କଳାହାଣ୍ଡିରେ ନୂଆ ଏସ୍ପି ଆଇପିଏସ୍ ଡା. ଶ୍ରବଣ ବିବେକ ଏମ୍
କଳାହାଣ୍ଡି, (ଭରତ ବିଶି) : ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏହି କ୍ରମରେ କଳାହାଣ୍ଡିରେ ନୂତନ ଏସ୍ପି ଭାବେ ଡା. ଶ୍ରବଣ ବିବେକ ଏମ୍ ଯୋଗଦାନ କରିବେ । ପୂର୍ବରୁ ସେ ରାୟଗଡା ଏସ୍ପି ଦାୟିତ୍ୱରେ ରହିଥିଲେ । କଳାହାଣ୍ଡି ଏସ୍ପି ବି. ଗଙ୍ଗାଧରଙ୍କୁ!-->…
Read More...
Read More...