Browsing Tag

gudvela news

ବିକାଶ ଯୋଜନାରେ ତାଲିମ ପ୍ରଦାନ

ଗୁଡ଼ଭେଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଳକ ଜାମୁଟ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଷ୍ଟିଲ ଇଣ୍ଡିଆ ମିଶନ ତରଫରୁ ଜୈବିକ କୃଷି ଉପରେ ତାଲିମ ପ୍ରାପ୍ତ ୪୦ଜଣ ଚାଷୀଙ୍କୁ ତାଲିମ ଦିଆଯାଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ
Read More...

ସାଂଘାତିକ ଅଭିଯୋଗ : ଜାଲ ଦସ୍ତଖତ କରି ପେକ୍ସ ସଂପାଦକ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ହଡପ କରିଛ‌ନ୍ତି

ଗୁଡଭେଲା, (ଅଜିତ କୁମାର ସାହୁ) ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଚିଂଚେଡ ଗ୍ରାମର କନ୍ଧେନବୁଢି ମହିଳା ସ୍ୱଂୟ ସହାୟକ ଦଳର ସଦସ୍ୟଙ୍କ ଅଜାଣତରେ ରୁଷୁଡା ପେକ୍ସ ସଂପାଦକ କାର୍ତ୍ତିକ ମଲ୍ଳିକ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ୨ଲକ୍ଷ ୯ ହଜାର ୯୭ ଟଙ୍କା ହଡପ କରିଥିବା ଉକ୍ତ ସଂଘର
Read More...

ନିଲମ୍ବିତ ଗୁଡଭେଲା ବିଡିଓଙ୍କୁ ନୂଆପଡା ଡେପୁଟି ଜିଲ୍ଲାପାଳ ଦାୟିତ୍ୱ : ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଗୁଡ଼ଭେଲା, (ଅଜିତ କୁମାର ସାହୁ) : ସ୍ପେସିଆଲ ଅଡିଡ ଟିମ୍‌କୁ ସହେଯାଗ କରିନଥିବାରୁ ନିଳମ୍ବିତ ହୋଇଥିବା ଗୁଡଭେଲା ବ୍ଳକର ପୂର୍ବତନ ବ୍ଳକ ବିଡିଓ ବିଜ୍ଞାନ କୁମ୍ଭାରଙ୍କ ନାମରେ ପ୍ରାୟ ଦୁଇ କୋଟିରୁ ଅଧିକ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଥିବା ବେଳେ ତାଙ୍କୁ କିପରି ରାଜ୍ୟ ସରକାର ନୂଆପଡା
Read More...

ଆକାଶରୁ ଖସିଲା ବେଲୁନ୍‌ : ଲୋକେ ଭୟଭୀତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ସାନଡଙ୍ଗର ଗାଁରେ ଏକ ବଡ ଆକାରର ବେଲୁନ୍‌ ଆକାଶ ମାର୍ଗରୁ ଖସିଛି । ଫଳରେ ଲୋକେ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ତେବେ ସ୍ଥାନୀୟ ଲୋକମାନେ ବିଲ କାମ କରିବା ପାଇଁ ଯାଇଥିବା ବେଳେ ଆକାଶ ମାର୍ଗରୁ ବଡ଼ ଆକାରର ବେଲୁନ୍‌
Read More...