Browsing Tag

jayapatana news

ମା’ ବନଦୁର୍ଗାଙ୍କ ପୀଠ ପ୍ରତିଷ୍ଠା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ନବନିର୍ମିତ ଢୁଲୁଘାଟି ରାସ୍ତା ପାଖରେ ମା' ବନଦୁର୍ଗାଙ୍କ ପୀଠ ପ୍ରତିଷ୍ଠା ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହୋଇଯାଇଛି । ସ୍ଵାଧୀନତାର ପରବର୍ତ୍ତୀ ସମୟରୁ ଅଞ୍ଚଳର ସାମାଜିକ ଓ
Read More...

ସାମାଜିକ ଗଣ ମାଧ୍ୟମରେ ହିନ୍ଦୁ ପ୍ରତି କଟୁ ସମାଲୋଚନାକୁ ନେଇ ଅଞ୍ଚଳରେ ଉତ୍ତେଜନା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ସହରର ଜଣେ ବ୍ୟବସାୟୀ ଜାତିଆଣ ବିବୃତି ଓ ହିନ୍ଦୁ ବିରୋଧୀ ଏକ ପୋଷ୍ଟକୁ ନିଜ ଫେସ୍‌ବୁକ୍‌ରେ ସେୟାର କରି ଥିବା ଘଟଣାକୁ ନେଇ ଅଞ୍ଚଳର ବିଭିନ୍ନ ହିନ୍ଦୁ ସଂଗଠନର ପ୍ରତିକ୍ରିୟା ସହିତ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।
Read More...

ଏକ ସୀମାନ୍ତ ଗାଁ ତ୍ରିଖୁଟିପଡା : ସଂକଳ୍ପ ଅଛି, ବିକାଶ ନାହିଁ

ଜୟପାଟଣା, (ଶେଷଦେବ ବେହେରା) : ଅନେକ ସମୟରେ ବାସ୍ତବତା ମଧ୍ୟ କାହାଣୀ ଭଳି ଲାଗେ । ସହରମାନଙ୍କର ବିଳାସମୟ ଜୀବନ ଓ ବିକାଶ ଧାରାକୁ ଦେଖିବା ପରେ, ଗ୍ରାମାଞ୍ଚଳରେ ରହୁଥିବା ମଣିଷମାନଙ୍କ ମଧ୍ୟରେ ଆପଣା ଛାଏଁ ଅକୁହା ଏକ ହୀନ ମାନ୍ୟତା ଚାଲିଆସେ । ନିଜର ଭିଟାମାଟିରେ ପରିବାର ଲୋକଙ୍କ ସାଙ୍ଗରେ
Read More...

ଜୟପାଟଣା ପଞ୍ଚାୟତ ସମିତିର ଷଷ୍ଠ ଅଧିବେଶନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ସଭାଗୃହରେ ବ୍ଲକସ୍ତରୀୟ ଷଷ୍ଠ ସମିତି ଅଧିବେଶନ ସମ୍ପନ୍ନ ହୋଇଯାଇଛି । ଏହି ଅଧିବେଶନରେ ସାମଗ୍ରିକ ବ୍ଲକର ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ, ଖାଦ୍ୟ ସୁରକ୍ଷା, ନିଶ୍ଚିତ କର୍ମ ନିଯୁକ୍ତି, ସୁଭଦ୍ରା ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ,
Read More...

