Browsing Tag

dhenkanal news

ଢେଙ୍କାନାଳରେ ସାଇନାଥଙ୍କ ପାଲିଙ୍କି ଯାତ୍ରା

ଢେଙ୍କାନାଳ, (ତାପସ ଦାସ) : ଆଜି ଓଁ ଶ୍ରୀ ସାଇ ରାମ ରାଜଧିରାଜ ଯୋଗୀରାଜ ପରମବ୍ରମଃ ସଚିଦାନନ୍ଦ ସାଇନାଥ ମାହାରାଜଙ୍କ ଦ୍ୱାଦଶ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଲିଙ୍କି ଯାତ୍ରା ଢେଙ୍କାନାଳ ସହରର ଷ୍ଟେସନ ବଜାର ନିକଟରୁ ବାହାରି ସାଇ ସୁସଜ୍ଜିତ
Read More...

କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ, (ତାପସ ଦାସ) : କାର୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳପଡା ଛକରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ପ୍ରଣବ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ହିନ୍ଦୋଳ
Read More...

କଣ୍ଟେନର୍‌ ଭିତରୁ ୮୦ ଲକ୍ଷ ଟଙ୍କାର ମଦ ଜବତ ସହ ୩ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଅରୁଣାଚଳ ପ୍ରଦେଶରୁ ଓଡ଼ିଶାକୁ ଚୋରାଚାଲାଣ ହୋଇ ଆସୁଥିବା ବେଳେ କଣ୍ଟେନର୍‌ ଭିତରୁ ୮୦ ଲକ୍ଷ ଟଙ୍କାର ମଦ ଜବତ କରି ଅବକାରୀ ବିଭାଗ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । କଣ୍ଟେନର୍‌ର ଉପର ପ୍ଲେଟ୍କୁ ଗ୍ୟାସ୍‌ କଟରରେ କାଟି କଣ୍ଟେନର ଭିତରୁ ଶହ ଶହ
Read More...

କପିଳାସ ମନ୍ଦିରରେ ଜାଗର ଯାତ୍ରା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲାର ସମସ୍ତ ଦେବା ଦେବୀ ମନ୍ଦିରରେ ଲାଗିଲା ଦୀପ । ଜାଗର ଯାତ୍ରାରେ ଢେଙ୍କାନାଳ ଜିଲ୍ଲା ଚହଳ ପଡୁଛି । ଗଂଦିଆ ବ୍ଲକର କପିଳାଶ ଓ ଯୋରନ୍ଦା, ଦଦୀ ସିଙ୍ଗା, ସନ୍ତପୁର, ମନ୍ଦିରରେ ଜାଗର ଦୀପ ଲାଗିଥିବା ବେଳେ ସ୍ୱୟଂ ପ୍ରଭୁ ଭୋଳାନାଥଙ୍କର କରୁଣା
Read More...

ଯୋରନ୍ଦା ଗ୍ରାମ ପଞ୍ଚାୟତରେ ବୁଲି ବୁଲି ଆଶୀର୍ବାଦ ମାଗିଲେ ନୂତନ ସରପଞ୍ଚ ଆରତୀ ନାୟକ

ଢେଙ୍କାନାଳ, (ତାପସ ଦାସ) : ଯୋରନ୍ଦା ଗ୍ରାମ ପଞ୍ଚାୟତରେ ବୁଲି ବୁଲି ଆଶୀର୍ବାଦ ମାଗିଛନ୍ତି ନୂତନ ସରପଞ୍ଚ ଆରତୀ ନାୟକ । ଆଶୀର୍ବାଦ ମାଗିବା ସମୟରେ ସେ କହିଛନ୍ତି ଯେ, ଯୋରନ୍ଦା ପଞ୍ଚାୟତବାସୀଙ୍କ ଆନ୍ତରିକ ସହଯୋଗ କାରଣରୁ ଆଜି ସରପଞ୍ଚ ଭାବେ ନିର୍ବାଚିତ ହୋଇ ମୁଁ ନିଜକୁ ଧନ୍ୟ ମନେ କରୁଛି ।
Read More...

