Browsing Tag

kantabanji news

କାଠଗଣ୍ଡି ବୋଝେଇ ଟ୍ରାକ୍ଟର ଜବତ

କଂଟାବାଂଜି, (ମନୀଷ କୁମାର ହଂସ) : ରବିବାର ସଂଧ୍ୟା ପ୍ରାୟ ୭ଟା ସମୟରେ ସ୍ଥାନୀୟ କେ.ଭି. କଲେଜ ନିକଟରେ କାଠଗଣ୍ଡି ବୋଝେଇ ଟ୍ରାକ୍ଟର ବନ ବିଭାଗ ଦ୍ୱାରା ଜବତ ହୋଇଛି । ମିଳିଥିବା ସୂଚନା ଅନୁସାରେ କଂଟାବାଂଜି ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଟ୍ରାକ୍ଟର ନଂ.ଓଡି୦୩ଏସ୍‌-୫୫୯୦ରେ
Read More...

ହାଇୱା ଧକ୍କାରେ ବାଇକ ଆରୋହୀ ଗୁରୁତର

କଂଟାବାଂଜି, (ମନୀଷ କୁମାର ହଂସ): ଜଣେ ବାଇକ ଆରୋହୀଙ୍କୁ ଏକ ହାଇୱା ଗାଡି ଧକ୍କା ଦେବାରୁ ବାଇକ ଆରୋହଆହତ ହୋଇ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଛି । ଘଟଣାରୁ ପ୍ରକାଶ ଯେ, ତୁରେକେଲା ଥାନା ଅନ୍ତର୍ଗତ ବଗବାହାଲ ଗ୍ରାମର ପରମେଶ୍ୱର ରଣା ଆଜି ଅପରାହ୍ନ ପ୍ରାୟ ଅଢେଇ ଘଂଟା ବେଳେ ତୁରେକେଲା ଲାଠୋର
Read More...

କଂଟାବାଂଜି ତହସିଲ ଅଫିସ ସମ୍ମୁଖରେ କନ୍ଧ ସମାଜର ଦିନିକିଆ ଅନଶନ

ଆଦିବାସୀ ଜମିକୁ ଅଣଆଦିବାସୀମାନଙ୍କ ଜବର ଦଖଲ ଉଚ୍ଛେଦ ଦାବୀ କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ତୁରେକେଲା ଶାଖାଦ୍ୱାରା ଶୁକ୍ରବାର ସକାଳୁ ୧୧ଟାରୁ କଂଟାବାଂଜି ତହସିଲି ଅଫିସ ସମ୍ମୁଖରେ ଦିନିକିଆ ଧାରଣା ଦିଆଯାଇଛି । ଏହି ଧାରଣାରେ ବସିଥିବା
Read More...

ଶୌଚ କରିବାକୁ ଯାଉଥିବା ଯୁବକ ଟ୍ରେନ ଧକ୍କାରେ ମୃତ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ମୁରିବାହାଲ ରେଲ ସେକ୍ସନର ବଙ୍ଗୋମୁଣ୍ଡା ରେଲ ଫାଟକ ନିକଟସ୍ଥ କି.ମି.ଖମ୍ବ ନଂ.୧୭୧/୩/୨ ନିକଟକୁ ଜଣେ ଯୁବକ ଶୌଚ କରିବାକୁ ରେଲ ଧାରଣା କଡରେ ଚାଲି ଚାଲି ଯାଉଥିବା ଏକ ମାଲବାହି ଟ୍ରେନର ଧକ୍କାରେ ମୃତ ହୋଇ ଥିବା ଜଣା ଯାଇଛି । ପ୍ରାପ୍ତ ସୂଚନା
Read More...

କେ.ଭି. କଲେଜ ପରିଚାଳନା ଅଧ୍ୟକ୍ଷ ଉପଜିଲ୍ଲାପାଳଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟିତ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି କେ.ଭି.କଲେଜର ନୂତନ ଶ୍ରେଣୀ ଗୃହ ଗୁରବାର ଦିନ ଉଦ୍‌ଘାଟିତ ହୋଇଛି । କଲେଜର ପରିଚାଳନା ଅଧ୍ୟକ୍ଷ ତଥା ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟକଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍‌ଘାଟିତ ହୋଇଛି । ଏହି ଶ୍ରେଣୀ ଗୃହ ପଶ୍ଚିମ ଓଡିଶା
Read More...