ଜଟିଳ ହେଉଛି ପ୍ରବାସୀ ଶ୍ରମିକଙ୍କ ସମସ୍ୟା

ନିଖୋଜ ଦିଗମ୍ବରଙ୍କ ଫେରିବା ପ୍ରତୀକ୍ଷାରେ ପରିବାର ଲୋକ ଜୟପାଟଣା, (ଶେଷଦେବ ବେହେରା) : ଅଧିକ ଉପାର୍ଜନ ନାଆଁରେ ନିଜର ଜନ୍ମମାଟି ଛାଡ଼ି ବାହାର ରାଜ୍ୟକୁ କାମ ପାଇଁ ଚାଲି ଯିବାର ଦୃଷ୍ଟାନ୍ତ ସର୍ବଦା ଲାଗି ରହିଛି । ସେହିଭଳି ଉଛୁଲା ଗ୍ରାମରଏକ ଯୁବ ରାଜମିସ୍ତ୍ରୀ ପରିବାରକୁ ଛାଡି ବାହାର
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଚଞ୍ଚରାପଡା ଠାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସହିତ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରିବାର ଲକ୍ଷ ହୋଇଥିବା ବେଳେ ଏହି ଅନୁଷ୍ଠାନର
Read More...

ଭବ୍ୟ ଆୟୋଜନ ମଧ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି । ମହିଳା ମାନଙ୍କ ସ୍ୱାଭିମାନ ଓ ଆର୍ଥିକ ବିକାଶ ଦୃଷ୍ଟିରୁ ଏହି ଐତିହାସିକ ଯୋଜନାର ଶୁଭାରମ୍ଭ ଅବସରରେ ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ
Read More...

ଜୟପାଟଣାରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ସୁନ୍ନି ଜୁମ୍ମା ମସ୍‌ଜିଦ୍‌ ପରିସରରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ସୁନ୍ନି ସମ୍ପ୍ରଦାୟଙ୍କ ଦ୍ଵାରା ମହାସମାରୋହରେ ପାଳିତ ହୋଇଯାଇଛି । ଶତାଧିକ ସଂଖ୍ୟକ ମୁସଲମାନ୍‌ ଶ୍ରଦ୍ଧାଳୁ ବିଭିନ୍ନ ଅଂଚଳରୁ ଆସି ଜୟପାଟଣା ମହାବୀର ପଡା ସ୍ଥିତ ଜୁମା
Read More...

ଦେବଦୂତର ଭୂମିକାରେ ପ୍ରାଣୀ ଚିକିତ୍ସକ

ଜୟପାଟଣା, (ଶେଷଦେବ ବେହେରା) : ଗୋରୁ ବେପାରୀ ମାନେ ଅମାନବୀୟ ଭାବରେ ଗୋରୁ ମାନଙ୍କୁ ଭୋକ ଉପବାସରେ କିଲୋମିଟର କିଲୋମିଟର ଯାତ୍ରା କରାଇ ଗୋଟିଏ ବଜାରରୁ ଅନ୍ୟ ବଜାରକୁ ବିକ୍ରି ପାଇଁ ନେଉଥିବା ଦୃଷ୍ଟାନ୍ତ ସବୁବେଳେ ରହିଆସିଛି । ଭୋକ ଉପବାସରେ ଚାଲି ପାରୁ ନଥିବା ଗୋରୁଙ୍କ ଉପରେ ଅକଥନୀୟ
Read More...

ସପ୍ତଦିବସୀୟ ଶ୍ରୀମଦ ଭାଗବତ କଥା ଜ୍ଞାନଯଜ୍ଞ ସମ୍ପନ୍ନ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଲଡୁଗାଁ ସ୍ଥିତ ଶ୍ରୀରାମ ମାମୋ ଦେବୀ ସ୍ମୃତି ଭବନ ପରିସର ମଧ୍ୟରେ ସପ୍ତଦିବସୀୟ ଶ୍ରୀମଦ୍ ଭାଗବତ କଥା ଜ୍ଞାନଯଜ୍ଞ ଶ୍ରଦ୍ଧା, ଭକ୍ତି ଓ ସମର୍ପଣର ସହ ସମ୍ପନ୍ନ ହୋଇଯାଇଛି । ଗତ ଗୁରୁବାର ଅପରାହ୍ନରେ ଶତାଧିକ ମହିଳାଙ୍କ ପବିତ୍ର କଳସ ଯାତ୍ରା
Read More...