Browsing Tag

deogoan news

ଚିନିକଳ କାର୍ଯ୍ୟକ୍ଷମ ଦାବୀ ନେଇ ଅନିଶ୍ଚିତତା ଧାରଣା ୩୦ଦିନରେ ପହଞ୍ଚିଲା : ଧାରଣାକୁ ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ଓଡ଼ିଶା ପକ୍ଷରୁ ଚଳିତ ସେପ୍ଟେମ୍ବର ମାସ ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଅନିଶ୍ଚିତକାଳୀନ ଧାରଣା ଗୁରୁବାର ଦିନ ୩୦ଦିନ ଅର୍ଥାତ୍ ଗୋଟିଏ ମାସରେ ପହଞ୍ଚିଛି ।
Read More...

କାନ୍ଦୁଲ ବୁଢ଼ା ଯାତ୍ରା ପାଇଁ ପସ୍ତୁତି ବୈଠକ : ଦଶହରା ପୂର୍ଣ୍ଣିମା ଦିନ ହେବ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଧଣ୍ଡାମାଲ ପଞ୍ଚାୟତର ଅନ୍ତର୍ଲା ଗାଁରେ ଦଶହରା ପୂର୍ଣ୍ଣିମା ଦିନ ହେବାକୁ ଥିବା କାନ୍ଦୁଲ ବୁଢ଼ା ଯାତ୍ରାକୁ ନେଇ ଏକ ପସ୍ତୁତି ବୈଠକ ହେଡ ମଲ୍ଲିକ ବାସୁଦେବ ସିଂ ନିନାଙ୍କ ସଭାପତିତ୍ୱରେ ବୁଧୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାଟି
Read More...

ବରିଷ୍ଠ ଫୁଟବଲ ଖେଳାଳୀ ସୁନ୍ଦରମଣୀ ଦଣ୍ଡସେନାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଗାଁର ବରିଷ୍ଠ ଫୁଟବଲ ଖେଳାଳୀ ତଥା ଆକାଶବାଣୀ କଣ୍ଠଶିଳ୍ପୀ, ଅବସର ପ୍ରାପ୍ତ ଶିକ୍ଷକ ସୁନ୍ଦରମଣି ଦଣ୍ଡସେନା(୬୮)ଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି । ଶ୍ରୀ ଦଣ୍ଡସେନା ସଇଁନ୍ତଲା ବ୍ଳକରେ ଶିକ୍ଷକ ଚାକିରୀ
Read More...

ଦେଓଗାଁ ଚିନିକଳ କାର୍ଯ୍ୟକ୍ଷମ ଦାବୀ ନେଇ ଅନିଶ୍ଚିତତା ଧାରଣା ୨୯ଦିନରେ : ଧାରଣାକୁ ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରିବା ଦାବୀ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ଓଡ଼ିଶା ପକ୍ଷରୁ ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଅନିଶ୍ଚିତକାଳୀନ ଧାରଣା ବୁଧବାର ଦିନ ୨୯ ଦିନରେ ପହଞ୍ଚିଛି । କୌଣସି ପ୍ରଶାସନିକ ପ୍ରତିଶ୍ରୁତି ତଥା ଚିନିକଳ
Read More...

ସାଲେପାଲିର ବରିଷ୍ଠ କଳାକାର ଗୁରୁବାରୁ ଷାଣ୍ଢଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ବରିଷ୍ଠ ନାଟ୍ୟ କଳାକାର ତଥା ସ୍ୱେଛାସେବୀ ଗୁରୁବାରୁ ଷାଣ୍ଢ(୭୪)ଙ୍କ ଗତ ସୋମବାର ଦିନ ୧ଟା ସମୟରେ ପରଲୋକ ଘଟିଯାଇଛି । ସେ ଜଣେ କଳାକାର ଥିବା ସହ ସେବା କାର୍ଯ୍ୟ ପ୍ରତି ତାଙ୍କର ଅନେକ ଅବଦାନ ଥିଲା । ତାଙ୍କ ଶେଷ ସମୟରେ ତାଙ୍କ
Read More...

ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପରିବହନ ମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ 

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ବଲାଙ୍ଗିର ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ବଲାଙ୍ଗିର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା
Read More...

ଦେଓଗାଁ ବ୍ଲକ ଗାଈବାହାଲରେ ସ୍ମାର୍ଟ କାର୍ଡ ବଣ୍ଟନ ବେଳେ କୃଷି ମନ୍ତ୍ରୀଙ୍କ ମଞ୍ଚ ଉପରକୁ ଅଣ୍ଡା ମାଡ଼

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ସାଢ଼େ ୪ଟା ସମୟରେ ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତରେ କୃଷି, ମତ୍ସ୍ୟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରିବାକୁ ଆସିଥିଲେ । ହେଲେ ମନ୍ତ୍ରୀଙ୍କ ଭାଷଣ ଚାଳିଥିବା ବେଳେ ମଞ୍ଚ ପଛ ପଟୁ
Read More...

ଦେଓଗାଁ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ : ପ୍ରଥମ ଦିନରେ ୭ପଞ୍ଚାୟତରେ ୭୪୪ଜଣଙ୍କୁ ପ୍ରଦାନ କରାଗଲା…

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ୧୦ଟା ସମୟରେ ଦେଓଗାଁ ବ୍ଲକ ପରିସରରେ ଦେଓଗାଁ ବ୍ଲକ ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଶୁଭାରମ୍ଭ କରାଯାଇଥିଲା । ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମକୁ ଅତିଥିମାନେ ପରଦାରେ ଦେଖି
Read More...

ଦେଓଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ନେଲେ ଗୋବର୍ଦ୍ଧନ ଭୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ୧୨ଟା ସମୟରେ ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୩୧ ତାରିଖ ଦିନ ଦେଓଗାଁ ବିଇଓ ସଂକୀର୍ତ୍ତନ୍ୟ ବାଗ ଅବସର ନେବା ପରେ ଦେଓଗାଁ ଏବିଇଓ ଅଜିତ
Read More...

ଦେଓଗାଁ ବିଜେପି ପକ୍ଷରୁ ହରିପୁରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ମଣ୍ଡଳ ଲଣ୍ଡାପଥର ପଞ୍ଚାୟତ ହରିପୁରରେ ଭାରତୀୟ ଜନତା ପାର୍ଟିର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁରେଶ ଚନ୍ଦ୍ର ଭୋଇ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ
Read More...