Browsing Tag

kantabanji news

କନ୍ଦାଗାଡ ସେଣ୍ଟ୍ରାଲ ନର୍ସରୀରେ ଚାରା କରିବା ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଏମ୍‌ଜିଏନ୍‌ଆର୍‌ଜିଏ କିମ୍ବା କାମ୍ପା ଯୋଜନାରେ ଶ୍ରମିକ ବଦଳରେ ଫରେଷ୍ଟ ପାରା ପ୍ରୋଟେକ୍ସନ ଫୋର୍ସ ଏବଂ ଫାୟାର ସ୍କ୍ୱାର୍ଡ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜନ ଅଭିଯୋଗ କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓ ତୁରେକେଲା ବ୍ଲକର ସୀାମନ୍ତ ମହୁଲପାଟି
Read More...

ପ୍ରକୃତି ମିତ୍ର ପ୍ରାପ୍ତ ଅନୁଷ୍ଠାନକୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଜବାହାରଲାଲ ନେହେରୁ ଆଦିବାସୀ କ୍ଲବକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ପ୍ରକୃତି ମିତ୍ର-୨୦୨୨
Read More...

ବିଶ୍ୱ ପରିବେଶ ଦିବସରେ କବିତା ପାଠ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଯଯାତି, ଯୁକ୍ତିପ୍ରକାଶ ଓ ଚୋଳଗଙ୍ଗଙ୍କ ଶୁଭ ବ୍ରତୋପନୟ ଅବସରରେ ବିଶ୍ୱ ପରିବେଶ ଦିବସ ପାଳନ ସହିତ ପରିବେଶ ଭିତ୍ତିକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି ।ନିର୍ଝରିଣୀର ସଭାପତି
Read More...

କାଳବୈଶାଖୀରେ ଭାଙ୍ଗିଲା ଗଛ, ଉଡିଲା ଆଜବେଷ୍ଟସ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ କାଳବୈଖାଖୀ ପ୍ରଭାବରେ ଜୋରରେ ପବନ ବହିବାରୁ ବହୁ ବଡ ବଡ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଯାଇଥିଲା । ଏପରିକି ପବନରେ ବହୁ ଘରର ଚାଲ ଛପର ସହ ଆଜବେଷ୍ଟସ ଉଡିଯାଇଛି । ବଙ୍ଗୋମୁଣ୍ଡାରେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ
Read More...

ବିଜେଡି ପକ୍ଷରୁ ନିଆରା ପଦକ୍ଷେପ : ଧାମନଡଙ୍ଗାରେ ପରିବାର ସମ୍ପର୍କ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଧାମନଡଙ୍ଗା ଗାଁରେ ବିଜେଡି ପକ୍ଷରୁ ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ଏକ ଦଳ ସରପଞ୍ଚ ଆରତୀ ସୁନାଙ୍କ ଘରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ
Read More...

ରେଲୱେ ଅଟୋ ପାର୍କିଂ ୟୁନିୟନ ପକ୍ଷରୁ ଡାକ୍ତରଖାନାକୁ କୁଲର ପ୍ରଦାନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ରେଲୱେ ଅଟୋ ପାର୍କିଂ ୟୁନିୟନ ପକ୍ଷରୁ ଡାକ୍ତରଖାନାକୁ ରୋଗୀଙ୍କ ନିମନ୍ତେ କୁଲର ପ୍ରଦାନ କରାଯାଇଛି । ୟୁନିୟନ ସଭାପତି ମହମ୍ମଦ ସାହିଲଙ୍କ ଅନ୍ୟ ସଦସ୍ୟମାନେ ଡାକ୍ତରଖାନାକୁ ପହଞ୍ଚି ରୋଗୀମାନଙ୍କୁ ବ୍ରେଡ ଏବଂ ଫଳରସ ବଣ୍ଟନ କରିଥିଲେ ।
Read More...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ କଣ୍ଟାବାଞ୍ଜିର ଅନୀଲ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପାଖ ଗାଁ କୁକୁଡାହାଡର ଅନୀଲ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଅନେକ ଦିନର ପରିଶ୍ରମ ପରେ ୧୮ ବର୍ଷ ବୟସ୍କ ଏହି ବାଳକ କମାଲ ଦେଖାଇଛନ୍ତି । ଗାଁରେ ପାଠପଢା ସହ ନିଜ ନାଁ ଇଣ୍ଡିଆ ବୁକ୍ ଅଫ ରେକର୍ଡ
Read More...

ଆନ୍ତର୍ଜାତୀୟ ଶିଶୁ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟ ବସ୍ତୁ ପ୍ରତ୍ୟେକ ଶିଶୁକୁ ଉଜ୍ଜ୍ଵଳ ଭବିଷ୍ୟତ ଦେବା ଲକ୍ଷ୍ୟରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ
Read More...

ହାଇକୋର୍ଟ ବେଂଚ ସ୍ଥାପନକୁ କଟକ ବାର ଆସୋସିଏସନର ବିରୋଧକୁ କଂଟାବାଂଜି ଓକିଲ ସଂଘର ନିନ୍ଦା ପ୍ରସ୍ତାବ : ହାଇକୋର୍ଟକୁ…

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓକିଲ ସଂଘ ଗୁରୁବାର ଦିନ କଟକ ବାର ଆସୋସିଏସନ ହାଇକୋର୍ଟ ବେଂଚ ସ୍ଥାପନକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପ୍ରକାଶ ଥାଉକି କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରାଜୁ
Read More...

ଜେଲ୍ ଗଲେ ଷ୍ଟେସନ ମାଷ୍ଟର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଷ୍ଟେସନ ମାଷ୍ଟର ଜେଲ ଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ବ୍ଲକ ତୁରେକେଲା ଅଞ୍ଚଳରେ । ସୂଚନାନୁଯାୟୀ, ଚଳିତ ମାସ ୧୩ ତାରିଖ କୌଣସି ସୁତ୍ରରୁ ଖବର ପାଇ କଣ୍ଟାବାଞ୍ଜି ବନବିଭାଗ ତୁରେକେଲ ଷ୍ଟେସନ ମାଷ୍ଟରଙ୍କ ସରକାରୀ
Read More...