Browsing Tag

kendujhar news

ସମାଜସେବୀ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ଥଇଥାନ ହେଲେ ଶୁଭମ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ତରତରା ପଞ୍ଚାୟତ ମଲାରପଦର ଗାଁର ଅନାଥ ଶିଶୁ ଶୁଭମ ପାତ୍ରଙ୍କ ପ୍ରଥମେ ପିତା ଓ ପରେ ମାଁ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ । ତେବେ କୋମଲ ଶିଶୁ ଅବସ୍ଥାରୁ ଅନାଥ ହୋଇଥିବା ଶୁଭମ ପାତ୍ର, ଜେଜେମା କୁନ୍ଦୁରି ପାତ୍ରଙ୍କ ନିକଟରେ ରହି ଜୀବନ ଯାପନ
Read More...

ଭିଜିଲାନ୍ସ ଜାଲରେ ପଡିଲେ ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀ

କେନ୍ଦୁଝର : ଭିଜିଲାନ୍ସ ଜାଲରେ ପଡିଛନ୍ତି ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀ । ଆୟ ବର୍ହିଭୂତ ଅଭିଯୋଗରେ ଟପିଏନଓଡିଏଲ ମିଟର ରିଡିଙ୍ଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଥିବା ବେଳେ କେନ୍ଦୁଝର କାଶୀପୁର ସ୍ପଞ୍ଜ କଲୋନୀ
Read More...

ଲୁହା ଛଡ଼ ରଖୁଥିବା ସମୟରେ ଘଟିଲା ଅଘଟଣ : ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଚାଲିଗଲା ଜୀବନ

କେନ୍ଦୁଝର : ଲୁହା ଛଡ଼ ରଖୁଥିବା ସମୟରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ମୃତକ ହେଲେ ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ରେଙ୍ଗାଳବେଡା ଗାଁର ସୁନ୍ଦର ମୁର୍ମୁ । ଦୁଇ ଗୁରୁତର ହେଲେ ସ୍ୱାମ୍ ଗ୍ରାମର
Read More...

ବ୍ଲକ କାର୍ଯ୍ୟାଳୟରେ ନୂତନ ସଭାଗୃହ ଉଦ୍‌ଘାଟିତ ହେଲା

କେନ୍ଦୁଝର : ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ସଭାଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀ
Read More...

କରୋନା କଟକଣା ମଧ୍ୟରେ ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର

କେନ୍ଦୁଝର : ଦୀର୍ଘ ଦିନ ପରେ ଖୋଲିଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା' ତାରିଣୀଙ୍କ ମନ୍ଦିର । ମା' ଙ୍କ ଦର୍ଶନ ପାଇଁ କରାଯାଇଛି ସ୍ଵତନ୍ତ୍ର ଗାଇଡ଼ ଲାଇନର ବ୍ୟବସ୍ଥା । ଆଜି ସକାଳ ୭ ଘଟିକା ୩୦ମିନିଟରେ ମନ୍ଦିର ଦ୍ୱାରା ଭକ୍ତଙ୍କ ପାଇଁ ଖୋଲିଥିଲା । ଭକ୍ତମାନେ ମନ୍ଦିର
Read More...

ଓଡିଶା ନିଯୁକ୍ତି ବିଭାଗର ଦୁର୍ନୀତିକୁ ନେଇ କେନ୍ଦୁଝର ବିଜେପିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ଜଗନ୍ନାଥ ଲେଙ୍କାଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କ ଘର ଚଢ଼ାଉ ପରେ ସନ୍ଦେହ ଘରକୁ ଆସିଛି ଦୁର୍ନୀତି ଗ୍ରସ୍ତ ନିଯୁକ୍ତି ପରୀକ୍ଷାରେ ରାଜ୍ୟ ସରକାରଙ୍କ ସଂମ୍ପୃକ୍ତିକୁ ନେଇ । ରାଜ୍ୟ ସରକାରଙ୍କ ଦୁର୍ନୀତି ଆଜି ମଠରୁ ଆସି ହାଟରେ
Read More...

ଦୁର୍ବୃତ୍ତଙ୍କ କଳା କାରନାମା : ଦିନ ଦ୍ୱିପ୍ରହରରେ ବାଇକ୍‌ ଡିକି ଭାଙ୍ଗି ୪ ଲକ୍ଷ ଲୁଟିନେଲେ

କେନ୍ଦୁଝର : ପୁଣି ଦୁର୍ବୃତ୍ତଙ୍କ କଳାକାରନାମା ଲୋକଲୋଚନକୁ ଆସିଛି । ଆଜି ଦିନ ଦ୍ୱିପ୍ରହରରେ ୪ ଲକ୍ଷ ଟଙ୍କା କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟରେ ଥିବା ତହସିଲ ସାମ୍ନାରୁ ଏକ କଳା ରଙ୍ଗର ପଲସରରେ ୨ ଜଣ ଦୁର୍ବୃତ୍ତ ଆସି ବାଇକ ଡିକିକୁ ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ
Read More...

ଦୁଇ ହାତୀର ମୃତଦେହ ଠାବ : ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ କୁଶକଳା ପଞ୍ଚାୟତର ରବ ଗାଁ ନିକଟରେ ଦୁଇ ହାତୀର ମୃତଦେହ ଠାବ କରାଯାଇଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ କୁଶକଳା ପଞ୍ଚାୟତର ରବ ଗାଁ ନିକଟକୁ ଗତକାଲି
Read More...

ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ : ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢ଼ାଉ କରି ଏକ ଲକ୍ଷ ୫୦ ହଜାର ଜୋରିମାନା ଆଦାୟ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ଡୁମୁରିଆ ଆରଆଇ ସର୍କଲ କୋଠାଘର ନିକଟରୁ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଏବଂ ମହୁଲଡିହା ଗ୍ରାମରୁ ଦୁଇଟି ବେଇଆନ୍ ପଥର ବୋଝେଇ ଗାଡିକୁ ପାଟଣା ଏନଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ତିନିଟି ଟ୍ରାକ୍ଟର ୩୫ ହଜାର ୨୦ ଟଙ୍କା ଜୋରିମାନା ଆଦାୟ
Read More...

ଇଲେକ୍ଟ୍ରି ଅଫିସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଇଲେକ୍ଟ୍ରି ଅଫିସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏସଡିଓ ଚିରଞ୍ଜିତ ସାହୁଙ୍କ ନେତୃତ୍ୱରେ ପାଟଣା ଜେଇ ଶ୍ରୀ ପଦ୍ମ କିଶୋର ଜେନା ଓ ସାହାରପଡା ଜେଇ ଶ୍ରୀ ଲଷ୍ମୀକାନ୍ତ ଷଡ଼ଙ୍ଗୀଙ୍କ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର
Read More...