Browsing Tag

kalahandi news

ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଥୁଆମୂଳ ରାମପୁରର ୬ ଅସହାୟ ଶିଶୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଡ଼ୁମେରପଦର ଗାଁରେ ରୁହନ୍ତି ପୁସ୍ତାଙ୍କ ସହ ତାଙ୍କର ୬ ଶିଶୁ ଓ ବୃଦ୍ଧ ଶାଶୁ ଶଶୁର । ପୁସ୍ତାଙ୍କ ସ୍ୱାମୀ ଗୁପ୍ତେଶ୍ୱରଙ୍କ ଦେହାନ୍ତ ପରେ ପରିବାରର ସମସ୍ତ ବୋଝ ପୁସ୍ତାଙ୍କ ଉପରେ ନିର୍ଭର । ସେ ଏକ ପ୍ରକାର ଅସହାୟ ହୋଇ ପଡିଛନ୍ତି । ଗତ
Read More...

ଭବାନୀପାଟଣାଠାରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତ୍ରଯାତ୍ରାର ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ପି.କେ. ସାହୁ) : ଭବାନୀପାଟଣା ସମ୍ମିଳନୀ ଗୃହଠାରେ ସୋମବାର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୩/୧୦/୨୦୨୨ରିଖରେ ଅନୁଷ୍ଠିତ ହେବାକୁ ଥିବା ମାଆ ମାଣିକେଶ୍ଵରୀ ପବିତ୍ର ଛତ୍ରଯାତ୍ରା ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ମଦନପୁର ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସଂକୀର୍ତ୍ତନ ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ,
Read More...

କର୍ଲାମୁଣ୍ଡା ପ୍ରେସକ୍ଲବର ରୌପ୍ୟ ଜୟନ୍ତୀ ସମାରୋହ

ସତ୍ୟନିଷ୍ଠ ଖବର ପରିବେଷଣ ସାମ୍ବାଦିକତାର ଧର୍ମ କଳାହାଣ୍ଡି, (ନରୋତ୍ତମ ସେଲମା) : ସାମ୍ବାଦିକର ଧର୍ମ ସତ୍ୟନିଷ୍ଠ ଖବର ପରିବେଷଣ କରିବା । ବିନା ତଥ୍ୟରେ କାହାକୁ ବ୍ୟକ୍ତିଗତ ଟାର୍ଗେଟ କରିବା ଉଚିତ ନୁହେଁ, କିନ୍ତୁ ତାହା ପ୍ରମାଣ ଥିଲେ ଯେତେ ପ୍ରଭାବଶାଳୀ ବ୍ୟକ୍ତି ହେଲେ ମଧ୍ୟ ତା ନାମରେ
Read More...

ମଦନପୁର ଠାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଆବିର୍ଭାବ ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସତସଙ୍ଗ କେନ୍ଦ୍ରଠାରେ ଶୁକ୍ରବାର ଦିନ ଶ୍ରୀ ଶୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଶୁଭ ଆବିର୍ଭାବ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହପ୍ରତି ରିଚିକ ଅସୀମ ଘୋଷ, ସଂଘ ସଭାପତି ରୁଦ୍ରପ୍ରସାଦ ନାୟକ
Read More...

ମଦନପୁର ଆଦର୍ଶ ମହିଳା ମହାସଂଘରେ ନୂତନ କର୍ମକର୍ତ୍ତା ଚୟନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ମିଶନ ଶକ୍ତି ବିପିସି ସତ୍ୟବାନ ସାହୁ, ଓଡିଶା ଜୀବିକା ମିଶନ ବିପିଏମ ଦୀପ୍ତି କିଶୋର ନାୟକଙ୍କ ତତ୍ୱାବଧାନରେ ଏବଂ ସିଓଇର କାର୍ଯ୍ୟକ୍ରମ ପରିଚାଳକ ଅସିତ ବରଣ ବେହେରାଙ୍କ
Read More...

ଅସହାୟ ଦୁର୍ଘଟଣାଗ୍ରସ୍ତ ବରିଷ୍ଟ ନାଗରିକକୁ ଉଦ୍ଧାର କରି ଚିକତ୍ସା ପାଇଁ ପଠାଇଲେ ସମାଜସେବୀ

କଳାହାଣ୍ଡି, (ପି.କେ. ସାହୁ) : ଅସହାୟ ଦୁର୍ଘଟଣାଗ୍ରସ୍ତ ବରିଷ୍ଟ ନାଗରିକକୁ ଉଦ୍ଧାର କରି ଚିକତ୍ସା ପାଇଁ ପଠାଇଲେ ସମାଜସେବୀ । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତର ସମାଜସେବୀ ତଥା ସରପଞ୍ଚ ଭାରତୀ ସୁନାଙ୍କ ସ୍ୱାମୀ ଭୁପିନ୍ଦର ସୁନା ଏକ ଅସହାୟ
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ବାରିକ ସମ୍ବର୍ଦ୍ଧିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ବାରିକଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସେ ଜଣେ ଦକ୍ଷ, ଆଦର୍ଶ, ଲୋକପ୍ରିୟ ଶିକ୍ଷକ ଭାବେ ପରିଚିତ ଥିଲେ
Read More...

କୋସଲ ମହାବନ୍ଦ, କଳାହାଣ୍ଡି ଠପ୍‌

କଳାହାଣ୍ଡି, (କେପିଏନ୍‌ଏସ୍‌) : କୋସଲ ମହାବନ୍ଦର ପ୍ରଭାବରେ କଳାହାଣ୍ଡି ଠପ୍‌ ହୋଇ ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୋଶଳ ମହବନ୍ଦକୁ ବିପୁଳ ଜନ ସମର୍ଥନ ରହିଥିବା ଦେଖିବାକୁ ମିଳିଛି । କୋଶଳ ରାଜ୍ୟ ଗଠନ ଦାବୀରେ ୧୨ ଘଣ୍ଟିଆ ବନ୍ଦ ବେଳେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା
Read More...

କୋସଲ ମହାବନ୍ଦର ପ୍ରଭାବରେ ବନ୍ଦହେଲା କଳାହାଣ୍ଡି ଲାଞ୍ଜିଗଡ଼ର ବେଦାନ୍ତ

କଳାହାଣ୍ଡି, (କେପିଏନ୍‌ଏସ୍‌) : କୋସଲ ମହାବନ୍ଦର ପ୍ରଭାବରେ କଳାହାଣ୍ଡି ଲାଞ୍ଜିଗଡ଼ର ବେଦାନ୍ତ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । କୋସଲ୍‌ ରାଜ୍ୟ ସମର୍ଥକଙ୍କ ତାୱଡ଼୍‌ତୋଡ଼୍‌ ଆନ୍ଦୋଳନରେ ସାରା ପଶ୍ଚିମ ଓଡ଼ିଶା ଆଜି ଠପ୍‌ ହୋଇଯାଇଥିବା ବେଳେ ଲାଞ୍ଜିଗଡ଼ର ବେଦାନ୍ତରେ ମଧ୍ୟ ଏହି ବନ୍ଦର
Read More...