ଝାରସୁଗୁଡ଼ା ଏୟାର୍ପୋର୍ଟରେ ପଶ୍ଚିମ ଓଡିଶା ଯୁବା ମଂଚ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ
ଝାରସୁଗୁଡ଼ା, (କେପିଏନ୍ଏସ୍) : ଆଜି ଝାରସୁଗୁଡ଼ା ଏୟାର୍ପୋର୍ଟରେ ପଶ୍ଚିମ ଓଡିଶା ଯୁବା ମଂଚ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏୟାର୍ପୋର୍ଟ ଡାଇରେକ୍ଟର ପୱନ କୁମାର ମଧ୍ୟ ପଶ୍ଚିମ ଓଡିଶା ଯୁବା ମଂଚର ସଦସ୍ୟମାନଙ୍କ ସହ ଉପସ୍ଥିତ ରହି ବୀର!-->…
Read More...
Read More...