Browsing Tag

ganjam news

ବିଦ୍ୟା ପବ୍ଲିକ ବିଦ୍ୟାଳୟର ସମ୍ମୁଖରେ ଥିବା ନାଳ ମରାମତି ପାଇଁ ଦାବୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ୪ ନମ୍ବର ୱାର୍ଡ ରଘୁନାଥ ସାହିରେ ରହିଛି ବିଦ୍ୟା ପବ୍ଲିକ ବିଦ୍ୟାଳୟ । କୁନି କୁନି ଛାତ୍ର ଛାତ୍ରୀ ମାନେ ଅଧୟନ କରୁଛନ୍ତି । କିନ୍ତୁ କିଛି ଦିନ ହେଲା ମୁଖ୍ୟ ନାଳର ଏକପାଖ ବାଡ ଭୁଷୁଡ଼ି ଯାଇଥିବାରୁ ବିଦ୍ୟାଳୟକୁ ଯିବା ଆସିବାରେ
Read More...

ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟରେ ମୁକ୍ତା ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟ କନ୍‌ଫରେନ୍ସ ହଲରେ ମୁକ୍ତା ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପର ଅଭିଯାନକୁ ନେଇ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ଡିଭାଇଡରକୁ ପିଟିଲା କାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ୧୬ ନମ୍ବର ଜାତୀୟ ରାଜପଥ ଋଷିକୂଲ୍ୟା ନଦୀ ନିକଟରେ ଏକ କାର ଡିଭାଇଡରକୁ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଏପି୩୧ଟିଜେ୦୬୮୨ ନମ୍ବର ବିଶିଷ୍ଟ
Read More...

ରାତି ଅଧରେ ଦେକାନରୁ ଚୋରି ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ନିକଟରେ ରେଳଷ୍ଟସନ ପାର୍ଶ୍ଵରେ ଥିବା ଏକ ପାନ ଜଳଖିଆ ଦୋକାନରୁ ମଧ୍ୟରାତ୍ରରେ ଚୋର କଳାକାନ ବୁଲେଇଥିବା ଦେଖିବାକୁ ମିଳିଛି । ବିପିନ ପାଲାଇ ଓ ତାଙ୍କ ମା' ସବୁଦିନ ପରି ଗତକାଲି ରାତ୍ରି ଦୋକାନ ବନ୍ଦ କରି ଘରକୁ
Read More...

ଦୁଇ ଭାଇକୁ ଅପହରଣ ଘଟଣାରେ ନୂଆ ମୋଡ଼ : ଅପହରଣ ନୁହେଁ କର୍ଣ୍ଣାଟକ ପୋଲିସ ଉଠାଇ ନେଇଥିଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗତକାଲି ରାତିରେ ଗଞ୍ଜାମ ଥାନା ପୁଇଁତୋଳା ଛକ ନିକଟ ଦୋକାନରୁ ଦୁଇ ଭାଇ କୃଷ୍ଣ ସାହୁ ଓ ପଞ୍ଚୁ ସାହୁଙ୍କୁ ଅପହରଣ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ସେ ଭିନ୍ନ ମୋଡ଼ ନେଇଛି । ସେମାନେ ଅପହରଣ ହୋଇନାହାନ୍ତି । କୌଣସି ଏକ ମାମଲାରେ ଜଡିତ ଥାଇ
Read More...

ମାଉଜର ଦେଖାଇ ଦୋକାନୀ ଦୁଇ ଭାଇଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ତ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚାହା ପାନ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ କେହି ଦୁର୍ବୃତ୍ତ ମାଉଜର ଦେଖାଇ ଉଠାଇ ନେଇ ଯାଇଥିବା ଖବର ମିଳିଛି । ଗୋଟିଏ ଇନୋଭା ଏବଂ ଆଉ ଗୋଟିଏ କାରରେ ପ୍ରାୟ
Read More...

ଗଞ୍ଜାମ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ବୈଠକ ଭବନଠାରେ ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ବିଡ଼ିଓ ଜସ୍ମିନ ପ୍ରଧାନ, ଜିଲ୍ଲା
Read More...

ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଗଲେ ଜଣେ ବାଇକ ଆରୋହୀ

ଗଞ୍ଜାମ,(କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ନିକଟ ଘଐ-୧୬, ଜାତୀୟ ରାଜପଥର ଆଇ.ଆର.ଇ.ଛକରେ ଏକ ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଗଲେ ଜଣେ ବାଇକ ଆରୋହୀ । ଯାହା ସି.ସି.ଟିଭି କେମେରା ପ୍ରତିଫଳିତ କରୁଛି । ଏଠାରୁ ଛତ୍ରପୁର ଡ଼ିଆରଡ଼ିଏ ଛକ, କଲେଜ ଛକ, ଏକାମ୍ରନଗର ଛକ
Read More...

ଗଞ୍ଜାମ ମୁଖ୍ୟ ରାସ୍ତା ପାର୍ଶ୍ଵରୁ ମୋରମ୍‌ ଚୋରି ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ବଡ଼ବଜାର ମୁଖ୍ୟ ରାସ୍ତା ପାର୍ଶ୍ଵରୁ ଏକାଧିକ ଟ୍ରିପରୁ ଅଧିକ ମୋରମ ବେହି ନେଇଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କୁ ପଚାରିବାରୁ ମୋରମ ଚୋରି ହୋଇଥିବା ମୋ ନିକଟରେ ଅଭିଯୋଗ
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଉମାକାନ୍ତ ବେହେରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସମାଜକୁ ସଚେତନତା ବାର୍ତ୍ତା ଦେଇ ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ ନିଜ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଓଡିଶା ସମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା । ଗଞ୍ଜାମ ମହାବିଦ୍ୟାଳୟ
Read More...