Browsing Tag

kantabanji news

ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ର ୩୨ତମ ବାର୍ଷିକ ରାଜ୍ୟ ସ୍ତରୀୟ ଶ୍ରୋତା ସମ୍ମିଳନୀ ବରଗଡ଼ସ୍ଥିତ ସାମ୍ବାଦିକ ଭବନ ଠାରେ ପାଳିତ ହୋଇଥିଲା । ସଭାପତି ଜଗନ୍ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ସନ୍ତୋଷ ପିଙ୍ଗ ଆକାଶବାଣୀ ସମ୍ବଲପୁର,
Read More...

ଭାଲୁ ଆକ୍ରମଣରେ ଲହୁ ଲୁହାଣ : ଜଣେ ଗୁରୁତର

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ନିଜ କାମ ସାରି ଶନିବାର ରାତିରେ ଘରକୁ ଯାଉଥିବା ବେଳେ ରାସ୍ତାରେ ଭାଲୁ ଆକ୍ରମଣରେ ଜଣେ ଲହୁଲୁହାଣ ହେବା ସହ ଗୁରୁତର ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ କଣ୍ଟାବାଞ୍ଜି ଉପକଣ୍ଠସ୍ଥ ଶ୍ୟାମଜି ରାଇସ ମିଲରେ କାମ ସାରି ରାତି ୮ଟା ବେଳେ ନିଜ ଗ୍ରାମ
Read More...

ଅଗ୍ନିଶମ ବିଭାଗ ଅଫିସ ପାଖରେ ନିଆଁ : ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଗ୍ରୀଷ୍ମଋତୁ ଆସିବା ପୂର୍ବରୁ ଜଙ୍ଗଲ ଏବଂ ଖୋଲା ଅଞ୍ଚଳରେ ନିଆଁ ଲାଗୁଥିବା ଘଟଣା ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳୁଛି । ଏହିପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର ୧୪ରେ ଦେଖିବାକୁ ମିଳିଛି । ତୁରେକେଲା ରାସ୍ତାରେ
Read More...

ଅଗ୍ନିଶମ ବିଭାଗ ଅଫିସ ପାଖରେ ନିଆଁ : ଦୁର୍ବୁତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କଣ୍ଟାବାଞ୍ଜି, (ଯୁଗଳ ଶବର) : ଗ୍ରୀଷ୍ମଋତୁ ଆସିବା ପୂର୍ବରୁ ଜଙ୍ଗଲ ଏବଂ ଖୋଲା ଅଞ୍ଚଳରେ ନିଆଁ ଲାଗୁଥିବା ଘଟଣା ବଢ଼ୁଥିବା ଦେଖିବାକୁ ମିଳିଛି । ଏହିପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର ୧୪ରେ ଦେଖିବାକୁ ମିଳିଛି । ତୁରେକେଲା ରାସ୍ତାରେ ଥିବା ଅଗ୍ନିଶମ ବିଭାଗ
Read More...

ପ୍ରଥମ କଣ୍ଟାବାଞ୍ଜି କ୍ରିକେଟ ପ୍ରିମିୟର ଲିଗ : ପାନ୍ଥର ଦଳ ଚାମ୍ପିଅନ

କଣ୍ଟାବାଞ୍ଜି, (ପୀତାମ୍ବର ଦୀପ) : କଣ୍ଟାବାଞ୍ଜି କ୍ରିକେଟ ପ୍ରିମିୟର ଲିଗର ପ୍ରଥମ ସିଜିନ ଏକ ଉଚ୍ଚକୋଟୀର ସହିତ ଶେଷ ହେଲା କାରଣ ଟିମ୍ ପାନ୍ଥର ଟିମ୍ ଇଗଲ ବିପକ୍ଷରେ ଏକ ରୋମାଞ୍ଚକର ଫାଇନାଲ ମ୍ୟାଚରେ ବିଜୟୀ ହୋଇଥିଲେ । ଏହି ବହୁ ପ୍ରତୀକ୍ଷିତ ସଂଘର୍ଷ ଉତ୍ସାହୀ ଦର୍ଶକଙ୍କୁ ଆକର୍ଷିତ
Read More...

ପଖନମୁଣ୍ଡାରେ କବିତା ଲିଖନ କର୍ମଶାଳା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ କବିତା ଲିଖନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଶିଶୁ ସାହିତ୍ୟିକ ତଥା ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳାରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ
Read More...

କଣ୍ଟାବାଞ୍ଜି ଇନ୍ଦିରା ଛକ ନିକଟରେ ସଡ଼କ ଦୁର୍ଘଟଣା : ବେହାଲ ଟ୍ରାଫିକ ବ୍ୟବସ୍ଥା, ଆହତ ଅନେକ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଇନ୍ଦିରା ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଥିବାରୁ ଟ୍ରାଫିକ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ ବୋଲେରୋ, ଏକ ପିକ୍-ଅପ୍ ଭ୍ୟାନ୍ ଏବଂ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା
Read More...

ମାନ୍ଦଲା କ୍ଳଷ୍ଟରରେ ଜାତୀୟ ବିଜ୍ଞାନ ଦିବସ ଓ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ କମେଇମୁଣ୍ଡା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଧନସିଂ ମାଝୀଙ୍କ ତତ୍ତ୍ୱାବଧାନରେ ଏଗାରଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ
Read More...

କଣ୍ଟାବାଞ୍ଜିରେ ଅଜବ ଘଟଣା : ବାହାଘର ପୂର୍ବରୁ ପ୍ରେମିକା ସହ ଫେରାର ବର, ଅଟକିଲା ବିବାହ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଥାନା ଅଧୀନ କନ୍ଧବାହାଲ ଅଞ୍ଚଳରେଏଭଳି ଏକ ଅଜବ ଓ ଚର୍ଚ୍ଚିତ ଘଟଣା ଘଟିଛି । ବରଯାତ୍ରୀ ଆସିବା ପୂର୍ବରୁ ବର ପ୍ରେମିକାଙ୍କୁ ନେଇ ଫେରାର ହୋଇଯାଇଥିବାରୁ ବିହାଘର ଅଟକିଯାଇଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲାର କନ୍ଧବାହାଲ ଗାଁର
Read More...

ଗଛ ତଳେ ଚାପି ହୋଇ ବୃଦ୍ଧା ମୃତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର କାଠ ଡିପୋ ଓ କରତ କଳ ଭିତରେ ଗଛ ତଳେ ଜଣେ ବୃଦ୍ଧା ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ଖବର ଅନୁସାରେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆଁ ଗାଁର ବେଲବତୀ ବରିହା
Read More...