଖୋଲିଯିବାରୁ ତାଙ୍କ ଅବସ୍ଥା ଗମ୍ଭୀର ହୋଇପଡିଥିଲା । ଖବର ପ୍ରକାଶ ପରେ
Read More...

ଦାନାମାଲ ଗ୍ରାମରେ ଯୁବକଙ୍କ ଆତ୍ମହତ୍ୟା : ଅଞ୍ଚଳରେ ଶୋକାକୁଳ ପରିବେଶ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ଦାନାମାଲ ଗ୍ରାମର ଶେଷଦେବ ବାରିକଙ୍କ ବଡ ପୁଅ ବସୁଦେବ ବାରିକ (୪୦) ଗତ ମଙ୍ଗଳବାର ରାତିରେ ନିଜ ଜମିରେ ଥିବା ଆମ୍ବ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସୂଚନା ଅନୁଯାୟୀ,
Read More...

ଦେଶୀ ରନ୍ଧା ମଦ ସହ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ବାହାବଲ ଗ୍ରାମର ଟିକେଶ୍ୱର ମେହେରଙ୍କୁ ଖପ୍ରାଖୋଲ ପୋଲିସ ଦେଶୀ ରନ୍ଧା ମଦ ସହ ଗିରଫ କରିଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ପୋଲିସ ସୋମବାର ସନ୍ଧ୍ୟା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜଣେ ବ୍ୟକ୍ତି ରାସ୍ତା କଡ଼ରେ ଦେଶୀ
Read More...

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପରମ୍ପରା : ଡାଲଖାଇ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଶ୍ଚିମ ଓଡ଼ିଶାର ସାମ୍ପ୍ରଦାୟିକ ଓ ସାଂସ୍କୃତିକ ପରିଚୟ ବୋଲି ପରିଚିତ ଡାଲଖାଇ ଆଜି ମଧ୍ୟ ଗ୍ରାମୀଣ ଜୀବନରେ ସଜିବା-ଧଜିବା ପରମ୍ପରା ଭାବରେ ବଞ୍ଚିଆସିଛି । ବଲାଙ୍ଗିର, ସମ୍ବଲପୁର, ସୋନପୁର, ବରଗଡ଼, ନୁଆପଡ଼ା ଇତ୍ୟାଦି ଜିଲ୍ଲାରେ ଏହି ଲୋକନୃତ୍ୟର ପ୍ରଭାବ
Read More...

ଆର୍‌ଡବ୍ଲୁଏସ୍‌ଏସ୍‌ ଗୋଡାଉନରେ ଚୋରି, ପୁଲିସ ତଦନ୍ତ ଆରମ୍ଭ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗର ଗୋଡାଉନ ଘରେ ଗତରାତିରେ ଅଜଣା ଚୋରମାନେ ସଟର ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗୋଡାଉନରୁ ସୋଲାର ମୋଟର ସହ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ସନ୍ଦେହ ରହିଛି । ସକାଳେ
Read More...

ମେଘବର୍ଷା ସତ୍ତ୍ୱେ ଧାରଣାରେ ତୃତୀୟ ଦିନର ପ୍ରବେଶ : ପାଣିରେ ଭିଜିଲେ ମଧ୍ୟ ଧାରଣାର ଉତ୍ସାହ ଅବିକଳ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପରିସରରେ ଚାଲିଥିବା ଏମ୍‌ବିକେ ଏବଂ ମିଶନ ଶକ୍ତି ମହିଳାଙ୍କ ଧାରଣା ଆଜି ତୃତୀୟ ଦିନକୁ ପ୍ରବେଶ କରିଛି । ନିଜ ନ୍ୟାୟସଙ୍ଗତ ଦାବୀ ପୂରଣ ପାଇଁ ସେମାନେ ପ୍ରଶାସନକୁ ପୁଣିଥରେ ସତର୍କ କରିଛନ୍ତି । ଗତ ଦୁଇଦିନ ଧରି
Read More...

ଖପ୍ରାଖୋଲରେ ୧୫ ଘଣ୍ଟା ବର୍ଷା – ବିଜୁଳି ବିଚ୍ଛିନ୍ନ, ଜନଜୀବନ ଅସ୍ତବ୍ୟସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଲଗାତାର ୧୫ ଘଣ୍ଟା ଧରି ହୋଇଥିବା ଭାରି ବର୍ଷାରେ ସମଗ୍ର ଖପ୍ରାଖୋଲ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବର୍ଷା ସହିତ ବାରମ୍ବାର ବିଜୁଳି ପଡ଼ିବାରୁ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଆରମ୍ଭ ହୋଇଥିବା ବର୍ଷା
Read More...

ମାର୍କେଟ ଓ ସରକାରୀ କାର୍ଯ୍ୟାଳୟ ନିକଟରେ ପଚା ଖାଦ୍ୟ ଆବର୍ଜନା : ପରିବେଶ ଦୂଷିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ସ୍ଥାନୀୟ ବଜାର ଓ ସରକାରୀ କାର୍ଯ୍ୟାଳୟ ଅଞ୍ଚଳରେ ଶୃଙ୍ଖଳାବଦ୍ଧ ଭାବରେ ଚାଲୁଥିବା ହୋଟେଲ ଏବଂ ଠେଲା ଦୋକାନୀ ପ୍ରତିଦିନ ବିପୁଳ ପରିମାଣରେ ପଚା ଓ ଅବଶିଷ୍ଟ ଖାଦ୍ୟ ରାସ୍ତା ପାଖରେ ଫିଙ୍ଗୁଥିବାରୁ ସମଗ୍ର ପରିବେଶ ପ୍ରତିଦିନ ଦୂଷିତ ହୋଇଯାଉଛି ।
Read More...