ଟାଉନ ଥାନା ପୋଲିସ ଦ୍ୱାରା ଡକାୟତି ଉଦ୍ୟମ ପଣ୍ଡ, ତିନି ଆନ୍ତଃ ଜିଲ୍ଲା ଡକାୟତ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଟାଉନ ଥାନା ପୋଲିସ ଦ୍ୱାରା ଏକ ଡକାୟତି ଉଦ୍ୟମକୁ ପଣ୍ଡ କରାଯାଇଥିବା ବେଳେ ତିନିଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦକ୍ଷିଣ କାଳି ନିକଟସ୍ଥ ଆମ୍ବ ତୋଟା ମଧ୍ୟରେ ଆନ୍ତଃ ଜିଲ୍ଲା ଡକାୟତ ଦଳ ଡକାୟତି ପାଇଁ ଯୋଜନା
Read More...

ଏଥର ଜାଗରରେ ସ୍ୱର୍ଣ୍ଣ ନାଗାଭରଣ ବେଶରେ ଦର୍ଶନ ଦେବେ ଚନ୍ଦ୍ରଶେଖର

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଜାଗର ଯାତ୍ରାରେ ଢେଙ୍କାନାଳର ପ୍ରସିଦ୍ଧ କପିଳାଶରେ ପ୍ରଭୁ ଚନ୍ଦ୍ରଶେଖରଙ୍କୁ ସ୍ୱର୍ଣ୍ଣ ନାଗାଭାରଣ ବେଶରେ ଦର୍ଶନ କରିବେ ଢେଙ୍କାନାଳବାସୀ । ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚର୍ତୁଦଶୀ ତିଥିରେ ମହାଶିବରାତ୍ରି ପୂଜା ହୋଇଥାଏ । ଏହା ଓଡିଶାର
Read More...

ଚାଷୀଙ୍କୁ ଠକୁଛି ବେପାରୀ

ଢେଙ୍କାନାଳ, (ତାପସ ଦାସ) : ଚାଷୀଙ୍କୁ ଠକୁଛି ବେପାରୀ । ବାରୁଆଁର ଧାନମଣ୍ଡିରେ ୯ କିଲୋ ଧାନ କାଟୁଥିବା ଅଭିଯୋଗ କରି ଚାଷୀମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେବା ସହ ଚେତାବନୀ ଦେଇ କହିଛନ୍ତିି ଯେ, ଯଦି ଏମିତି ଆଗକୁ ହୁଏ ତେବେ ରାସ୍ତାରୋକ କରିବାକୁ ପଛେଇବନି ଚାଷୀ । ପ୍ରାୟ
Read More...

ନିହାଲପ୍ରସାଦଠାରେ ସାନି ମତଦାନ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଗଂଦିଆ ବ୍ଲକର ନିହାଲପ୍ରସାଦ ଗ୍ରାମରେ ଗତକାଲି ସାନି ମତଦାନ ଶେଷ ହୋଇଛି । ୨, ୬, ୭ ଓ ୧୧ ନମ୍ବର ବୁଥ୍‌ରେ ସାନି ମତଦାନ ସକାଳ ୯ ଟାରୁ ଆରମ୍ଭ ହୋଇଥିଲା । ଏଥିପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପୋଲିସ ମୁତୟନ କରାଯାଇଥିଲା । ଜିଲ୍ଲା ପ୍ରଶାସନ ସ୍ତରୀୟ
Read More...

ଭୋଟ ଗଣତି ସମ୍ପର୍କରେ ସୂଚନା ଦେଲେ ଗଂଦିଆ ବ୍ଲକର ବିଡ଼ିଓ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍‌ଲ୍ଲା ଗଂଦିଆ ବ୍ଲକର ବିଡିଓ ଭେରଟ ଗଣତିକୁ ନେଇ ସୂଚନା ନେଇଛନ୍ତି । ସୂଚନା ରେ କହିଛନ୍ତି ଯେ, ଗଂଦିଆ ବ୍ଲକ ଓ ସଦର ବ୍ଲକରେ ଭୋଟ ଗଣତିର ୭୨ଘଣ୍ଟା ପୂର୍ବରୁ ପ୍ରାର୍ଥୀମାନେ ନିର୍ଦ୍ଧାରିତ ଫର୍ମରେ ଗଣନା ଏଜେଣ୍ଟ ନିଯୁକ୍ତି କରିବା ପାଇଁ ନିର୍ବାଚନ
Read More...