୧୧ ଜୁଆଡ଼ିଙ୍କୁ ବାନ୍ଧିଲା ଲାଠୋର ପୋଲିସ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ୧୧ ଜୁଆଡ଼ିଙ୍କୁ ଗିରଫ୍ କରିଛି ଲାଠୋର ପୋଲିସ । ସୂଚନା ଅନୁସାରେ ଗତ ରାତି ପ୍ରାୟ ୧ଟା ସମୟରେ ଲାଠୋର ବନ୍ଧ ଆଡ଼ିରେ ଜୁଆ ଖେଳୁଥିବା ଜୁଆଡ଼ିଙ୍କୁ ଅତର୍କିତ ଭାବେ ଚଢ଼ାଉ କରି କାବୁ କରିବାରେ ସଫଳ ହୋଇଛି ଲାଠୋର ପୋଲିସ । ସେମାନଙ୍କ ଠାରୁ ନଗଦ ୧୬ ହଜାର ୫୪୦!-->…
Read More...
Read More...