କଟନୀ ଛଟନୀ ବନ୍ଦ ଦାବୀରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଧାନର କଟନୀ ଛଟନୀ ବନ୍ଦ, ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ପ୍ରଦାନ, ନୂତନ ଏନା ଲାଇଜର ମେସିନ ପ୍ରତ୍ୟାହାର ଦାବିରେ ଆଜି କଂଗ୍ରେସ ପକ୍ଷରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ୧୨ ଘଣ୍ଟିଆ ବନ୍ଦ କରାଯାଇଛି । ଫଳରେ ଭବାନୀପାଟଣା ସହର ସମେତ କେସିଙ୍ଗା,!-->…
Read More...
Read More...