Browsing Tag

kalahandi news

ଶିକ୍ଷକଙ୍କୁ କରୋନା ସର୍ଭେ କାର୍ଯ୍ୟରୁ ନିବୃତ୍ତ ରଖିବା ସହିତ କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ ପାଇଁ ବ୍ଲକ ପ୍ରାଥମିକ…

କଳାହାଣ୍ଡି, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନାର ଦିତ୍ୱୀୟ ଲହରରେ ଏବେ ବିଶ୍ୱବାସୀ ଅତିଷ୍ଠ ହୋଇ ପଡ଼ିଲେଣି । ପ୍ରତିଦିନ କରୋନା ସଂକ୍ରମଣ ଗ୍ରାଫ୍ ଉର୍ଦ୍ଧ୍ୱମୁଖୀ ହେଉଥିବା ଦେଖିବାକୁ ମିଳିଛି । ଗତ ଏକ ବର୍ଷରୁ ବେଶି ହେଲା କରୋନା ରୋଗ ତାର କାୟା ବିସ୍ତାର କରିଚାଲିଛି । ତେବେ ଏହି
Read More...

କର୍ଲାମୁଣ୍ଡା ବ୍ଳକରେ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଳକରେ ଗତକାଲି ଠାରୁ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ହୋଇଯାଇଛି । ଏଥିପାଇଁ ପ୍ରସ୍ତୁତ ଏକସନ ପ୍ଳାନ ଅନୁଯାଇ ୭ ତାରିଖ ଦିନ ଯୋରାଡବରା, ୮ ତାରିଖ ଦିନ ସାପଲହରା, ୧୦ ତାରିଖ ଦିନ ରେଗେଡା, ୧୧ ତାରିଖ ଦିନ ବୋରପଦର, ୧୩ ତାରିଖ ଦିନ ରିଂଜା
Read More...

ପରିବାରରେ ଜଣେ କରୋନା ପଜିଟିଭ୍‌ରେ ମୃତ୍ୟୁ ପରେ ସହଯୋଗ କଲେନି ଗାଁ ଲୋକେ, ସମସ୍ତଙ୍କ ଟେଷ୍ଟିଂ ରିପୋର୍ଟ ଆଣିବାକୁ…

ମ.ରାମପୁର, (ହେମନ୍ତ ସାହୁ) : କରୋନା କାଳରେ ଭିନ୍ନ ଭିନ୍ନ ଦୃଶ୍ୟ ସବୁ ଦେଖିବାକୁ ମିଳୁଛି । ମଣିଷ ନିଜ ଭିତରୁ ସମବେଦନାକୁ ହଜେଇ ଦେଇ କଠୋର ହେଇଯାଉଛି । କରୋନାରେ ଜଣଙ୍କର ମୃତ୍ୟୁ ପରେ ସେହି ପରିବାରର ଅନ୍ୟସମସ୍ତଙ୍କ ରିପୋର୍ଟ ଆଣିଲେ ହିଁ ଗାଁରେ ଅନ୍ୟ କିଛି କାମରେ ସହଯୋଗ କରାଯିବ ବୋଲି
Read More...

କରୋନାରେ ଘରେ ସୁସ୍ଥ ହେଇଥିବା ଜଣେ କରୋନା ବିଜୟୀଙ୍କ କଥା

କଳାହାଣ୍ଡି, (ହେମନ୍ତ ସାହୁ) : ଏବେ ସାରା ବିଶ୍ୱ କରୋନାର କବଳରେ । ଭାରତରେ ଦିନକୁ ଲକ୍ଷାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ନଜରକୁ ଆସୁଥିବାବେଳେ ଓଡ଼ିଶାରେ ପାଖାପାଖି ଆଠହଜାର ସଂକ୍ରମିତ ପ୍ରତିଦିନ । କରୋନା ଆକ୍ରାନ୍ତଙ୍କ ଅବସ୍ଥାକୁ ଦେଖି ଘରେ ପୃଥକବାସରେ ରହି ଚିକିତ୍ସା ପାଇଁ ପରାମର୍ଶ
Read More...

