Browsing Tag

jayapatana news

ଜୟପାଟଣାଠାରେ ମତଦାନ ପାଇଁ ସଚେତନତା ରେଲି

ଜୟପାଟଣା, (ଶେଷଦେବ ବେହେରା) : ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ପ୍ରଶାସନ ମେ ୧୩ରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମତଦାତାଙ୍କୁ ଅଧିକରୁ ଅଧିକ ସଂପୃକ୍ତି ପାଇଁ ଏକ ସଚେତନତା ରେଲିର ଆୟୋଜନ କରାଯାଇଥିଲା । ଏହି ସଚେତନ ପଟୁଆରରେ ଶତାଧିକ
Read More...

ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପାଇଁ ଯନ୍ତ୍ରଣାର ପୁନରାବୃତ୍ତି

ଜୟପାଟଣା, (ଶେଷଦେବ ବେହେରା) : ଏବେ ଭୋଟ୍‌ର ବେଳା ଆସିଛି । ଖାଲଖମା ନମାନି ଗାଁ ଗାଁ ବୁଲିବେ ନେତା ଓ କର୍ମୀ । ମତଦାତାଙ୍କୁ ମନେଇବା ପାଇଁ ଅନେକ ଲୋଭନୀୟ କଥା ଓ ଉପହାର ଯାଚିବେ । ସାମାନ୍ୟ ପ୍ରତିକ୍ରିୟା ରଖି ଶେଷରେ ଫାନ୍ଦରେ ପଡ଼ିଯିବେ ମତଦାତା । ସେତିକି ବେଳେ ନୈତିକତା ଓ ବିଚାର ଧାରା
Read More...

ପବିତ୍ର ରାମ ନବମୀ ପାଇଁ ସମଗ୍ର ଜୟପାଟଣା ଅଞ୍ଚଳ ଉତ୍ସବମୁଖର

ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ଶ୍ରୀରାମ ନବମୀ ପାଳନ ଅବସରରେ ସମଗ୍ର ଜୟପାଟଣା ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି । ବିଭିନ୍ନ ଅଞ୍ଚଳର ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପୋଳକାମୁଣ୍ଡା, କଦୋପଦର, ବାନେର, ଧନ୍‌ସୁଲି, ମୁଖିଗୁଡ଼ା, ରେଙ୍ଗାଲପାଲି ଆଦି
Read More...

ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ଚତୁର୍ଥ ଥର ପାଇଁ ମତଦାନରେ ମତଦାତା

ଜୟପାଟଣା, (ଶେଷଦେବ ବେହେରା) : ଭୌଗୋଳିକ ପ୍ରତିବନ୍ଧକ ମଧ୍ୟରେ ଚତୁର୍ଥ ଥର ପାଇଁ ମତଦାନ ଦେବାକୁ ମତଦାତାଙ୍କ ମଧ୍ୟରେ ପୁରାପୁରି ଆଗ୍ରହ ନଥିଲେ ମଧ୍ୟ ନିଜର ପରିଚୟକୁ ଭୋଟ୍‌ ବାକ୍ସ ମଧ୍ୟରେ ସାଇତି ରଖି ଅନ୍ୟମାନଙ୍କ ବିକାଶ ପାଇଁ ପୁଣି ଥରେ ମତଦାନ ଦେବେ । ନିର୍ବାଚନ ମଣ୍ଡଳୀର ସୀମାରେଖାକୁ
Read More...

ଏବେ ମାଗଣା ପଖାଳରେ ଜୀବନ

ଜୟପାଟଣା, (ଶେଷଦେବ ବେହେରା) : ଖାଦ୍ୟ ସୁରକ୍ଷା ଯୋଜନା ଅନେକଙ୍କ ପେଟର ଜ୍ଵାଳାକୁ ଲିଭାଇବାରେ ସକ୍ଷମ ହୋଇପାରିଥିଲା । କିନ୍ତୁ ବ୍ୟବସ୍ଥାଗତ କଟକଣା ଏବେ ବି ଅନେକ ବୃଦ୍ଧବୃଦ୍ଧାଙ୍କ ଭୋକିଲା ପେଟରେ ଆହାର ଯୋଗାଇବା ପାଇଁ ଅକ୍ଷମତା ପ୍ରକାଶ କରୁଥିବା ବେଳେ ଗରିବଙ୍କ ଭିତରେ ବଞ୍ଚି ରହିଥିବା
Read More...

