Browsing Tag

kalahandi news

କର୍ଲାମୁଣ୍ଡାର ନୂତନ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଚରିତା ମୁଗ୍ରୀ

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜି ସ୍ଥାନୀୟ ନୂତନ ବିଡ଼ିଓ ଭାବେ ସୁଚରିତା ମୁଗ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ମ.ରାମପୁର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଦାୟିତ୍ୱ ଗ୍ରହଣ ସମୟରେ ଭାରପ୍ରାପ୍ତ ବିଡ଼ିଓ ସିଦ୍ଧେଶ୍ଵର ମେହେର, ଜିପିଓ ଯୁଗଳ କିଶୋର ନାଏକଙ୍କ
Read More...

ପ୍ରାଣୀଧନ ପାଳନ ଉପରେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ଆଜି ଗୁରୁବାର ଦିନ ପ୍ରାଣୀଧନ ପାଳନ ଉପରେ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ତାଲିମଦାତା ଭାବେ ମ.ରାମପୁର ସହକାରୀ ପ୍ରାଣୀଧନ ଚିକିତ୍ସକ ଦିବ୍ୟ ରଞ୍ଜନ ଲେଙ୍କା,
Read More...

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ନର୍ଲା ଥାନାଧିକାରୀଙ୍କ ଧମକ୍‌ଚମକ୍‌ ଓ ଦୁର୍ବ୍ୟବହାର ଅଭିଯୋଗ

ବିଭିନ୍ନ ମହଲରେ ଦୃଢ ନିନ୍ଦା, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଫେରାଦ, ଅତିରିକ୍ତ ଏସ୍‌ପିଙ୍କୁ ଭେଟିଲେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ କଳାହାଣ୍ଡି, (ପି.କେ. ସାହୁ) : ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ଭାବେ କାର୍ଯ୍ୟରତ ଯୁବ
Read More...

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

କଳାହାଣ୍ଡି, (ନରୋତ୍ତମ ସେଲମା) : ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଗୁଡ଼ିକ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟବ୍ୟାପି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜିଲ୍ଲା
Read More...

କବିଚନ୍ଦ୍ରପୁରଠାରେ ମଟର ସାଇକେଲ ଦୁର୍ଘଟଣା : ୧ ମୃତ ୧ ଗୁରୁତର

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କବିଚନ୍ଦ୍ରପୁର ଠାରେ ମଟର ସାଇକେଲ ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି ।ସୂଚନାଯୋଗ୍ୟ ଯେ, କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ସିଆଲପଲା ଗ୍ରାମର ମେଘୁ
Read More...

ସଲଣ୍ଡିଆମୁଣ୍ଡାରେ ଗଜଲକ୍ଷ୍ମୀ ପୂଜା

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ସଲଣ୍ଡିଆମୁଣ୍ଡାଠାରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହା ଏକାଦଶ ବର୍ଷରେ ପଦାର୍ପଣ କରିଛି । ପ୍ରଥମ ରଜନୀରେ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୂଜକ ଭାବେ ରୁଦ୍ରଦେବ ଦାସ
Read More...

ଓଏଏସ୍ ପାଇଲେ ମ.ରାମପୁରର ଅନୁପମ ଆଚାର୍ଯ୍ୟ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡ଼ାର ଅନୁପମ ଆଚାର୍ଯ୍ୟ ଓଏଏସ୍ ପାଇ ମ.ରାମପୁର ପାଇଁ ଆଣି ଦେଇଛନ୍ତି ଗୌରବ । ସେ ଏହାର ଶ୍ରେୟ ନିଜ ବାପା, ମାଆ, ବଡ ବାପା ଅଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟ, ବଡ ମାଆ ଓ ଗୁରୁଜନଙ୍କୁ ଦେଇଛନ୍ତି । ପାଇକପଡ଼ାର ବାପା
Read More...

ଭବାନୀପାଟଣାଠାରେ ପ୍ରଥମ ଜିଲ୍ଲାସ୍ତରୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ ବିଧାୟକ ମୌଶଧି ବାଗ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ
Read More...

ମହାଶକ୍ତି ଫାଉଣ୍ଡେସନ ତରଫରୁ ଦାନ ଉତ୍ସବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଟୋଗଣ୍ଡା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ସହାୟତାରେ ଓ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନଙ୍କ ଆର୍ଥିକ ଅନୁଦାନରେ ଆଜି ଶୁକ୍ରବାର ଦିନ ଦାନ ଉତ୍ସବ ଅନୁଷ୍ଠିତ
Read More...

ଅଲାତରା ଗ୍ରାମ ପଞ୍ଚାୟତଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତଠାରେ ସରପଞ୍ଚ ସସ୍ମିତା ନାଗଙ୍କ ନେତୃତ୍ୱରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚଞ୍ଚଳ ହରିଜନ, ନାଏବ ସରପଞ୍ଚ ନରେଶ
Read More...