କଳାହାଣ୍ଡି ଡ୍ରାଇଭର ସଙ୍ଘର କର୍ମକର୍ତ୍ତାଙ୍କ ଅକାଳ ବିୟୋଗ : ଡ୍ରାଇଭର ମହାସଙ୍ଘର ଶୋକ ପ୍ରକାଶ
ଜୟପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କରଞ୍ଜିଗୁଡା ଗ୍ରାମର ଡ୍ରାଇଭର ମହାସଙ୍ଘର ଉପ ସଭାପତି ଅଭିମନ୍ୟୁ ସାହୁ (୫୨)ଙ୍କ ରବିବାର ରାତିରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ଘରେ ଅସୁସ୍ଥ ପରେ ପରିବାର ଲୋକେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ!-->…
Read More...
Read More...