Browsing Tag

kendrapada news

କେନ୍ଦ୍ରାପଡା ବିଡିଓଙ୍କ ଭରତପୁର ପଞ୍ଚାୟତ ପରିଦର୍ଶନ

କେନ୍ଦ୍ରାପଡା : କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ଭରତପୁର ଗ୍ରାମପଞ୍ଚାୟତକୁ ପରିଦର୍ଶନରେ ଯାଇ ଖଜିରିଆ ଶ୍ମସାନ ନିକଟରେ ମନରେଗା ଯୋଜନାରେ ଖନନ ହେଉଥିବା ୨ଟି ପୋଖରୀ, ଜଗନ୍ନାଥପୁର ଶ୍ମସାନ ପୋଖରୀ ସ୍ଥଳ ବୁଲି ଦେଖିବା ସହ ମେହେନ୍ଦିପୁର ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ
Read More...

ଏଟିଏମ କାଟି ଲୁଟି ନେଲେ ୪୨ ଲକ୍ଷ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରୁ ୨ଟି ଏସବିଆଇ ଏଟିଏମରୁ ଲୁଟ କରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଦୁଇଟି ଏଟିଏମକୁ ଗ୍ୟାସ କଟରରେ କାଟି ୪୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଆଳିର ପତ୍ରପୁର ଓ ନିଆଳହାଟ ଏସବିଆଇ ଏଟିଏମରୁ ଏହି ଲୁଟ୍ ହୋଇଥିବା
Read More...

ନିଆଁ ଲାଗି ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ, ୩ ଗୁରୁତର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜନଗର ବ୍ଲକ ଓକିଳପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବାପା-ମାଆଙ୍କ ଆଗରେ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ । ସେହିପରି ବାପା-ମା'ଙ୍କ ସମେତ ୧୨ ବର୍ଷର ଝିଅ ଗୁରୁତର । ସମସ୍ତଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି
Read More...

ଗଛରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଗଇଦୁଆ ପାଟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମହାକାଳପଡ଼ା ଥାନା ଅନ୍ତର୍ଗତ ତନ୍ତୀଆପାଳ ଗାଁର ପୀତାମ୍ବର ସେଠୀ ବୋଲି ଜଣାପଡିଛି । ତେବେ ପୀତାମ୍ବରଙ୍କ ମୃତଦେହ ପାଟ ମଝିରେ ଥିବା ଏକ ଗଛରେ
Read More...

ମହାପ୍ରୟାଣ ଗାଡ଼ି ଶବକୁ ନନେବାରୁ ମେଡିକାଲରୁ କାନ୍ଧରେ ବୋହିଲେ ସ୍ଥାନୀୟ ଯୁବକ

କେନ୍ଦ୍ରାପଡ଼ା: ଶବକୁ ନେଲାନି ମହାପ୍ରୟାଣ ଗାଡ଼ି । ଶେଷରେ ମେଡିକାଲରୁ କାନ୍ଧରେ ବୁହାଗଲା ମୃତଦେହ । ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହାପ୍ରୟାଣ ଗାଡ଼ି ୮୦୦ ଟଙ୍କା ମାଗିବାରୁ ମୃତଦେହ ୪ ଘଣ୍ଟା ପଡି ରହିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଥିବା ଏପରି ଏକ ଘଟଣା
Read More...

ମା’ ରାମଚଣ୍ଡୀ ମନ୍ଦିରର ମୁଖ୍ୟଦ୍ୱାର କବାଟ ତାଡି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍

କେନ୍ଦ୍ରାପଡ଼ା : ଦରିଆପାରି ମା' ରାମଚଣ୍ଡୀ ମନ୍ଦିରରୁ ଚୋରି ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତ୍ରିରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ରାମନଗର ସ୍ଥିତ ଦରିଆପାରି ମା' ରାମଚଣ୍ଡୀ ମନ୍ଦିରର ମୁଖ୍ୟଦ୍ୱାର କବାଟ ତାଡି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି
Read More...

ଲୁଟେରା ଲୁଟ କରୁଥିବାର ଲାଇଭ ଚିତ୍ର ସିସିଟିଭି କ୍ୟାମେରାରେ କଏଦ

କେନ୍ଦ୍ରାପଡ଼ା, (କେପିଏନ୍‌ଏସ୍‌) : ଦିନକୁ ଦିନ ବଢିବାରେ ଲାଗିଛି ଲୁଟେରା‌ଙ୍କ ଲୁଟ୍‌ କାରବାର । ସିସିଟିଭିରେ କ୍ୟାମେରାରେ ଲୁଟେରା ଲୁଟ କରୁଥିବାର ‌ସ୍ପ‌ଷ୍ଟ ଚିତ୍ର କଏଦ ହୋଇଛି । କେନ୍ଦ୍ରାପଡ଼ା ଟାଉନ ଥାନା ନିକଟସ୍ଥ ବନିଆମାଲଠାରେ ବଳଭଦ୍ର ପଣ୍ଡା ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା
Read More...

୧୫୦ଲିଟର ଚୋରା ଦେଶୀ ରନ୍ଧାମଦ ଜବତ

କେନ୍ଦ୍ରାପଡା : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୫୦ ଲିଟର ଚୋରା ଦେଶୀ ରନ୍ଧାମଦ ଜବତ କରାଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କ ର୍ନିେଶ କ୍ରମେ ଅବକାରୀ ଅଧ୍ୟକ୍ଷ ରଜତ କୁମାର ପ୍ରହରାଜଙ୍କ ନେତୃତ୍ୱରେ ଅବକାରୀ ସବ୍‌ଇନିସପେକ୍ଟର ସରୋଜ କୁମାର ବାଗ୍‌ଙ୍କ
Read More...

ହଜିଗଲା ମାନବିକତା : ଅନ୍ୟ ଜାତିରେ ବାହା ହୋଇଥିବା ଯୋଗୁଁ ମାଟି ମୁଠାଏ ଦେବାକୁ ବି ଆସିଲେନି

କେନ୍ଦ୍ରାପଡା : ଅନ୍ୟ ଜାତିରେ ବାହା ହେଇଥିଲେ ବୋଲି ମାଟି ମୁଠାଏ ଦେବାକୁ ବି ଆସିଲେନି କେହି ପରିବାର ଲୋକେ। ଫଳରେ ଦୀର୍ଘ ସମୟ ଧରି ଶବ ପଡି ରହିବା ପରେ ସ୍ୱେ‌ଚ୍ଛସେବୀ ସଂଗଠନ ଆସି ଶବ ନେଇ ସତ୍‌କାର କରିଥିଲେ । ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର କଣ୍ଡିରା ଗାଁରେ
Read More...

ଭୟାବହ ଅଗ୍ନିକାଣ୍ଡରେ ୪ ବଖରା ଘର ସହ ଦୋକାନ ପୋଡି ପାଉଁଶ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଗାଁରେ ଗତ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଭୟ‌ଙ୍କର ଅଗ୍ନିକାଣ୍ଡରେ ୪ ବଖରା ଘର ସହ ଗୋଟିଏ ଦୋକାନ କ୍ୟାବିନ ପୋଡି ପାଉଁଶ ହୋଇଯାଇଥିବା କୁହାଯାଇଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧ ଟା
Read More...