Browsing Tag

dhenkanal news

ପିଜୁଳି ବଗିଚାରେ ଜୁଆଖେଳ ଚାଲିଥିବା ବେଳେ ପୁଲିସର ଚଢାଉ

ଢେଙ୍କାନାଳ : ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କୋରିଆଁ ଅଞ୍ଚଳର ଏକ ପିଜୁଳି ବଗିଚାରେ ଜୁଆଖେଳ ଚାଲିଥିବା ବେଳେ ପୁଲିସ ସେଠାରେ ଅତର୍କିତ ଚଢ଼ଉ କରି ୪ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ଟାଉନ୍ ଥାନା ଅନ୍ତର୍ଗତ କାଞ୍ଚନ ବଜାରର ମଙ୍ଗୁଳିଆ
Read More...

ରୋଷେଇ କରୁଥିବା ବେଳେ ନିଆଁ ଲାଗି ମହିଳା ଗୁରୁତର

ଢେଙ୍କାନାଳ : କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣୀ ଗ୍ରାମର ଗଡ଼ସାହିରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଗୋଡ଼ିସାହିର କାହ୍ନୁଚରଣ ମହାନ୍ତଙ୍କ କନ୍ୟା ପାତିଆ ନିଜ ଘରେ ଏକ କାଠ ଚୁଲିରେ ରୋଷେଇ କରୁଥିଲେ ।
Read More...

ସହର ଭିତରେ ୧୧ ଟିକିଆ ହାତୀ ପଲ : ଲୋକେ ଆତଙ୍କିତ

ଢେଙ୍କାନାଳ : ଜିଲ୍ଲା ବନଖଣ୍ଡ କାମାକ୍ଷାନଗର ସହର ମଧ୍ୟରେ ହାତୀ ପଲଙ୍କ ତାଣ୍ଡବ । ସକାଳୁ ପ୍ରାୟ ୧୧ ଟିକିଆ ହାତୀ ପଲ ଆସି କାମାକ୍ଷାନଗର ଅବକାରୀ ଥାନା ପଛ ପାଖରେ ଉପଦ୍ରବ କରିବା ସହ ତାଣ୍ଡବ ରଚିଥିଲେ । ଯାହାକୁ ନେଇ କାମାକ୍ଷାନଗର ସହରରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ
Read More...

ବ୍ୟାପକ ଗଞ୍ଜେଇ ଓ ଦେଶୀ ମଦ ଜବତ, ମହିଳାଙ୍କ ସମେତ ୬ ଗିରଫ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ମୋଟଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଓ ଦେଶୀମଦ ଜବତ କରାଯାଇଥିବା ଜଣାପଡିଛି । ଏହାକୁ ଚାଲାଣ କରୁଥିବା ମହିଳାଙ୍କ ସମେତ ୬ ଜଣଙ୍କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଗିରଫ
Read More...

ବ୍ରାଉନ ସୁଗର ଜବତ : ୬୦ ବର୍ଷିୟ ବୃଦ୍ଧା ଗିରଫ

ଢେଙ୍କାନାଳ : ଢେଙ୍କାନାଳ ସହର ଲକ୍ଷ୍ମୀବଜାର ଅଞ୍ଚଳର ଜଣେ ୬୦ ବର୍ଷିୟ ବୃଦ୍ଧା ଶାନ୍ତିଲତା ସ୍ଵାଇଁ ଘରେ ବ୍ରାଉନସୁଗର ବେପାର କରୁଥିବା ବେଳେ ଢ଼େଙ୍କାନାଳ ଅବକାରୀ ବିଭାଗର ଚଢାଉ କରି ତାଙ୍କୁ କାବୁ କରିଛି । ଶାନ୍ତିଲତାଙ୍କ ଠାରୁ ୬୮ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଯାହାର ମୂଲ୍ୟ
Read More...

ଟ୍ରେନ୍‌ରେ ଚାପି ହୋଇ ବୃଦ୍ଧ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଶ୍ୟାମଚରଣପୁର ଷ୍ଟେସନରେ ଟ୍ରେନ୍‌ରେ ଚଢିବା ଗୋଡ ଖସି ଯିବାରୁ ଟ୍ରେନ୍‌ରେ ଚାପି ହୋଇ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Read More...

ଘୋଡ଼ାଡିଆଁ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନିମବାହାଳି : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଘୋଡାଡିଆଁ ଗ୍ରାମରେ ଶ୍ରୀ ଶ୍ରୀ ଅନନ୍ତ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହେଉଅଛି । ଏହି ଅବସରରେ ଜଗନ୍ନାଥ ମନ୍ଦିରରୁ ନିକଟସ୍ଥ ସରପା ଯୋର କୂଳକୁ କଳସ ଶୋଭାଯାତ୍ରା ବାହାରି ଥିଲା । ଗ୍ରାମର ୨୬୧ ଜଣ
Read More...

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ : ୮ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ସୋମବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୩୮ ଲିଟର ଦେଶୀ ଏବଂ ୮ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । ତେବେମଦ ଚୋରାକାରବାର ଅଭିଯୋଗରେ ୮ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଅବକାରୀ କର୍ମଚାରୀ ଚଢ଼ାଉ ବେଳେ ଗଁଦିଆ
Read More...

କପି ଚେକିଙ୍ଗ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଧାରଣାରେ ଛାତ୍ରଛାତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାଲିଆବୋଲକାଟେଣୀ ବଂଶୀଧର ସରକାରୀ ହାଇସ୍କୁଲରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଅଭିଯୋଗ ଅନୁସାରେ, ଏବେ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଚାଲିଛି
Read More...

୨ କେଜି ଗଞ୍ଜେଇ ଓ ଦେଶୀ ମଦ ଜବତ ସହ ୩ ଗିରଫ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ ଆଜି ପାଟ୍ରୋଲିଙ୍ଗ ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଚଢ଼ାଉରେ ୨ କେଜି ଗଞ୍ଜେଇ ଓ ୫୭ ଲିଟର ଚୋରା ଦେଶୀ ମଦ ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ମୁତାବକ ନୀଳମାଧବପୁର
Read More...