ପୁଡେଲକୁନାଠାରେ ଜିଲ୍ଲାସ୍ତରୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜର ମହାସଭା ଓ ଲଗ୍ନନିଅଁ ତାଲିମ ଶିବିର ଉଦ୍ଯାପିତ
କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପୁଡେଲକୁନା ଗ୍ରାମ ଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜ ତରଫରୁ ଗ୍ରାମ୍ୟ ସଭାପତି ଇନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଦୁଇ ଦିନ ଧରି ଶନିବାର ଓ ରବିବାର ଚାଲିଥିବା ତାଲିମ ଶିବିର ଗତକାଲି ଉଦ୍ଯାପିତ ହୋଇଯାଇଛି ।!-->…
Read More...
Read More...