କୁକୁଡା ବୋଝେଇ ଭ୍ୟାନ୍ ଖସି ପଡିଲା ଡ୍ରେନ ଭିତରେ
କରଞ୍ଜିଆ : ଭାରସାମ୍ୟ ହରାଇ ଏକ କୁକୁଡା ବୋଝେଇ ଭ୍ୟାନ୍ ଡ୍ରେନ ଭିତରକୁ ଖସି ପଡିଥିବା ଜଣାପଡିଛି । ସୂଚନା ଅନୁସାରେ କରଞ୍ଜିଆ ଗେଲେଇ ବାଇପାସ ମହାବୀର ଛକ ନିକଟରେ ବଳମ୍ବିତ ରାତି ପ୍ରାୟ ୪ଟା ୩୦ମିନିଟରେ ଠାକୁରମୁଣ୍ଡାରୁ ବାହୁଡାଗୁଡା ଯାଉଥିବା ଏକ କୁକୁଡା ବୋଝେଇ ଭ୍ୟାନ୍ କୌଣସି କାରଣ!-->…
Read More...
Read More...