Browsing Tag

dhenkanal news

ବିପୁଳ ପରିମାଣର ମଦ ଜବତ, ୪ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୩ ହଜାରରୁ ଅଧିକ ଲିଟର ଦେଶୀ ମଦ ଓ ଏକ ମୋଫେଡ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଗଁଦିଆ ଥାନା ଦିଗମ୍ବରପୁର ଗ୍ରାମରୁ ୨୯୦ ଲିଟର, ଯୁଗଳ ସାହୁ
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌ : ୨ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳର ୫୫ ନଂ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ୨ ବାଇକ୍‌ ଆରୋହୀ ରାସ୍ତାକୁ ଛିଟିକି ପଡ଼ିଥିଲେ । ଟ୍ରକ୍‌ଟି ଉଭୟଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ
Read More...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କାରନ୍ଦା ଗ୍ରାମ ସାନସାହିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ସାନସାହିର ମାହୁଳି ପ୍ରଧାନ (୭୦) ବିଲକୁ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଏହି
Read More...

ବୈଶାଖୀ ବାଣିଜ୍ୟ ମେଳା ଉଦ୍‌ଘାଟିତ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜୁବିଲି ଟାଉନ ବଜାରସ୍ଥିତ ମହିଷାପାଟ ଛକ ନିକଟରେ ରବିବାର ସନ୍ଧ୍ୟାରେ 'ବୈଶାଖୀ ବାଣିଜ୍ୟ ମେଳା' ଉଦ୍‌ଘାଟିତ ହୋଇଯାଇଛି । ମେଳା ପରିସରରେ ୧୨୫ ଷ୍ଟଲ୍‌ ଖୋଲାଯାଇଛି । ୨୦୦ଟଙ୍କାର ମସଲା କିଣିଲେ ବିଭିନ୍ନ ପୁରସ୍କାର ରହିଛି । ସେହିପରି ମେଳାରେ
Read More...

ଘରେ ବ୍ରାଉନସୁଗାର ବିକୁଥିଲେ ବୃଦ୍ଧା : ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ନୂଆ ଆଳୁତୁମା ଗ୍ରାମରୁ ଅବକାରୀ ବିଭାଗ ଶୁକ୍ରବାର ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଘରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଗ୍ରାହକ
Read More...

ପୋଖରୀରୁ ମିଳିଲା ୩ ନବଜାତକଙ୍କ ମୃତଦେହ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଢ଼ା ବ୍ଲକ ସଦର ଥାନା ଇନ୍ଦିପୁର କଟା ପୋଖରୀରେ ୩ ନବଜାତ ଶିଶୁଙ୍କ ମୃତଦେହ ଠାବ କରାଯାଇଥିବା ଜଣାପଡିଛି । ୩ ନବଜାତକ କନ୍ୟା ସନ୍ତାନ ବୋଲି ସନ୍ଦେହ କରାଯାଉଛି । ଏକକାଳୀନ ୩ ନବଜାତକଙ୍କ ମୃତଦେହ ଦେଖି ଗ୍ରାମବାସୀ ଚିନ୍ତାରେ ପଡ଼ିଯାଇଛନ୍ତି । ସଦର
Read More...

ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ

ଢେଙ୍କାନାଳ, (ଅଙ୍କିତା ସାହୁ) : ସବୁଜ ପୃଥିବୀ ଗଠନର ପ୍ରୟାସ । ସେପଟେ ଗଛ କଟାର ଗତି ସାଙ୍ଗକୁ ଗଛ ଲଗାଇବାର ଗତିକୁ ତ୍ୱରାନ୍ୱିତ କରିବାକୁ ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି । ସବୁଜ ବିକଳ୍ପ ପାଇଁ ନିଆରା ପ୍ରୟାସ କରିଛନ୍ତି ସେ । ଗଛ ହସିଲେ ଜୀବନ ହସିବ । କିନ୍ତୁ ଏବେ ଜଙ୍ଗଲ କ୍ରମଶଃ
Read More...

ବାଇକ୍ ଉପରେ ଚଢିଗଲା ଟ୍ରକ୍ : ସ୍ଵାମୀ ମୃତ, ସ୍ତ୍ରୀ ଗୁରୁତର

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଶଙ୍କରପୁର ମୁଖ୍ୟ ରାସ୍ତାରେ ବାଇକ୍ ଉପରେ ଚଢିଗଲା ଟ୍ରକ୍ ଫଳରେ ସ୍ଵାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡିଏସ୍‌ପି

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଇନସ୍ପେକ୍ଟରରୁ ଡିଏସ୍‌ପିକୁ ପଦୋନ୍ନତି ହୋଇଥିବା ଅଭିନବ ଡାଳୁଆ ମଙ୍ଗଳବାର ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଡିଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀଙ୍କ ନେତୃତ୍ୱରେ ୧୧ ଜଣିଆ ଦଳ
Read More...

ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଲ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶାଙ୍କୁଲେଇ ଗ୍ରାମ ନିକଟସ୍ଥ ବଡ଼ ଜୋରା ନାଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ଶାଙ୍କୁଲେଇ ଗ୍ରାମର ପ୍ରମୋଦ ରାଉତଙ୍କ ପତ୍ନୀ ବୀଣାପାଣି ରାଉତ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତ
Read More...