Browsing Tag

kendujhar news

କେନ୍ଦୁଝରରେ ବିଶ୍ୱ ଜନଜାତି ଦିବସ ପାଳିତ

କେନ୍ଦୁଝର : ଅଗଷ୍ଟ ୯ ତାରିଖରେ ସାରା ବିଶ୍ୱ ଆଦିବାସୀଙ୍କ ସମ୍ମାନରେ ବିଶ୍ୱ ଜନଜାତି ଦିବସ ପାଳନ କରୁଥିବା ବେଳେ କେନ୍ଦୁଝରରେ ଏହାକୁ ଆଗ୍ରହ ଉଲ୍ଲାସର ସହ ପାଳନ କରାଯାଇଛି । ଜିଲ୍ଲାର ସମସ୍ତ ବହୁଭାଷୀ ବିଦ୍ୟାଳୟମାନଙ୍କରେ ବିଶ୍ୱ ଜନଜାତି ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଆଶୀଷ ଠାକରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକକୁ ପଛପଟୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍‌ ପଛକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌ । ସୂଚନା ମୁତାବକ, ଆଜି ଭୋରରୁ ଶୁଆକାଟି ଛକ ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା । ଏହି ସମୟରେ
Read More...

ଗଛରୁ ବାପ-ପୁଅଙ୍କ ମୃତ ଦେହ ଉଦ୍ଧାର

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବାଂଶପାଳ ଗାଁରେ ଗଛରେ ଝୁଲି ପଡ଼ି ପ୍ରାଣ ହରାଇଛନ୍ତି ବାପା ଆଉ ପୁଅ । ଘର ପାଖ ଜଙ୍ଗଲରେ ବେକରେ ଗାମୁଛା ଲଗାଇ ବାପା ଓ ପୁଅ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନାନୁସାରେ ମୃତକ ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିର ଶୁକ୍ରା
Read More...

ବଜ୍ରାଘାତରେ ନାବାଳିକା ମୃତ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ପଣଷଡିହା ପଞ୍ଚାୟତ ହରଡଭୋଳ ଗ୍ରାମର ଜଣେ ନାବାଳିକାର ମୃତ୍ୟୁ ଘଟିଛି । ମୃତକ ଜଣକ ଚମନ ଦିଗିଙ୍କ ଝିଅ ପାଲ ଦିଗି(୧୨) ବୋଲି ଜଣାପଡିଛି । ପାଲ ଘରେ ବସି ଖାଉଥିବା ସମୟରେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ନାବାଳିକା ଗୁରୁତର ହେବାରୁ ତାଙ୍କୁ
Read More...

ଖଡିବାହାଳି ଛକରେ ଗୁଳିମାଡ଼ : ୧ ଗୁରୁତର

ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଖଡିବାହାଳି ଛକରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ହରିଚନ୍ଦପୁର ଥାନା ଖଡିବାହାଳି ଛକରେ ଥିବା ଜଗବନ୍ଧ ମହାପାତ୍ରଙ୍କ ଗ୍ରୋସରୀ ଦୋକାନକୁ ୨ ଜଣ ଯୁବକ ଆସି ସିଗାରେଟ୍‌ ମାଗିଥିଲେ । ସିଗାରେଟ୍‌
Read More...

ଆଜି ବି କେନ୍ଦୁଝରରେ ଇଣ୍ଟରନେଟ୍ ସେବା ବନ୍ଦ

କେନ୍ଦୁଝର : ଆଜି ବି କେନ୍ଦୁଝରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ସୂଚନା ମିଳିଛି । ତେବେ ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଉତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ଜଣାପଡିଛି । ତେବେ ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ ଅଧିକ ଫୋର୍ସ ମୁତୟନ
Read More...

ହୁତୁହୁତୁ ହୋଇ ଜଳୁଛି ମାଙ୍କଡ଼ଚୁଆ ସଂରକ୍ଷିତ ଜଙ୍ଗଲ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ବିମଳା ଫରେଷ୍ଟ ବିଟ୍‌ର କରଦାଙ୍ଗି ଗାଁ ଘୋଡାବେଡ଼ା ସାହି ନିକଟ ମାଙ୍କଡ଼ଚୁଆ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ହୁତୁହୁତୁ ହୋଇ ଏକର ଏକର ଜଙ୍ଗଲ ଜଳୁଥିବା ଖବର ମିଳିଛି । ସନ୍ଧ୍ୟା ହେଲେ ବଢୁଛି ନିଆଁର ପ୍ରକୋପ । ଜଙ୍ଗଲରେ ଥିବା ବନ୍ୟଜନ୍ତୁ ବାସସ୍ଥାନ
Read More...

ହଠାତ୍‌ ଛିଡା ହୋଇଥିବା ବାଇକ୍‌ରେ ଲାଗିଲା ନିଆଁ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନାର ତେନ୍ତୁଳିନଣ୍ଡା ସ୍ଥିତ କଲେଜ ଛକଠାରେ ଛିଡା ହୋଇଥିବା ବାଇକରେ କୌଣସି କାରଣରୁ ଗତକାଲି ନିଆଁଲାଗି ଜଳି ଯାଇଥିବା ଖବର ମିଳିଛି । ବାଇକଟି ଯୋଡ଼ା ବ୍ଲକର କମାରା ଯୋଡ଼ା ଗାର ନିରଂଜନ ପାତ୍ରଙ୍କର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ସେ ହଷ୍ଟେଲରେ
Read More...

ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ଜଣଙ୍କର ମୃତ୍ୟୁ

କେନ୍ଦୁଝର : ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଟାଉନ ଥାନା ନରଣପୁର ପଞ୍ଚାୟତ ହରିଡାଗୋଠ ଗାଁର ସୁବ୍ରତ ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ ସୁବ୍ରତ ରଙ୍ଗ ଖେଳି ସାରି ଗାଁ ନିକଟ ପୋଖରିରେ ଗାଧୋଉଥିବା ସମୟରେ
Read More...

ମା’ ତାରିଣୀଙ୍କ ମନ୍ଦିରରେ କଡାକଡି ହେଲା କରୋନା କଟକଣା

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ ଦର୍ଶନ ପାଇଁ କରୋନା ନିୟମ କଡାକଡି ହୋଇଥିବା ବେଳେ ମାର୍ଚ୍ଚ ୩ରୁ ସମସ୍ତ ଭକ୍ତ ମା'ଙ୍କୁ ଦର୍ଶନ କରିପାରବେ । ପୂର୍ବରୁ ୧୦ ବର୍ଷରୁ କମ୍ ବୟସର ଛୋଟ ଶିଶୁ ଓ ୬୫ ବର୍ଷରୁ ଅଧିକ ବୟସ୍କ ବୃଦ୍ଧ ବୃଦ୍ଧାମାନେ ମା'ଙ୍କ
Read More...