ବିଧାୟକ ସାଲୁଜାଙ୍କ ଦ୍ୱାରା ୧୨୮ ଜଣଙ୍କୁ ଜଂଗଲ ଜମି ସ୍ୱୀକୃତି ପଟ୍ଟା ବଂଟନ
କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ୧୨୮ଜଣ ଜଂଗଲ ଜମିରେ ବସବାସ କରୁଥିବା ଘରଡିହହୀନ ବ୍ୟକ୍ତିମାନଙ୍କୁ ଜଂଗଲ ଜମି ସ୍ୱୀକୃତି ପଟ୍ଟା ବଂଟନ କରାଯାଇଛି । ବ୍ଲକ ପରିସରରେ ଆୟୋଜିତ ନିରାଡମ୍ବର କାର୍ଯ୍ୟକ୍ରମରେ ସ୍ଥାନୀୟ କଂଟାବାଂଜି ବିଧାୟକ!-->…
Read More...
Read More...