Browsing Tag

kalahandi news

ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ମଦନପୁରଠାରେ ଅବିଭାବକ ସହଭାଗିତା କାର୍ଯ୍ୟକ୍ରମ : “ଆମେ ଜାଣିବା, ଆମେ…

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ଆଜି ଅଭିଭାବକ ସହଭାଗିତା "ଆମେ ଜାଣିବା, ଆମେ ଜିତିବା" କାର୍ଯ୍ୟକ୍ରମ
Read More...

କବିଚନ୍ଦ୍ରପୁରଠାରେ ନୂଆଁଖାଇ ଭେଟ୍‌ଘାଟ୍‌

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ କବିଚନ୍ଦ୍ରପୁର ବସ୍ତିପଡ଼ାଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ମଦନପୁର ପୂର୍ବତନ ସରପଞ୍ଚ ରାଜେଶ ଧାଙ୍ଗଡାମାଝି, ବନମାଲି ସିଂ, ଗଙ୍ଗାଧର ରଣା, ଜାତୀନ୍ଦ୍ର
Read More...

ବିବାହିତ ଯୁବକଙ୍କ ଆତ୍ମହତ୍ୟା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଂଚାୟତ ବ୍ରାହ୍ମଣୀମୁଣ୍ଡା ଗ୍ରାମର ଜନୈକ ବିବାହିତ ଯୁବକ ଆଜି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୁଲିସର କହିବା ମୁତାବକ ବ୍ରାହ୍ମଣୀମୁଣ୍ଡା ଗ୍ରାମର ବିନୋଦ ରଣାଙ୍କ ପୁଅ ମନ୍ଦିର ରଣା(୨୫) ନିଜ ଘରେ
Read More...

ଭାରତୀୟ ରିଜର୍ଭ ବ୍ୟାଙ୍କ ସହାୟତାରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

କଳାହାଣ୍ଡି, (ପିକେ ସାହୁ) : ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ମ.ରାମପୁର ବ୍ଲକର ମଦନପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀସେବା କେନ୍ଦ୍ର, ମଦନପୁରଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା
Read More...

ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ଖେଳ ପ୍ରତିଯୋଗିତା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଶିକ୍ଷା ବିଭାଗ ତରଫରୁ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଜି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ୱାବଧାନରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ
Read More...

ଗୋଛାଡେଙ୍ଗେନ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦଘାଟନୀ ଉତ୍ସବ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ. ରାମପୁର ବ୍ଲକ ଗୋଛାଡେଙ୍ଗେନ ଠାରେ ଆଜି ସରପଞ୍ଚ ତଥା କଲେଜ ଅଧ୍ୟକ୍ଷ ଡକ୍ଟର ସୁରେଶ କୁମାର ପଧାନଙ୍କ ସଭାପତିତ୍ୱରେ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିଃ ସଭାପତି ଉପନିର୍ବାଚନରେ ଇନ୍ଦୁମତୀ ଭୋଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପ୍ରାଥମିକ ସମବାୟ ସମିତି ଲିଃ.ର ସଭାପତି ପଦବୀ ପାଇଁ ଆଜି ଅନୁଷ୍ଠିତ ଉପନିର୍ବାଚନରେ ଇନ୍ଦୁମତୀ ଭୋଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତେବେ ପ୍ରାଥମିକ କୃଷି ସମବାୟ ସମିତିର ୧୫ ଜଣ ନିର୍ଦେଶକ/ନିର୍ଦେଶିକାଙ୍କ
Read More...

ଶଶିଭୂଷଣ ଗହୀର ସହକାରୀ ପ୍ରଫେସର ପରୀକ୍ଷାରେ କୃତକାର୍ଯ୍ୟ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ତେରେସିଂହା ଗ୍ରାମର ଶଶିଭୂଷଣ ଗହୀର ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ସହକାରୀ ପ୍ରଫେସର ପଦବୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ଖୁସିର ଲହର
Read More...

ମ. ରାମପୁର ଉର୍ଲାଦାନୀରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପ୍ରଶାସନ ଓ ସିଆର୍‌ପିଏଫ୍‌ ବି.୬୪ ବାଟାଲିୟନଙ୍କ ମିଳିତରେ ଭାରତ ମାତା ଏବଂ ବୀର ଯବାନଙ୍କ ନାମରେ ନାରା ଦେଇ କ୍ୟାମ୍ପରୁ ଉର୍ଲାଦାନୀ ଗ୍ରାମ
Read More...

ରିଷିଡାରେ ବ୍ଲକସ୍ତରୀୟ କୁରାଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ବ୍ଲକସ୍ତରୀୟ କୁରାଳ ସମାଜର ଭବନ ନିର୍ମାଣ ପାଇଁ ଗତକାଲି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ମୁରଲୀଧର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନର୍ଲା ବିଧାୟକ ଭୂପିନ୍ଦର ସିଂ
Read More...