Browsing Tag

kesinga news

ଶିକ୍ଷକ ପାଇଁ ସ୍କୁଲ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ

କେସିଙ୍ଗା, (ପ୍ରୀତେଶ ପଟେଲ) : ସରକାର ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି କିନ୍ତୁ ତାହା ଗ୍ରାଉଣ୍ଡ ଜିରୋରେ ଦୂର ଦୂରାନ୍ତ ପର୍ଯ୍ୟନ୍ତ ଦିଶୁନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ହାତିଖୋଜ ପଞ୍ଚାୟତ ଅଧୀନରେ ଥିବା ସୀଙ୍ଗାରି
Read More...

ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଜଲିଗଲା ଲକ୍ଷାଧିକ ଟଙ୍କାରର ସାମଗ୍ରୀ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାରର ସାମଗ୍ରୀ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ କନ୍ତେସିର ଗ୍ରାମ ପଞ୍ଚାୟତର ତହଁଶିର ଗାଁରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ
Read More...

କେସିଙ୍ଗା ସାମ୍ବାଦିକ ମହାସଂଘର ନୂତନ କର୍ମକର୍ତ୍ତା ଚୟନ

ଦୟା ସଭାପତି, ପ୍ରୀତେଶ ସମ୍ପାଦକ ଓ ମଧୁ କୋଷାଧ୍ୟକ୍ଷ କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଥିବା ସାମ୍ବାଦିକ ମହାସଂଘର ଏକ ବୈଠକ ସଭାପତି ସୁଶାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ୟୁଥ୍ ରେଡକ୍ରସ ଓ ରେଡ୍ ରିବନ୍ ସେଲ୍ ଦ୍ୱାରା ଆୟୋଜିତ ହେଲା ବିଶ୍ଵ ଏଡସ ଦିବସ କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ ) : ବିଶ୍ଵ ଏଡସ ଦିବସ ପରିପ୍ରେକ୍ଷୀରେ କେସିଙ୍ଗା ମହାବିଦ୍ୟାଳୟରେ କଲେଜର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅଧ୍ୟକ୍ଷ ଶ୍ରୀ ପାଢୀ ଏହି ମାରାତ୍ମକ ଏଡସ୍ ରୋଗର ଭୟାଭୟତା ଓ ଏହାର ନିୟନ୍ତ୍ରଣ
Read More...

ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : ପ୍ରତେକ ମାସର ଶେଷ ରବିବାର ଦିନ ଭାରତର ଯଶସ୍ୱି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜି ତାଙ୍କର "ମନ କି ବାତ" କାର୍ଯ୍ୟକ୍ରମ କରିଥାନ୍ତି । ଆଜି ୧୨୮ ତମ "ମନ କି ବାତ" କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ଭାରତୀୟ ଜନତା ପାର୍ଟି ସଭାପତି
Read More...

ପାଣ୍ଡରା ସମାଜର ମହାସଭା ପାଇଁ ପ୍ରସ୍ତୁତି ବୈଠକ

କେସିଙ୍ଗା, (ପ୍ରୀତେଶ ପଟେଲ) : ସ୍ଥାନୀୟ ତହଁସିର ଶିବ ମନ୍ଦିର ପରିସରରେ କଳାହାଣ୍ଡି-ବଲାଙ୍ଗିର ଜିଲ୍ଲାର ପଣ୍ଡରା ମାଳି ସମାଜ ପକ୍ଷରୁ ସମାଜର ମହାସଭା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଆବାହକ ସୁରେନ୍ଦ୍ର ମହଲାଙ୍କ ଆବାହାନରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପୂର୍ବରୁ ପୂର୍ବତନ ପରିଚାଳକ
Read More...

ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବିକୁ ଶୁଣୁ ନାହିଁ ପ୍ରଶାସନ : ଅସନ୍ତୋଷ ଗ୍ରାମବାସୀ

କେସିଙ୍ଗା, (ପ୍ରୀତେଶ ପଟେଲ) : ଦୀର୍ଘ ଦିନ ହେବ ଭଲ ରାସ୍ତା ପାଇଁ ସ୍ଥାନୀୟ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ରାସ୍ତା ପାଇଲେ ନାହିଁ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ କାଶୁରପଡାଠାରୁ ସିଂହଝରଣ ଗାଁକୁ ଯିବା ପାଇଁ ରହିଛି ଏକ ମାତ୍ର ରାସ୍ତା ।
Read More...

ରେଳ ଓଭର ବ୍ରିଜ ନିର୍ମାଣ ଶ୍ରମିକଙ୍କ ଆତ୍ମହତ୍ୟା

କେସିଙ୍ଗା, (ପ୍ରୀତେଶ ପଟେଲ) : ରେଳ ଓଭର ବ୍ରିଜ ନିର୍ମାଣ କାମରେ ନିୟୋଜିତ ହୋଇଥିବା ଶ୍ରମିକଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବା ଶ୍ରମିକ ଜଣଙ୍କ ଭଦ୍ରକ ଜିଲ୍ଲା ସାହାପୁର ଗ୍ରାମର ସୁରେନ୍ଦ୍ର ନାଏକଙ୍କ ୨୫ ବର୍ଷୀୟ ପୁଅ ତାପସ ନାଏକ ବୋଲି ଜଣାପଡିଛି । ତାପସ ସନ୍ଧ୍ୟା ସମୟରେ ଏକ ଘର
Read More...

ସାବଧାନ ଆତଙ୍କ ଖେଲାଉଛି ଜଲ୍‌ଜିରା ଲୁଟେରା

କେସିଙ୍ଗା, (ପ୍ରୀତେଶ ପଟେଲ) : ଟ୍ରେନରେ ଯାତ୍ରା କରୁଛନ୍ତି କି ? ଟ୍ରେନକୁ ଅପେକ୍ଷା କରିଛନ୍ତି ନା ବସ୍‌କୁ ଅପେକ୍ଷା କରିଛନ୍ତି । ସାବଧାନ ! ଆତଙ୍କ ଖେଲାଉଛି ଜଳ୍‌ଜିରା ଲୁଟେରା । ଜଲ୍‌ଜିରା ପିଇବାକୁ ଦେଇ ସର୍ବସ୍ୱ ଲୁଟି ନେଇଛନ୍ତି ଲୁଟେରା । ହଁ ଦର୍ଶକ ବନ୍ଧୁ ଯଦି ଆପଣ କେବେ ଟ୍ରେନରେ
Read More...

ଏଫ୍‌ସିଆଇ ଅଫିସର ଓ ମିଲ୍‌ ମାଲିକ ବିବାଦରେ ପେଷି ହେଉଛନ୍ତି ଚାଷୀ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାରେ ପ୍ରତ୍ୟେକ ସମୟରେ ଧାନର ଅଭାବ ବିକ୍ରୀକୁ ନେଇ ଚାଷୀ ଅସୁବିଧା ଭୋଗୁଥିବା ବେଳେ ଏବେ ମିଲର୍‌ସ୍‌ ଓ ଏଫସିଆଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଓଭର୍‌ ଲୋଡିଙ୍ଗକୁ ନେଇ ବିବାଦ ଉପୁଜିବାରୁ ଚାଉଳ ସଂଗ୍ରହ ହୋଇପାରୁ ନାହିଁ, ଯାହାର ସିଧା ସଳଖ
Read More...