ବେହେରେନ୍‌ସିଲେଟ୍‌ ମଦଭାଟି ଉଛେଦ ଦାବୀରେ ତହସିଲ ଅଫିସ ସମ୍ମୁଖରେ ଅନଶନ : ବେଆଇନ ମଦ ତିଆରି ଅଭିଯୋଗରେ ଭାଟି ମାଲିକ…

କଂଟାବାଂଜି, (ମନିଶ କୁମାର ହଂସ) : ବେହେରେନ୍‌ସିଲେଟ୍‌ ଗାଁ ଠାରୁ ଅନତି ଦୂରରେ ଥିବା ଦେଶୀ ମଦଭାଟିକୁ ସଂପୂର୍ଣ୍ଣ ବନ୍ଦ କରିବା ଦାବୀ କରି ଆଜି ବୁଧବାର ଦିନ ଆମ୍ବେଦକର ଯୁବକ ସଂଘ ଦ୍ୱାରା ତହସିଲ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ଆଜି ପୂର୍ବାହ୍ନ ୧୧ଟାରୁ ଏହି ଧାରଣା ଦିଆଯାଇଛି । ସଂଘର
Read More...

ଶ୍ରମିକ ନେତା ତଥା ଅସହାୟଙ୍କ ସହାୟ ଲଲିତ କୁମାର ନାୟକଙ୍କ ବିୟୋଗରେ ହେମାଲ ସଂଘର ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ) : ପଶ୍ଚିମ ଓଡିଶାର ବିଭିନ୍ନ ଶ୍ରମିକ ସଂଗଠନର ସଭାପତି, ଅଦ୍ୱିତୀୟ ସମାଜସେବୀ, ରକ୍ତଦାତା, ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ଲଲିତ କୁମାର ନାୟକଙ୍କ ବିୟୋଗରେ କଂଟାବାଂଜିର ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟ ମର୍ମାହତ ହୋଇଛି । ସ୍ୱର୍ଗତ ନାୟକଙ୍କ ବିୟୋଗରେ
Read More...

ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଶୋକ ପ୍ରକାଶ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ବିଶିଷ୍ଠ ସମାଜସେବୀ, ଶ୍ରମିକ ନେତା ତଥା ଗରିବ ଖଟିଖିଆଙ୍କ ଚିର ସାଥି ଲଳିତ କୁମାର ନାୟକଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଯୋଗ୍ୟ ଯେ, ଆଜିିଭୋର ୫ଟା ୩୦ ମିନିଟ୍‌ରେ ସମାଜସେବୀ ଲଳିତ
Read More...

ଜାତୀୟ ସ୍ତର ଗୀତା ପାଠରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଣ୍ଟାବାଞ୍ଜିର କୃତିତ୍ୱ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ଗୀତା ପ୍ରଚାର ମଣ୍ଡଳ, ଭାରତ ଦ୍ୱାରା ଆୟୋଜିତ ହୋଇଥିବା ଜାତୀୟ ଗୀତା ପାଠ ପ୍ରତୀଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିର, କଣ୍ଟାବାଞ୍ଜିର ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସମେଷ୍ନା ପ୍ରିୟଦର୍ଶିନି ଗୁରୁ କନିଷ୍ଠ ବର୍ଗରେ ଦଶମ ସ୍ଥାନ ଅଧିକାର କରି
Read More...

ରେଳ ଲାଇନ୍‌ରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି-ରାୟପୁର ସେକ୍ସନର ରେଲୱେ କି.ମି. ଖମ୍ବ ନଂ.୧୭୪/୨ ଓ ୧୭୪/୩ ମହୁଲବାହାଲି ନିକଟରେ ଜଣେ ଅଜଣା ବ୍ୟକ୍ତି(ପାଖାପାଖି ୫୦)ର ମୃତ ଦେହ ରେଳ ଲାଇନ୍‌ କଡ଼ରୁ ଜି.ଆର.ପି. କଂଟାବାଂଜି ଉଦ୍ଧାର କରିଛି । ମୃତକଙ୍କର କୌଣସି ପରିଚୟ ମିଳି ପାରିନାହିଁ ।
Read More...