ଓଡ଼ିଶା ନ୍ୟାୟିକ ସେବାରେ ଶୁଭ୍ରାଂଶୁ ଠାକୁରଙ୍କୁ ସଫଳତା
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଝଙ୍କାର ପଡ଼ା ଗ୍ରାମର ଶୁଭ୍ରାଂଶୁ ଠାକୁର ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷାରେ ୩୩ ରେଙ୍କ ପାଇ ଉତ୍ତୀର୍ଣ୍ଣ ହୋଇ ଥିବା ସୂଚନା ମିଳିଛି । ଶ୍ରୀଯୁକ୍ତ ଠାକୁର ୨୦୨୦ ମସିହାରେ କଳାହାଣ୍ଡି ଆଇନ କଲେଜରୁ ଅଧ୍ୟାପନା ସମ୍ପନ୍ନ କରି କଟକ!-->…
Read More...
Read More...