ପରଲୋକରେ ଲକ୍ଷ୍ମୀନାରାୟଣ ବେହେରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ପୋଡ଼ାଗୁଡା ଗ୍ରାମର ଖମାର ପଡ଼ାଠାରେ ଅବସ୍ଥିତ ଲକ୍ଷ୍ମ ନାରାୟଣ ବେହେରାଙ୍କ ରବିବାର ପୂର୍ବାହ୍ନରେ ନିଜସ୍ଵ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ବେହେରା ଅନେକ ଦିନରୁ ପୀଡ଼ିତ ଥିବା ବେଳେ ତାଙ୍କ ମୃତ୍ୟୁ ବେଳକୁ ୮୦ବର୍ଷ ବୟସ
Read More...

ଦୋଳପୂର୍ଣ୍ଣିମା ପାଇଁ କର୍ମେଲି ଗାଁ ଉତ୍ସବ ମୁଖର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କର୍ମେଲି ଗ୍ରାମର ପଲ୍ଲୀଶ୍ରୀ ଦୋଳ ଉତ୍ସବ ପାଳନ କମିଟି ଦ୍ଵାରା ଆୟୋଜିତ ଦୋଳ ଉତ୍ସବ ପାଳନ ସାଂସ୍କୃତିକ ମଞ୍ଚରେ ୬୨ତମ ଉତ୍ସବ ମହାସମାରୋହରେ ଉଦ୍‌ଘାଟନ ସହ ପ୍ରଭୁ ରାଧାକୃଷ୍ଣଙ୍କ ସୁଶୋଭିତ ନଗର ପରିକ୍ରମାର ମଧ୍ୟ ଶୁଭାରମ୍ଭ
Read More...

ଶ୍ରୀରାଧାକୃଷ୍ଣ ମନ୍ଦିର ଆନୁକୂଲ୍ୟରେ ଅଷ୍ଟପ୍ରହର ନାମଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହର ମହାବୀରପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରଦ୍ଧାର ସହ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଉତ୍ସାହ ମଧ୍ୟରେ ନାମଯଜ୍ଞ ପାଇଁ କମିଟିର ସଦସ୍ୟମାନେ ସଂକଳ୍ପ ନେଇ ବୁଧବାର ଦିନ ପବିତ୍ର ପୁଷ୍କରିଣୀରୁ
Read More...

ଜୟପାଟଣାରେ ବିଜେଡିର ବିଶାଳ ମୋଟରସାଇକେଲ ଶୋଭାଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣାର ରାଜନୈତିକ ମାହୋଲରେ ହଠାତ୍ ତାତି ଉଠି ଥିବାବେଳେ କଂଗ୍ରେସର ରଣହୁଙ୍କାରକୁ ପ୍ରତିହତ କରିବା ପାଇଁ ବିଜେଡି ଯୁବବାହିନୀର ମୋଟରସାଇକେଲ ଶୋଭାଯାତ୍ରା ପ୍ରତିପକ୍ଷଙ୍କ ପାଇଁ ଏକ ସନ୍ଦେଶ ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି । କଂଗ୍ରେସ ଦ୍ଵାରା ଆୟୋଜିତ
Read More...

ଜୟପାଟଣାଠାରେ ଜାତୀୟ କଂଗ୍ରେସର ନିର୍ବାଚନୀ ବିଗୁଲ୍ : ବଳଭଦ୍ରଙ୍କ ଶକ୍ତି ପ୍ରଦର୍ଶନ

ଜୟପାଟଣା, (ଶେଷଦେବ ବେହେରା) : କିଛି ବର୍ଷ ଧରି ବିଜେଡିର ନିଜକୁ ଅସହାୟ ମଣି ଆସୁଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ କଂଗ୍ରେସରେ ଯୋଗଦେବା ପରେ ବୁଧବାର ଏକ ବିଶାଳ ରାଲି ଦ୍ଵାରା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିବା ପାଇଁ ପ୍ରୟାସ ଜାରି କରିବା ସହିତ ଏକ ସାଧାରଣ
Read More...