ଶୋଚନୀୟ ଅବସ୍ଥାରେ ୨ ନମ୍ବର ୱାର୍ଡର ରାସ୍ତାଘାଟ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍ଏସି ୨ ନମ୍ବର ୱାର୍ଡର ମୁଖ୍ୟ ରାସ୍ତା ଟିକିଏ ବର୍ଷାରେ ପାଲଟୁଛି ପୋଖରୀ । ସେହିରାସ୍ତା ଦେଇ ସାହିବାସିନ୍ଦା, ସ୍କୁଲ କଲେଜର ଛାତ୍ରଛାତ୍ରୀ ଯାତାୟାତ କରୁଥିବା ବେଳେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରାଞ୍ଚଳରେ ସରକାରଙ୍କ ପାଖରୁ!-->…
Read More...
Read More...