ସ୍ୱର୍ଗତ ପଦ୍ମନାଭ ଦୁବେଙ୍କ ପତ୍ନୀ ବିୟୋଗ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡ଼ାର ଶିକ୍ଷକ ମିହିର କୁମାର ଦୁବେଙ୍କ ମାଆ ଗିରିଜା ଦୁବେ(୭୧)ଙ୍କର ଗତକାଲି ସକାଳ ପ୍ରାୟ ବାର ଘଂଟା ସମୟରେ ପରଲୋକ ହେଇଯାଇଛି । ସେ ସ୍ୱର୍ଗତ କବି ତଥା ସଂସ୍କୃତିବିତ ପଦ୍ମନାଭ ଦୁବେଙ୍କ ପତ୍ନୀ ତଥା ଓଡ଼ିଶାର ଆଗଧାଡ଼ିର ଦୁଇ
Read More...

କରୋନା ସଚେତନତା ପାଇଁ ବରିଷ୍ଠ ଶିଳ୍ପୀ କେଦାରନାଥ ମହାରଣାଙ୍କ ନିଆରା ପ୍ରୟାସ

କଳାହାଣ୍ଡି, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଭାରତ ବର୍ଷରେ ଦୈନିକ ଚାରି ଲକ୍ଷରୁ ଉର୍ଦ୍ଧ୍ୱ ଓ ରାଜ୍ୟରେ ପ୍ରତିଦିନ ପ୍ରାୟ ଆଠ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ହାର ବି କମ୍‌ ନୁହେଁ, ଯାହାକୁ ନେଇ ବିଭିନ୍ନ
Read More...

ମ.ରାମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର : କରୋନା ଟେଷ୍ଟିଂ ସଂଖ୍ୟା ବଢାଇବାକୁ ଦାବୀ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କରୋନା ପଜିଟିଭଙ୍କ ସଂଖ୍ୟା ୩୦୦ ପାର ହେଇସାରିଛି । ଏବେ ଲୋକଙ୍କ ମନରେ ଭୟ ପ୍ରକାଶ ପାଇବା ସ୍ୱାଭାବିକ । ତେବେ କରୋନା ଟେଷ୍ଟିିଂ ସଂଖ୍ୟା ବଢିଲେ ଆହୁରି କରୋନା ପଜିଟିଭ ସଂଖ୍ୟା ସାମ୍ନାକୁ ଆସିବା ସହିତ ଲୋକେ ଶୀଘ୍ର
Read More...

ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

କଳାହାଣ୍ଡି, (ପି. କେ. ସାହୁ ) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଛି । ଏହି ଘଟଣାରେ ଡଙ୍ଗାଜୋର ଗାଁର ସୋମନାଥ ହରପାଲ(୧୮) ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଶ୍ୱନାଥପୁର ପୋଲିସ । ଜାମିନ
Read More...

ମେ’ ୨ ତାରିଖ ଯାଏଁ ସଟଡ଼ାଉନ ଘୋଷଣା କଲା ବଣିକ ସଂଘ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କରୋନା ପଜିଟିଭ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମ.ରାମପୁର ବ୍ୟବସାୟୀ ସଂଘ ତରଫରୁ ଗତକାଲି ଏକ ବୈଠକ ସଂପାଦକ ପ୍ରଶାନ୍ତ ସାମନ୍ତରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହେଇ ଅପ୍ରେଲ୨୮ ତାରିଖରୁ
Read More...

କେନ୍ଦୁଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ : ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନା ଅନ୍ତର୍ଗତ କେନ୍ଦୁଘାଟିଠାରେ ଗତ ରାତି ପ୍ରାୟ ଏଗାରଟା ବେଳେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେଇଥିଲା । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ବେଳେ ଅନ୍ୟଜଣେ ଗୁରୁତର ହେଇଥିବା ଜଣାପଡ଼ିଛି । ସୂତନାମୁତାବକ ମ.ରାମପୁର
Read More...