Browsing Tag

kantabanji news

କଂଟାବାଂଜି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ : ନଗରପାଳ ଏବଂ ପରିମଳ କର୍ମଚାରୀଙ୍କ ସ୍ୱତନ୍ତ୍ର ବୈଠକ

କଂଟାବାଂଜି, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌.ଏ.ସି.ର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ସହରର ସମସ୍ତ ନାଳ ନର୍ଦ୍ଧମା ତଥା ରାସ୍ତା ଘାଟ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । ନୂତନ କାଉନସିଲ ଗଠନ ହେବା ପରଠାରୁ ପରିମଳ ବ୍ୟବସ୍ଥା ଠିକ୍‌ ଭାବେ ହେଉ ନ
Read More...

କ୍ଳଷ୍ଟରସ୍ତରୀୟ ମୌଳିକ ସାକ୍ଷରତା ଓ ଗଣିତ ଜ୍ଞାନ ଓରିଏଣ୍ଟସନ୍‌ ମିଶନ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସାରା ରାଜ୍ୟରେ କରୋନା ଯୋଗୁଁ ଦୁଇବର୍ଷ ବିଦ୍ୟାଳୟ ବନ୍ଦ ପରେ ସରକାରଙ୍କ ନିଷ୍ପତ୍ତି କ୍ରମେ ବର୍ତ୍ତମାନ ସମସ୍ତ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି ହେଲେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ମୌଳିକ
Read More...

ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଆଲୋଚନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନବାଡ଼ି 'ଖ' କେନ୍ଦ୍ର ଚଟୁଅନକା ଠାରେ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଆଲୋଚନା ହୋଇଯାଇଛି ।ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶ ଆଲୋଚକ ଭାବେ ଯୋଗଦେଇ
Read More...

୪୨ ଡିଗ୍ରୀ ତାତିରେ ବିକ୍ଷୋଭ ପ୍ରଦର୍ଶନ, ତହସିଲଦାରଙ୍କୁ ୧୨ ଦଫା ଦାବୀ ପତ୍ର ପ୍ରଦାନ କଲେ ବିକ୍ଷୋଭକାରୀ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ କଣ୍ଟାବାଞ୍ଜି ଜୋନାଲ କମିଟି ବୃନ୍ଦ ରାଜ୍ୟରେ ଧନୀ ଲୋକ ମାନେ ହିଁ ଉନ୍ନତି କରୁଥିବା ବେଳେ ଗରିବ ଲୋକ ସବୁଦିନେ ଗରିବ ହୋଇ ରହିଛନ୍ତି । ସରକାର ଗରିବଙ୍କ ପ୍ରତି ଅବହେଳିତ ହୋଇ ରହିଛନ୍ତି । ଯାହା ଫଳରେ ଗରିବଙ୍କ
Read More...

ତୃତୀୟ ଦିନରେ ଗଡିଲା ଶିକ୍ଷା ସଚେତନତା ରଥ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କୋଭିଡ କଟକଣା ଉଠିବା ପରେ ଓଡିଶା ସରକାର ବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଦୁଇବର୍ଷ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁନଥିଲେ ତେଣୁ ଅଧିକାଂଶ ଛାତ୍ରଛାତ୍ରୀ ବର୍ତ୍ତମାନ ବିଦ୍ୟାଳୟ ମୁଁହା ହେଉନାହାନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା
Read More...

ହାୱାଡା-କଂଟାବାଂଜି ଇସ୍ପାତ ସ୍ପେସାଲ ଏକ୍ସପ୍ରେସର ଶୁଭାରମ୍ଭ : କଂଟାବାଂଜିରେ ଏକ ମଲ୍ଟି ପରପୋଜ ପାର୍କର ନିର୍ମାଣ,…

କଂଟାବାଂଜି, (ମନୀଷ କୁମାର ହଂସ) : ମଂଗଲବାର ଦିନ ପ୍ଲାଟ ନଂ. ୧ରେ କଂଟାବାଂଜି-ହାୱାଡା ସ୍ୱତନ୍ତ୍ର ଏକ୍ସପ୍ରେସ ଚଳାଚଳର ଶୁଭ ଉଦ୍‌ଘାଟନ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଟାବାଂଜି ରେଳ ଷ୍ଟେସନର ପ୍ଲାଟ ଫର୍ମ ନଂ. ୧ ସହ ୨ ଓ ୩କୁ ସଂଯୋଗ କରୁଥିବା ଫୁଟ ଓଭର ବ୍ରିଜ
Read More...

ଚଟୁଅନକାରେ ସ୍ୱଚ୍ଛତା ପକ୍ଷ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ଗ୍ରାମର ଅଙ୍ଗନବାଡ଼ି ଖ କେନ୍ଦ୍ରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚଟୁଅନକା ଉପସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ଆୟୋଜିତ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା
Read More...

କଂଟାବାଂଜି ସହରରେ ଧୁମ୍‌ଧାମ୍‌ରେ ଶ୍ରୀ ରାମ ନବମୀ ପାଳିତ

ଶୋଭାଯାତ୍ରାରେ ସାମିଲ ହେଲେ ବୃନ୍ଦାବନର ସଦଗୁରୁ ଋଷିକେଶ ଜୀ, ହଜାର ହଜାର ସଂଖ୍ୟାରେ ମହିଳା ଏବଂ ପୁରୁଷ, ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କଂଟାବାଂଜି, (କେ.ପି.ଏନ୍‌.ଏସ୍‌) : କୋଭିଡ୧୯ ମହାମାରୀ ଯୋଗୁଁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ କଂଟାବାଂଜି ସହରରେ ଶ୍ରୀ ରାମ ନବମୀ ରବିବାର ଦିନ
Read More...

ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ କଣ୍ଟାବାଞ୍ଜି ରେଳବାଇ ସୁରକ୍ଷା ବଳର ଥାନା ଅଧିକାରୀ ଏନ୍‌. ଜି. ରମନ ମୁଖ୍ୟ ଅତିଥି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଙ୍ଗୋମୁଣ୍ଡା ଥାନା ଦନ୍ଦରା ଗାଁ ନିକଟ ବୁଲାଣି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗୋଟିଏ ବାଇକ୍‌କୁ ଏକ ଟ୍ରକ ପଛପଟଚ ଧକ୍‌କ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ
Read More...