Browsing Tag

kanatabanji news

ତୁରେକେଲା କ୍ଲଷ୍ଟରରେ ଏକ ପେଡ ମା’କେ ନାମ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ସମେତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ପେଡ ମା'କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ
Read More...

ନବୀନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କଲେ ଡକ୍ଟର ଅମଜାଦ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ସଦ୍ଭାବନା ଏବଂ ସମ୍ମାନର ଏକ ହୃଦୟସ୍ପର୍ଶୀ ପ୍ରଦର୍ଶନରେ, ଡକ୍ଟର ଅମଜାଦ ଖାନ ଆଜି ମୁମ୍ବାଇର ହାଜି ଅଲି ଦରଗା ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ବିଜୁ ଜନତା ଦଳ (ବିଜେଡି) ସଭାପତି ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୀଘ୍ର ଆରୋଗ୍ୟ
Read More...

ଓଡ଼ିଶା ଗୃହ କମିଟିର ସଦସ୍ୟଙ୍କ ବଲାଙ୍ଗିର ଗସ୍ତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଓଡ଼ିଶା ଗୃହ କମିଟିର ସଦସ୍ୟମାନଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଏବଂ ତୁରେକେଲା ଗସ୍ତ କରିଛନ୍ତି । ଏହି ଗସ୍ତର ଉଦ୍ଦେଶ୍ୟ ସ୍ଥାନୀୟ ପରିସ୍ଥିତିର ମୂଲ୍ୟାଙ୍କନ କରିବା, ଅଧିକାରୀଙ୍କ ସହ ଆଲୋଚନା କରିବା ଏବଂ
Read More...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି : ରାସ୍ତା କଡ଼ରେ ପଡ଼ିଛି ବ୍ୟକ୍ତିଙ୍କ ମୃତଦେହ । ମୃତ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ, ବଙ୍ଗୋମୁଣ୍ଡା ଥାନା ପୁରୁଣା ବସଷ୍ଟାଣ୍ଡ ନିକଟ ଏକ ଚା' ଦୋକାନ
Read More...

ଚଟୁଅନକାରେ ବିଶ୍ୱ ପରିବେଶ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ ବିଶ୍ୱ ପରିବେଶ ଦିବସ ପ୍ରକୃତିମିତ୍ର ପ୍ରାପ୍ତ ଅନୁଷ୍ଠାନ ଜବାହାରଲାଲ ନେହେରୁ ଆଦିବାସୀ କ୍ଲବ ଓ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ
Read More...

ସାମ୍ବାଦିକ ସୁରକ୍ଷା ଆଇନ ନେଇ ମୁଖ୍ୟମନ୍ତ୍ରୀ ଦାବିପତ୍ର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ତରଫରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ କର୍ମ ବାଦୀଷ୍ଣୁ ଅତ୍ୟାଚାର ଏବଂ ଆକ୍ରୋସ ଶିକାର ହୋଇଥିବା ପରିପ୍ରେକ୍ଷୀରେ ସ୍ଥାନୀୟ ତହସିଲଦାର ବିଶ୍ୱନାଥ ଖାଲଖୋଙ୍କ ଜରିୟାରେ ମାନ୍ୟ
Read More...

ନିର୍ଝରିଣୀ ତରଫରୁ ନିଆରା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବହୁମୁଖୀ ନିଆରା କାର୍ଯ୍ୟକ୍ରମ ଚଟୁଅନକାସ୍ଥିତ କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି
Read More...

ନାଳ ଉପରୁ ଜବରଦଖଲ ଉଚ୍ଛେଦ : କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ

କଣ୍ଟାବାଞ୍ଜି : ବିଗତ କେତେ ବର୍ଷ ଧରି ଶାସ୍ତ୍ରୀ ଛକଠୁ ପୁରୁଣା ବସ୍ତି ପର୍ଯ୍ୟନ୍ତ କାଠ ଓ ଟିଣରେ ନିର୍ମିତ ଡବା ଗୁଡିକ ନାଳ ଉପରେ ପକେଇ ଲୋକମନେ ବ୍ୟବସାୟ କରିଆସୁଥିଲେ । ହେଲେ ଏହି ଡବା ଗୁଡିକ ନାଳ ଉପରେ ରହିଥିବାରୁ ତାହା ସଫା ହୋଇ ପାରୁନଥିଲା । ନାଳକୁ ଲାଗିକି ସରକାରୀ ଏମି ସ୍କୁଲ
Read More...

କଣ୍ଟାବାଞ୍ଜି ଆଲିସାନ ସିନେମା ହଲରେ ଫୁଲେ ଚଳଚ୍ଚିତ୍ର ଲାଗୁ

କଣ୍ଟାବାଞ୍ଜି/ତୁରେକେଲା, (ପିତାମ୍ବର ଦୀପ) : ମୁକ୍ତିଲାଭ କରିଛି ହିନ୍ଦୀ ଚଳଚ୍ଚିତ୍ର ଫୁଲେ । ଏହି ଚଳଚ୍ଚିତ୍ର ଜ୍ୟୋତି ବା ଫୁଲେ ଓ ସାବିତ୍ରୀ ବାଈ ଫୁଲେଙ୍କ କାହାଣୀକୁ ତିଆରି ହୋଇଛି । ସେମାନେ ମହିଳାଙ୍କୁ ପାଠ ପଢାଇବାକୁ କେମିତି ସଂଘର୍ଷ ତାହା ଏହି ଚଳଚ୍ଚିତ୍ରରେ ଦେଖାଯାଇଛି ।
Read More...